Latest Odisha News

BREAKING NEWS

Yearly Archives

2022

କବିତା : ହେ ମାନବ

ଅଗ୍ନିବେଶ ମହାପାତ୍ର କେତେ ଆଶା କେତେ ନିରାଶା ଶୁଣିବାକୁ କେତେ ଅକୁହା ଭାଷା କେତେ ଆନନ୍ଦ କେତେ ବିଷାଦ ଭୋଗିବାକୁ ଅଛି କେତେ ପ୍ରମାଦ କେତେ ଦୁଃର୍ଜନ କେତେ ସୁଜନ ଭେଟିବାକୁ ଏଠି କେତେ ସ୍ଵଜନ କେତେ ଦୁର୍ଗମ କେତେ ସୁଗମ ଚାଲିବାକୁ ଅଛି କେତେ ଆଗମ... ହେ ମାନବ... ରେ ମାନବ...…

ଭାଷା ଭାଗବତ : ସାହିତ୍ୟର ମାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୧ ସ୍ମୃତିରେ ଥାଏ ଯେତେ ଭାଷା ତାହାକୁ କରିଲେ ଭରସା ସରଳ ହୁଏ ଲେଖା, କଥା ନ ଥାଏ ବେଶି ଅସ୍ପଷ୍ଟତା କିଂତୁ ଶବ୍ଦକୋଷରୁ ଆଣି ଦୁର୍ବୋଧ୍ୟ ଶବ୍ଦ ଦେଲେ ବୁଣି ଲେଖକ ଦେଖାଂତି ପାଂଡିତ୍ୟ ପାଠକେ ପାଆଂତିନି ହିତ ସରଳତମ ଶବ୍ଦ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ସରି ଯାଇଛି । ବନକ ଲାଗି ପରେ ଶ୍ରୀଜୀଉମାନେ ଅମାବାସ୍ୟା ସକାଳୁ ପ୍ରସ୍ତୁତ ହୋଇ ବସିଛନ୍ତି ନିଜର ନବ ଯୌବନ ବେଶରେ ଦର୍ଶନ ଦେବା ପାଇଁ। ଏହି…

4 ରନରେ ଜିତିଲା ଇଣ୍ଡିଆ, ପାଣି ପିଆଇ ଦେଲା ଆୟରଲ୍ୟାଣ୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ  ଆୟରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-20ରେ ଭାରତ  4 ରନରେ ଆୟରଲ୍ୟାଣ୍ଡକୁ ପରାସ୍ତ କରିଛି ।   ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ 225 ରନ କରିଥିଲା  ଭାରତ । ଏହାର ଜବାବରେ ଆୟରଲ୍ୟାଣ୍ଡ 5 ଉଇକେଟ ହରାଇ 221 ରନ କରିବାକୁ ସକ୍ଷମ ହୋଇଛି । ଭାରତ …

ଆସ୍ଥାଭୋଟ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କଲେ ଦେବେନ୍ଦ୍ର ଫଡନାବୀସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ରରେ ଆସ୍ଥାଭୋଟ ପାଇଁ  ଦାବି କରିଛନ୍ତି ଫଡନାବୀସ ।  ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟି ବିଧାସଭାରେ ଆସ୍ଥାଭୋଟ ପାଇଁ ଦାବି କରିଛନ୍ତି ।  ଫଡନାବୀସଙ୍କ ସହିତ କିଛି ସ୍ବାଧୀନ…

କହ୍ନେୟାଲାଲ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦିଆଯିବ : ଅଶୋକ ଗେହଲୋଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜସ୍ଥାନର ଉଦୟପୁରରେ ଜଣେ ସିଲେଇ ଦୋକାନୀଙ୍କ ମୁଣ୍ଡକାଟ ଘଟଣାକୁ କଡା ନିନ୍ଦା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ତାଙ୍କ ସରକାର ଏପରି ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବ ବୋଲି ସେ କହିଛନ୍ତି ।…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମୋର୍ଗାନ

ଲଣ୍ଡନ: ଇଂଲଣ୍ଡ ବିଶ୍ୱକପ ବିଜୟୀ ଦଳର ଅଧିନାୟକ ଇଅନ ମୋର୍ଗାନ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୩୫ ବର୍ଷୀୟ ଏହି କ୍ରିକେଟର ଖରାପ ଫର୍ମ ଏବଂ ଫିଟନେସ ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ କ୍ରିକେଟକୁ ଅଲବିଦା କହିଛନ୍ତି । ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ମୋର୍ଗାନଙ୍କୁ…

ଆନ୍ଧ୍ର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ବିଦ୍ୟାର୍ଥୀଙ୍କୁ ମିଳିବ ପାଠ୍ୟ ପୁସ୍ତକ

ବ୍ରହ୍ମପୁର:ପଡ଼ୋଶୀ ରାଜ୍ୟଗୁଡ଼ିକରେ ଥିବା ଓଡ଼ିଆ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ତଥା ଉତ୍କଳ ସମ୍ମିଳନୀ ତରଫରୁ ମାଗଣାରେ ପାଠ୍ୟ ପୁସ୍ତକ ପ୍ରଦାନ କରିଥାନ୍ତି । ଏହି କ୍ରମରେ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀକାକୁଲମ, ବିଜୟା ନଗର ଓ ବିଶାଖାପାଟଣା ଶିକ୍ଷା ଜିଲାର ୩୧ ଗୋଟି…

ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ସାଜିଦ ମାଜିଦକୁ ପାକିସ୍ତାନ କୋର୍ଟର ଜେଲ ଦଣ୍ଡାଦେଶ

ଭୁବନେଶ୍ୱର: ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ଜଣେ ଆତଙ୍କବାଦୀକୁ ପାକିସ୍ତାନ କୋର୍ଟରୁ ମିଳିଛି ଦଣ୍ଡାଦେଶ । ୨୦୦୮ ମସିହା ତାଜ ହୋଟେଲ ଆକ୍ରମଣରେ ସାମିଲ ଥିବା ସାଜିଦ ମାଜିଦ ମୀରକୁ ଗତ ମେ ମାସରେ ଗୁଜରନୱାଲା କୋର୍ଟ ମୀରକୁ ୧୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ମୀର, ମୁମ୍ବାଇ ଆକ୍ରମଣରେ…

[ଦେଖନ୍ତୁ ଭିଡିଓ] ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ସୁୁରକ୍ଷା ଉପରେ ଗୁରୁତ୍ୱ

 ପୁରୀ : ଆସନ୍ତାକାଲି ପବିତ୍ର ନବଯୌବନ ଦର୍ଶନ। ୧୫ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଟିକେଟ ଦର୍ଶନ ପରେ ୯ ଟାରୁ ୧୦.୩୦ ପର୍ଯ୍ୟନ୍ତ ହେବ ସର୍ବସାଧାରଣ ଦର୍ଶନ। ଏହାଛଡା ରାତି ସାଢେ ବାରଟା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସର୍ବସାଧାରଣ ଦର୍ଶନ ପାଇଁ…