Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ଉଦ୍ଧବଙ୍କ ଅଢ଼େଇ ବର୍ଷ… କ’ଣ ପାଇଲେ, କ’ଣ ହରାଇଲେ ?

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ସରକାର ଗଠନ ପାଇଁ ଯେତିକି ଡ୍ରାମା ହୋଇଥିଲା ଏବେ କ୍ଷମତା ବଞ୍ଚାଇବାକୁ ବେଶ୍ କସରତ କରିବାକୁ ପଡ଼ୁଛି । ଏକନାଥ ସିନ୍ଦେଙ୍କ ଚାଲରେ ଫସି ଯାଇଥିବା ଉଦ୍ଧବ ସରକାର ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଅନ୍ୟପଟେ ଉଦ୍ଧବ…

ସରକାର ଚଳାଇବା ବେଳେ ମୋଦୀଙ୍କ ଭରସାଯୋଗ୍ୟ ଓଡ଼ିଆ

ଭୁବନେଶ୍ୱର: ଏକଦା ରାଜ୍ୟ ବାହାରେ ଓଡ଼ିଶା କଥା କହିଲେ ଭୋକ ଉପାସ, ଶିଶୁ ବିକ୍ରି ଏବଂ କ୍ଷୁଧା କଥା ଚର୍ଚ୍ଚାରେ ରହୁଥିଲା। କିନ୍ତୁ ସମୟ ବଦଳିବା ସହିତ ବଦଳିଛି ଓଡ଼ିଆଙ୍କ ହାବଭାବ। ମୁଖ୍ୟତଃ ଦେଶ ସ୍ୱାଧୀନ ହେବା ପରଠୁ ନରେନ୍ଦ୍ର ମୋଦୀଙ୍କ ଶାସନରେ ଦିଲ୍ଲୀରେ ଓଡ଼ିଆଙ୍କ ପତିଆରା ବଢିଛି ।…

ରାଷ୍ଟ୍ରପତି ନିର୍ବାଚନ: ବିଜେପିର ରଣନୀତି ପଢ଼ି ବିଜେଡି ଚଳାଇଲା ସମାନ ଗୋଟି

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ସାରା ଦେଶରେ ନିଜର ଏକ ଆଦିବାସୀ ଚେହେରା ତିଆରି କରିଛି । ଯାହାକି ଆଗାମୀ ଦିନରେ ସାରା ଦେଶର ୧୪ଟି ରାଜ୍ୟରେ ଥିବା ମୋଟ୍ ଜନସଂଖ୍ୟାର ୮.୬ ପ୍ରତିଶତ ଆଦିବାସୀ ଭୋଟ୍ ହାତେଇବାରେ ସହଯୋଗ କରିବ ବୋଲି ଚିନ୍ତା…

ନାମାଙ୍କନ ଭରିବେ ଦ୍ରୌପଦୀ, ସାଙ୍ଗରେ ଦିଲ୍ଲୀ ଗଲେ ନବୀନଙ୍କ ଦୁଇ କ୍ୟାବିନେଟ ମନ୍ତ୍ରୀ

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନାମାଙ୍କନ ଭରିବେ । ଏହି ସମୟରେ ଉପସ୍ଥିତ ରହିବେ ବିଜେପିର ୧୦ ବିଧାୟକଙ୍କ ସହିତ ବିଜେଡିର ଦୁଇ ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ। ଏହି ଦୁଇ କ୍ୟାବିନେଟ ମନ୍ତ୍ରୀ ହେଉଛନ୍ତି ଜଗନ୍ନାଥ ସାରକା ଏବଂ…

ଜାତୀୟ ପୁସ୍ତକ ମାନ୍ୟତା ପାଇଲା ‘ଅଳିଆରୁ ଅ ଆ’

ଭୁବନେଶ୍ୱର: ଖୋଲିଲା ସ୍କୁଲ ହେଲେ ଆସିଲେନି ପିଲା । ସ୍କୁଲ ଆସି ନ ଥିବା ପିଲାଙ୍କ ପାଇ ବିଶିଷ୍ଟ ଲେଖକ ତଥା ଶିକ୍ଷକ ଇଶ୍ୱର ଚନ୍ଦ୍ର ନାୟକଙ୍କ ଲିଖିତ ପୁସ୍ତକ ‘ଅଳିଆରୁ ଅ ଆ’କୁ ଜାତୀୟ ମାନ୍ୟତା ମିଳିଛି । ପ୍ରାଥମିକ ଶିକ୍ଷା ସ୍ତରରେ ଶ୍ରେଣୀ ପରିଚାଳନାକୁ ନେଇ ନୂତନ ପ୍ରୟୋଗ ସମ୍ବନ୍ଧୀୟ ତଥ୍ୟ…

ଉଦ୍ଧବ ଠାକରେଙ୍କ ବିରୋଧରେ ଇଡି ଯାଞ୍ଚ ଦାବି । ହାଇକୋର୍ଟରେ ପିଟିସନ୍ ଦାଖଲ ।

ମହାରାଷ୍ଟ୍ର : ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବଢିବାରେ ଲାଗିଛି । ଏପରି ସ୍ଥିତିରେ ଭାରତୀୟ ଜନତା ପାର୍ଟିର ନେତା କିରିଟ ସୋମେୟା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମ୍ପତ୍ତି ବିରୋଧରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଛନ୍ତି । ଏହାସହ…

ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ବାୟୁ: ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ବାୟୁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ନେଇ ୧୨…

ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ, ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର

ପୁରୀ: ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ନିଶବ୍ଦ, ଅନ୍ଧକାର ଓ ରୁଦ୍ଧଦ୍ୱାରର ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର ।  ମହାପ୍ରଭୁଙ୍କ ନିକଟରେ ଷଷ୍ଠୀରୁ ଚାଲିଥିବା ଓଷ ଲାଗି ନୀତି ଶେଷ ହୋଇଛି ।  ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ…

ଦିଲ୍ଲୀ ଗଲେ ଦ୍ରୈାପଦୀ ମୁର୍ମୁ: ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ

ଭୁବନେଶ୍ବର:   ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦିଲ୍ଲୀ ଯାଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁ ।  ଦ୍ରୌପଦୀ ମୁର୍ମୁଙ୍କ ସହ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ସମେତ ବହୁ ନେତା, ଶୁଭେଚ୍ଛୁ ଓ ସମର୍ଥକ ବିମାନବନ୍ଦରରେ ଉପସ୍ଥିତ ଥିଲେ।  ସେମାନଙ୍କ…