Latest Odisha News

BREAKING NEWS

Yearly Archives

2022

ମାଆ ଆଗରେ ପୁଅକୁ ପିଟିଲେ ମୋ ବସ କର୍ମଚାରୀ

ଭୁବନେଶ୍ୱର: ରାଜଧାନୀରେ ଜଣେ ମାଆ ଆଗରେ ପୁଆକୁ ଆକ୍ରମଣ କରିଛନ୍ତି ମୋ ବସ କର୍ମଚାରୀ। ମାଷ୍ଟରକାଣ୍ଟିନ ଛକ ବସ ଷ୍ଟାଣ୍ଡ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବସ ଷ୍ଟପେଜ ପୂର୍ବରୁ ଗାଡ଼ି ଅଟକାଇବାରୁ ମୋ ବସ କର୍ମଚାରୀ ମିଳିମିଶି ଜଣେ ଯାତ୍ରୀଙ୍କୁ ନିର୍ଧୁମ ପିଟଛନ୍ତି। ଏପରକିି ଅନ୍ୟ ମୋ…

ସାନ୍ତାଳିଙ୍କ ପାଇଁ ମୋ ମା ପ୍ରେରଣାର ଉତ୍ସ: ଇତିଶ୍ରୀ ମୁର୍ମୁ

ଭୁବନେଶ୍ୱର:ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ଝିଅ ହେଉଛନ୍ତି ଇତିଶ୍ରୀ ମୁର୍ମୁ । ରାଇରଙ୍ଗପୁରରେ ନିଜ ତିନି ମାସର ଝିଅକୁ ଖେଳାଉଥିବାବେଳେ ସେଦିନ ଆସିଥିଲା ଘନଘନ ଫୋନ  । ତାଙ୍କ ସଂପର୍କୀୟମାନେ ଫୋନରେ ଜଣାଉଥିଲେ ତାଙ୍କର ମା ହୋଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ଏକଥା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୨  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ବର୍ଣ୍ଣନା ପାଇଁ ଆମେ “ଗଜ ଉଦ୍ଧାରଣ “ପ୍ରସଙ୍ଗ ଆଲୋଚନା ଭିତରେ ଆଜି କବି ନାରାୟଣ ଦାସ ସଂକ୍ଷେପରେ ଅଚ୍ୟୁତାନନ୍ଦ ଙ୍କ ରଚିତ “ହରିବଂଶ ” କୁ ସାତ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୯)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ କି ଯେ ବିଡମ୍ବନା ଭାଗ୍ୟର ସତରେ ! ପରମ ପ୍ରତାପୀ ସୂର୍ଯ୍ୟବଂଶୀ ରଘୁକୁଳତିଳକ ଶ୍ରୀରାମଚନ୍ଦ୍ରଙ୍କର ପ୍ରାଣପ୍ରିୟା ସୀତା... ରାଜନନ୍ଦିନୀ ଓ ରାଜବଧୂ ସୀତା.. ଆଜି ଅଶୋକବନରେ ଅସହାୟା ଅବସ୍ଥାରେ ବନ୍ଦିନୀ ! ସୁଲୋଚନାଙ୍କର ସୁନ୍ଦର…

ନବୀକରଣକ୍ଷମ ଶକ୍ତି ବ୍ୟବହାରରେ ପରିବେଶ ଓ ଜୀବଜଗତର ସୁରକ୍ଷା ସମ୍ଭବ

ପ୍ରଫୁଲ୍ଲ କୁମାର ଜେନା କୃଷି, ଶିଳ୍ପ, ଯାନବାହନ ଚଳାଚଳ ଓ ଆମର ଦୈନନ୍ଦିନ ଜୀବନ କ୍ଷେତ୍ରରେ ଶକ୍ତି ଅତ୍ୟନ୍ତ ପ୍ରୟୋଜନ ଏବଂ ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ମନୁଷ୍ୟ ସଭ୍ୟତାର ପ୍ରାରମ୍ଭରୁ ସୂର୍ଯ୍ୟ, ପବନ ଓ କାଠପତ୍ର ଇତ୍ୟାଦିରୁ ନବୀକରଣକ୍ଷମ ଶକ୍ତି ଦୈନନ୍ଦିନ ଜୀବନର…

ଭାଷା ଭାଗବତ : ସପନର ଜାଲ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୫ ଅପୂର୍ବ ଭୂଇଁ ଏ ଓଡ଼ିଶା ' ବହୁତ୍ବ ' ବାଂଧି ଏଠି ବସା ରହିଛି, ଦେଖୁଁ କାଳାବଧି ଲଂଘେନି କେବେ ବି ପରିଧି ନିଜକୁ କରି ସମର୍ପଣ ସଂତୁଷ୍ଟ ଏଠି ଜନଗଣ ନିଃସ୍ପୃହ ଜୀବନ ଯାପନ କରଂତି, ହୋଇ ଦୈବାଧୀନ ସଭିଂକୁ କରଂତି ସ୍ବାଗତ…

ଅନୁବାଦ କବିତା : ଚିରନ୍ତନ ପ୍ରେମ

ମୂଳ ବଙ୍ଗଳା : ରବୀନ୍ଦ୍ରନାଥ ଠାକୁର  ତୁମକୁ ଯେମିତି ପାଇଛି ମୁଁ ଭଲ ଶତ ରୂପେ ଶତବାରେ ଜନମେ ଜନମେ , ଯୁଗେ ଯୁଗେ, ସବୁ କାଳେ। ଚିରଦିନ ଏଇ ବିଭୋର ହ୍ରଦୟ ଗୁନ୍ଥିଛି ଯେ ଫୁଲହାର କେତେ ଭାବେ ତୁମେ ପିନ୍ଧିଛ ଗଳାରେ ନେଇ ସେଇ ଉପହାର ଜନମେ ଜନମେ, ଯୁଗେ ଯୁଗେ ବହୁବାର। ଯେତେ…

ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ନେଇ ଗଞ୍ଜାମ ବିଜେପିରେ ଖୁସି

ବ୍ରହ୍ମପୁର : ରାଷ୍ଟ୍ରପତି ପଦବୀ ପାଇଁ ଏନ୍‌ଡିଏ ତରଫରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି । ଏହାକୁ ନେଇ ଗଞ୍ଜାମ ବିଜେପିରେ ଖୁସିର ଲହର ଖେଳିଯାଇଛି । ବୁଧବାର ଅପରାହ୍ନରେ ବ୍ରହ୍ମପୁର ଗାନ୍ଧିନଗର ଛକ ଠାରେ ବାଣ ଫୁଟାଇ ଏବଂ ମିଠା ଖୁଆଇ ଦଳର ନେତାମାନେ ଖୁସି ପ୍ରକାଶ କରିଥିଲେ ।…

ଚେସ୍‌ ଅଲମ୍ପିଆଡର ମଶାଲ ରିଲେରେ ଭାଗ ନେଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର

ଧର୍ମଶାଳା: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ  ଅନୁରାଗ ସିଂ ଠାକୁର ବୁଧବାର ଦିନ ଧର୍ମଶାଳା ଠାରେ ଚେସ୍‌ ଅଲମ୍ପିଆଡର ମଶାଲ ରିଲେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଧର୍ମଶାଳାରେ ମଶାଲ ରିଲେକୁ ସ୍ବାଗତ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ମୁଖ୍ୟ ଅତିଥି…

୧୫ ଦିନ ଭିତରେ ଅର୍ଦ୍ଧନିର୍ମିତ ଡ୍ରେନ୍‌, ରାସ୍ତା କାମ ଶେଷ କରିବାକୁ ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର:ବର୍ଷା ସମୟରେ ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ସମସ୍ୟା ଉତ୍କଟ ରୂପ ନେଉଛି । ସୋମବାର ଏହାର ଉଦାହରଣ ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ହେଲା ସହରରେ କେତେକ ରାସ୍ତା ଏବଂ ଡ୍ରେନ୍‌ ନିର୍ମାଣ ଚାଲିଥିବା ଯୋଗୁ ସମସ୍ୟା ଅଧିକ ସାଂଘାତିକ ହୋଇଯାଇଥିଲା । କାରଣ ବର୍ଷା ସମୟରେ…