Latest Odisha News

BREAKING NEWS

Yearly Archives

2022

ବୁଲଡୋଜର ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଲଡୋଜର ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । କିନ୍ତୁ ନିୟମ ପାଳନ କରାଯିବା ଆବଶ୍ୟକ ବୋଲି କହିଛନ୍ତି । ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ଏକ ବେଞ୍ଚ ଏହି ନିର୍ଦେଶ ଦେଇଛନ୍ତି । ଜାମିଆତଙ୍କ ଆବେଦନ ଶୁଣାଣି କରି ଏହା…

୫ ଶହ ଉଠାଇଲେ ୨୫୦୦ ଟଙ୍କା ଦେଉଛି ଏହି ATM

ମୁମ୍ବାଇ: ଏଟିଏମରେ ଧାଡ଼ିରେ ଛିଡ଼ା ହେବାକୁ କାହାରିକୁ ବା ଭଲ ଲାଗେ । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ଏଟିଏମରୁ ୫ ଶହ ଟଙ୍କା ଉଠାଇଲେ ୨୫୦୦ ଟଙ୍କା ବାହାରୁଛି ତ ଆପଣ ନିଶ୍ଚୟ ଭୋକ ଶୋଷ ଭୁଲି ଲମ୍ବା ଧାଡ଼ିରେ ଛିଡ଼ା ହୋଇଯିବେ । ଆଜ୍ଞା ହଁ… ଏମିତି ହିଁ ଘଟିଛି ମହାରାଷ୍ଟ୍ରର ନାଗପୁର…

[ଦେଖନ୍ତୁ ଭିଡିଓ] ଜରାଶ୍ରମ ଅନ୍ତେବାସୀଙ୍କ ସହ ରଜ ପାଳିଲା ସପୋର୍ଟିଂ ଆଣ୍ଡ ହେଲ୍ପିଂ ଗ୍ରୁପ୍

ପାରାଦୀପ: ହାତରେ ମେହେନ୍ଦୀ, ମଥାରେ କୁକୁମ । ଜରାଶ୍ରମରେ ରଜ । ଏମାନଙ୍କ ପାଖରେ ନିଜର ପରିବାର ନାହିଁ ସତ କିନ୍ତୁ ୟେ ଜରାଶ୍ରମ ଏମାନଙ୍କ ଲାଗି ପରିବାର ଠୁ ବଡ଼ । ରଜକୁ ନେଇ ପୂରପଲ୍ଲୀ କମ୍ପୁଥିବା ବେଳେ ଜରାଶ୍ରମରେ ଫିକା ପଡ଼ିନି ମାହୋଲ୍ । ପରିବାର ଠାରୁ ଅଲଗା ଥିଲେ ବି ସେମାନେ ରଜ…

ଗର୍ବିତ ପିତୃତ୍ବ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ସଂସାରରେ ସବୁ ବାପାମାନେ ଚାହାଁନ୍ତି କି ତାଙ୍କ ପିଲାମାନେ ତାଙ୍କଠାରୁ ଆହୁରି ଆଗକୁ ଯାଆନ୍ତୁ, ଜୀବନରେ ଖୁବ୍ ଉନ୍ନତି କରି ତାଙ୍କର ନାଆଁ ରଖନ୍ତୁ । ଶାସ୍ତ୍ର କହେ “ ବାପାଟିଏ ସେତିକିବେଳେ ବିଜୟୀ ହୁଏ ଯେତେବେଳେ ସିଏ ନିଜ ସନ୍ତାନଠାରୁ ହାରିଯାଏ ।…

[ଦେଖନ୍ତୁ ଭିଡିଓ] ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହାତୀପଲ

ଅନୁଗୁଳ: ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ହାତୀପଲ । ମଣିଷ ଜଙ୍ଗଲ ନଷ୍ଟ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀ । ଗାଁକୁ ହାତୀପଲ ପଶି ଆସିବା ଫଳରେ ଆତଙ୍କିତ ହୋଇ ପଡ଼ିଛନ୍ତି ମହୀଧରପୁର ଗ୍ରାମବାସୀ । ହାତୀପଲରେ ଗୋଟିଏ ଦନ୍ତା ସମେତ ମୋଟ ୬ଟି ହାତୀ ଅଛନ୍ତି ।…

ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଚାଷୀଙ୍କ ଅପେକ୍ଷାର ଅନ୍ତ । ଶେଷ ରଜରେ ଓଡ଼ିଶା ପହଞ୍ଚିଛି ଦକ୍ଷିଣ-ମୌସୁମୀ ବାୟୁ । ମୌସୁମୀ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି…

ବ୍ୟାସକବି ଫକୀର ମୋହନଙ୍କ ୧୦୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ୱର : ବ୍ୟାସ କବି ଫକୀର ମୋହନ ସ୍ମୃତି ସଂସଦ, ଭୁବନେଶ୍ୱର ଆନୁକୂଲ୍ୟରେ ବ୍ୟାସ କବିଙ୍କ ୧୦୪ ତମ ଶ୍ରାଦ୍ଧ ବର୍ଷିକୀ ପାଳିତ ହୋଇଯାଇଛି। ଜୀବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ…

ଆଜି ଦେଶବ୍ୟାପୀ ପ୍ରଦର୍ଶନ କରିବ ବଜରଙ୍ଗ ଦଳ

- ଦେବଦତ୍ତ ରଥ ନୂଆଦିଲ୍ଲୀ: ମସଜିଦରୁ ବାହାରୁଥିବା ଜିହାଦୀ ମୌଳବାଦୀ ମାନେ ହିନ୍ଦୁମାନଙ୍କ ଘର ଜାଳି ଦେଉଛନ୍ତି, ଆକ୍ରମଣ କରୁଛନ୍ତି । ଏହି ହିଂସାତ୍ମକ ଘଟଣା ବିରୋଧରେ ବଜରଙ୍ଗ ଦଳ ଆଜି ଦେଶବ୍ୟାପୀ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର…

ଅଗ୍ନିପଥ ସ୍କିମକୁ ନେଇ ଜଳୁଛି ଦେଶ, ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ରେଳରୋକ

ନୂଆଦିଲ୍ଲୀ: କେନ୍ଦ୍ରର ଅଗ୍ନିପଥ ସ୍କିମକୁ ନେଇ ଦେଶର ଉତ୍ତେଜନା ଦେଖା ଦେଇଛି । ସେନାରେ ଭର୍ତ୍ତି ପାଇଁ ସରକାର ଆଣିଥିବା ସ୍କିମକୁ ଜୋରଧାର ବିରୋଧ କରୁଛନ୍ତି ଯୁବଗୋଷ୍ଠୀ । କିଛି ସ୍ଥାନରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିବା ବେଳେ ଆଉ କେତେକ ସ୍ଥାନରେ ରେଳରୋକ କରିଛନ୍ତି । ବିହାର ସହ…

ମୈାସୁମୀ ଛୁଇଁଲା ଓଡ଼ିଶା

ଭୁବନେଶ୍ବର:  ମୈାସୁମୀ ଛୁଇଁଛି ଓଡ଼ିଶା । ଏବେ ଅନେକ ସ୍ଥାନରେ  ବର୍ଷା ହେଉଛି ।   ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁଛି । ଆଇଏମଡି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଓଡ଼ିଶାରେ ବର୍ଷା ବଢ଼ିବ । ଦକ୍ଷିଣ ପଶ୍ଚିମ ମୈାସୁମୀ ଦକ୍ଷିଣ ଓଡିଶାର କିଛି ଅଂଶରେ ପହଞ୍ଚିଛି ବୋଲି ଭାରତ ପାଣିପାଗ ବିଭାଗ…