Latest Odisha News

BREAKING NEWS

Yearly Archives

2022

EXCLUSIVE: ମୋଦୀଙ୍କ ନେତୃତ୍ୱାଧୀନ ଭାରତ ସରକାର ସହ ପଙ୍ଗା, ‘ଓଆଇସି’କୁ ପଡ଼ିବ ମହଙ୍ଗା !

ଭୁବନେଶ୍ୱର: ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଇସଲାମିକ ଦେଶ ଭାରତ ବିରୋଧରେ ମେଳି କରିଛନ୍ତି। ଆଉ ଭାରତ ସରକାର ନୁପୂରଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରୁଛନ୍ତି। ‘ଅର୍ଗାନାଇଜେସ୍‌ ଅଫ୍‌ ଇସ୍‌ଲାମିକ୍‌ କୋଅପରେସନ୍‌’ର (ଓଆଇସି)…

ଶୋଇଛି ବନ ବିଭାଗ, ଜଙ୍ଗଲ ପାଲଟିଛି ଶିକାରୀଙ୍କ ଚରାଭୂଇଁ !

ଭୁବନେଶ୍ୱର: ଗୁଳି ଖାଇବା ପରେ ଏବେ ସୁସ୍ଥ ହେଉଛି କଟକ ଆଠଗଡର ଏକ ଦନ୍ତା ହାତୀ । ନରସିଂହପୁର ବାନାଞ୍ଚଳ ଅଧୀନ ଜୟପୁର ଜଙ୍ଗଲରେ ୮ ରୁ ୧୦ ବର୍ଷର ଏକ ଦନ୍ତା ହାତୀ ଗୁଳି ଖାଇବା ପରେ ଜଙ୍ଗଲରେ ପ୍ରାୟ ୧୫ ଦିନ ବୁଲିଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ପରେ ଏବେ ନନ୍ଦନକାନନ ଏବଂ…

ଅନୁବାଦ କବିତା : କେତେ ଦାବି ଯଥାର୍ଥ

ମୂଳ ରଚନା : ଆନ୍ନା ଆଖମାତୋଭା  କେତେ ଅଧିକାର ଦାବି କରିପାରେ ଜଣେ ପ୍ରେମିକା କିଛି ବି ନୁହେଁ ଯଦି ସେ ମହିଳାଟି ପରିତ୍ୟକ୍ତା ମୁଁ ଖୁବ୍ ଖୁସି ଯେ ଆଜି ରଙ୍ଗ ହୀନ ବରଫ ତଳର ପାଣି କେତେ ନିଶ୍ଚଳ କେତେ ଗତିଶୂନ୍ୟ ଏବଂ ମୁଁ ସିଧା ଓ ଅଟଳ ହୋଇ ଦଣ୍ଡାୟମାନ ପ୍ରଭୁ ମତେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୫  " ଯାହା ବି ହେଉ ମୋର ସହାୟତା ନେଲ ତୁମେ ଦୁହେଁ। ସେଥିପାଇଁ ତୁମକୁ ଦେଲି ସୁନୟନାଙ୍କୁ। ଦେବୀ ନର୍ମଦା ସୁନୟନାଙ୍କୁ ନେଇ ଲାଳନ ପାଳନ କଲେ ଓ ମିଥିଳା ନରେଶ ମହାରାଜା ଜନକଙ୍କ ସହିତ ତାଙ୍କର ବିବାହ କରାଇଦେଲେ। ସୁଲୋଚନାଙ୍କୁ…

ଜୁନ ୧୫ରେ ସମସ୍ତ ଜିଲ୍ଲାରେ ବିଜେପି ପାଳିବ ମୋଦୀ ସରକାରର ଆଠ ବର୍ଷର ସଫଳତା

ଭୁବନେଶ୍ୱର: କେନ୍ଦ୍ରର ମୋଦୀ ସରକାରର ୮ ବର୍ଷ ପୂର୍ତ୍ତିକୁ ରାଜ୍ୟ ବିଜେପି ପାଳନ କରିବ । ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିବ ବିଜେପି। ରାଜ୍ୟ ବିଜେପିର ବରିଷ୍ଠ ନେତା ପ୍ରଦୀପ ପୂରୋହିତ ଏହି ସୂଚନା ଦେଇଛନ୍ତି। ପୂରୋହିତ କହିଛନ୍ତି, ରାଜ୍ୟର…

ଭାଷା ଭାଗବତ : ଶିଶୁଗଣ ହିଁ ଭାଷାରକ୍ଷୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୪୧ ଅତୀତ ବଂଦନା, ଭର୍ତ୍ସନା କରିଲେ ହୋଇ ଏକମନା ଭବିଷ୍ୟତର ରୂପରେଖ ଆସେନି କାହାର ସମ୍ମୁଖ ଭବିଷ୍ୟତର କଥା ଭାଳି ଯେ ରହେ ସଂସାର ସଂଭାଳି ସେ କରେ କାମ ନାନା ଭଳି କାମରେ ଲାଗିପାରେ ବୋଲି ଅତୀତ ଗଲାଣି ବାହୁଡ଼ି ତାହା ସହିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୯୮   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆତ୍ମ ନିବେଦନ କରି ଗଜ ନିଜ ହୃଦୟ ପଦ୍ମକୁ ତାଙ୍କ ପାଦପଦ୍ମରେ ସମର୍ପଣ କରିବା ପରେ ହିଁ ଈଶ୍ୱର କୃପା ପ୍ରାପ୍ତ ହୋଇଥିଲେ। ତେଣୁ ଆତ୍ମ ନିବେଦନରେ ଆମେ…

ଷ୍ଟାଡିୟମରେ ମ୍ୟାଚ ଦେଖିବେ ବୋଲି ରାତିରେ ଟିକେଟ କାଉଣ୍ଟର ଆଗରେ କ୍ରିକେଟ ପ୍ରେମୀଙ୍କ ଗହଳି

କଟକ: ଯେଉଁ କ୍ରିକେଟ୍ ପ୍ରେମୀମାନେ ବାରବାଟୀ ଷ୍ଟାଡିୟମରେ ହାଇଭୋଲଟେଜ ମ୍ୟାଚ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ସେମାନେ ଏବେ ଷ୍ଟାଡିୟମର ଟିକେଟ କାଉଣ୍ଟର ଆଗରେ ଭିଡ ଜମାଇବା ଆରମ୍ଭ କରି ଦେଇଛନ୍ତି। ଏତେ ଗହଳି ଭିତରେ ଟିକେଟ ମିଳିବ କି ନାହିଁ ସନ୍ଦେହ କରି ସକାଳେ ଟିକେଟ କାଉଣ୍ଟର ଖୋଲିବା…

ଖେଳାଳିଙ୍କ ଖାଇବା ମେନୁରେ ଛେନାପୋଡ, ଚାହିଁଲେ ଖାଇପାରିବେ ଓଡ଼ିଶାର ସ୍ୱତନ୍ତ୍ର କାକେରା, କାନିକା ଓ ରସଗୋଲା

ଭୁବନେଶ୍ୱର: ୧୨ ତାରିଖରେ କଟକ ବାରବାଟିରେ ଟି ଟ୍ୱେଣ୍ଟି ମ୍ୟାଚ୍। ଏଥିପାଇଁ ଖେଳାଳିଙ୍କ ପାଇଁ ଚାଲିଛି ଓଡ଼ିଶାରେ ଭବ୍ୟ ସ୍ୱାଗତ ପାଇଁ ସୁବିଧା।ଜାଣି ଆଶ୍ଚର୍ଯ୍ୟ ହେବେ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳି ଉଭୟ ଭାରତୀୟ ଓ ଦକ୍ଷିଣ ଆଫ୍ରିକା ଟିମ ପାଇଁ ଭବ୍ୟ ସ୍ୱାଗତ ପାଇଁ ହୋଟେଲରେ‌ ହୋଇଛି…

ଇଡିରେ ହାଜର ହେବା ପାଇଁ ତିନି ସପ୍ତାହ ସମୟ ମାଗିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନେଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଇଡି ନିକଟରେ ହାଜର ହେବା ପାଇଁ ଆହୁରି ତିନି ସପ୍ତାହ ସମୟ ମାଗିଛନ୍ତି । କୋଭିଡ ଆକ୍ରାନ୍ତ ଦର୍ଶାଇ ସେ ଅଧିକ ସମୟ ମାଗିଛନ୍ତି ବୋଲି ଏନଡିଟିଭି ଖବର ପ୍ରକାଶ କରିଛି । ନେଶନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ…