ବାଦାମ ଚାଷୀଙ୍କୁ ଲୁଟିଲେ ଦଲାଲ: ଚାଷୀ ଫସଲ ବିକିଲେ ମିଳିପାରୁନି ଟଙ୍କା
ମାଲକାନଗିରି: ବାଦାମ ଚାଷୀଙ୍କୁ ଠକିଦେଲେ ଦଲାଲ । ବାଦାମ କିଣିନେଲେ କିନ୍ତୁ ଟଙ୍କା ଦେଲେନି । ଗରିବ ଚାଷୀ ବାରମ୍ବାର କହିବା ପରେ ଟଙ୍କା ନପାଇବାରୁ ଏବେ କଣ କରିବେ ମୁଣ୍ଡରେ ହାତ ମାରି ବସିଛନ୍ତି । ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଲକ ଏମ ଭି 31 ଓ 32 ନମ୍ବର ଗ୍ରାମରୁ ଏଭଳି ଅଭିଯୋଗ…