Latest Odisha News

BREAKING NEWS

Yearly Archives

2022

ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ: ସୋସିଆଲ ମିଡ଼ିଆରେ ଉଭୟ ଦେଇପାରିବେନି କୌଣସି ମନ୍ତବ୍ୟ

ଭୁବନେଶ୍ୱର : ବର୍ଷା-ଅନୁଭବ ପାରିବାରିକ ବିବାଦକୁ ନେଇ ହାଇକୋର୍ଟଙ୍କ ତାଗିଦ । ସୋସିଆଲ ମିଡ଼ିଆରେ କୌଣସି ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ତାଗିଦ କରିଛନ୍ତି । ସୋସିଆଲ ମିଡ଼ିଆରେ ଉଭୟ ପରସ୍ପରକୁ ନେଇ କୌଣସି ମନ୍ତବ୍ୟ ଦେଇପାରିବେନି ।  ଏହାଛଡା ସୋସିଆଲ ମିଡ଼ିଆରେ ଭିଡ଼ିଓ ଜାରି ନ କରିବାକୁ…

[ଦେଖନ୍ତୁ ଭିଡିଓ] ମଦ୍ୟପ ଡ୍ରାଇଭର ଓଲଟାଇ ଦେଲା ଶ୍ରମିକ ବୋଝେଇ ଟ୍ରକ: ୨୦ ଆହତ ୫ ଗୁରୁତର

ଢେଙ୍କାନାଳ : ମଦ୍ୟପ ଡ୍ରାଇଭର ଓଲଟାଇ ଦେଲା ଶ୍ରମିକ ବୋଝେଇ ଟ୍ରକ ୨୦ ଆହତ ୫ ଜଣ ଗୁରୁତର  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ । ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଓ ଆହତ…

ଭାରତ ଡ୍ରୋନ ମହୋତ୍ସବ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ଶୁକ୍ରବାର ‘ଭାରତ ଡ୍ରୋନ ମହୋତ୍ସବ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଡ୍ରୋନ ପ୍ରଦର୍ଶନୀର ଲୁପ୍ତ ଉଠାଇବା ସହ ମେକ ଇନ ଇଣ୍ଡିଆର ପ୍ରଗତି ଦେଖି ଖୁସି ବ୍ୟକ୍ତ କରିଛନ୍ତି।  ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ…

ଷ୍ଟାଡିୟମରେ କୁକୁର ବୁଲାଇବା ପଡ଼ିଲା ମହଙ୍ଗା: ଟ୍ରାନ୍ସଫର ହେଲେ IAS ଦମ୍ପତି

ଦିଲ୍ଲୀ: ଷ୍ଟାଡିୟମରେ କୁକୁର ବୁଲାଇବା ଆଇଏସଏସଙ୍କ ମହଙ୍ଗା ପଡ଼ିଛି । ଦିଲ୍ଲୀର ତ୍ୟାଗରାଜ୍ ଷ୍ଟାଡିୟମରେ କୁକୁର ବୁଲାଉଥିବା ଆଇଏଏସ ପତି-ପତ୍ନୀଙ୍କୁ ଗୁରୁବାର ବଦଳି କରିଦିଆଯାଇଛି । ଆଇଏଏସ ସଞ୍ଜୀବ ଖିରବାରଙ୍କୁ ଲଦାଖ ବଦଳି କରଯାଇଥିବାବେଳେ ତାଙ୍କ ପତ୍ନୀ ରିଙ୍କୁ ଧୁଗ୍ଗାଙ୍କ ଅରୁଣାଞ୍ଚଳ…

ମଙ୍କିପକ୍ସ ନେଇ ୟୁପିରେ ଆଲର୍ଟ ଜାରି: ରୋଗୀ ଚିହ୍ନଟ ଦେଶ ଫେରନ୍ତା ଆଇସୋଲେସନ୍‌ରେ ରହିବେ

ଉତ୍ତରପ୍ରଦେଶ : ସାରା ବିଶ୍ବରୁ କରୋନା ଭାଇରସ୍ ଶେଷ ହୋଇନଥିବା ବେଳେ ମଙ୍କିପକ୍ସ ଏବେ ଚିନ୍ତା ବଢାଇଛି । ସାରା ବିଶ୍ବରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି । ଏହାର ବିପଦକୁ ଦେଖି ୟୁପି ସରକାର ଆଲର୍ଟ ଜାରି କରିଛନ୍ତି । ଫଳରେ ବିଦେଶକୁ ଫେରିଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିଷ୍ପତ୍ତି…

ଆସାମରେ ଜାରି ରହିଛି ବନ୍ୟା ସ୍ଥିତି, ଗଲାଣି ୩୦ ଜଣକ ଜୀବନ

ଆସାମ  : ଗତ କିଛି ଦିନ ଧରି ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି ଲାଗି ରହିଛି । ଲକ୍ଷ ଲକ୍ଷ ଲୋକ ବନ୍ୟାଯୋଗୁଁ ପ୍ରଭାବିତ ହୋଇଛନ୍ତି । ଗୁରୁବାର ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସରକାରୀ ଆକଳନ ଅନୂଯାୟୀ ୫.୬୧ ଲକ୍ଷ ଲୋକ ଏବେବି ବନ୍ୟା ପରିସ୍ଥିତି ର ସାମ୍ନା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା…

ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ଅତଙ୍କବାଦୀଙ୍କୁ ହତ୍ୟା କଲେ ସୁରକ୍ଷାକର୍ମୀ । ଟିଭି ଅଭିନେତ୍ରୀ ଅମରିନ୍ ଭଟ୍ଟଙ୍କୁ ମାରିଥିବା ଦୁଇ ଆତଙ୍କୀଙ୍କୁ ଖୋଜି ଖୋଜି ଏନକାଉଣ୍ଟର କରିଛି ପୋଲିସ । ସେମାନଙ୍କ ସହ ମୋଟ୍ ୪ ଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ ନିହତ…

ଅନୁଭବଙ୍କ ନୂଆ ଭିଡିଓ: କହିଲେ, ରାତିରେ ନିଦ ହେଉନି

କଟକ: ପୁଣି ଭିଡିଓ ଛାଡିଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଭିଡିଓରେ ଏଥର ଫ୍ୟାନଙ୍କ ଉଦ୍ଦେଶ୍ୟରେ କିଛି କଥା କହିଛନ୍ତି । ଅନୁଭବ ମହାନ୍ତିଙ୍କ ନାଁରେ ଥିବା ୟୁଟ୍ୟୁବ ଚ୍ୟାନେଲରେ ଆଜି ସକାଳୁ ଭିଡିଓ ଅପଲୋଡ ହୋଇଛି । ଏଥିରେ ନିଜ ପରିବାର ଓ ଫ୍ୟାନଙ୍କ ଉଦ୍ଦେଶ୍ୟରେ ମନର…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

କଟକ: ସେଲିବ୍ରିଟି କପଲ ବର୍ଷା-ଅନୁଭବ ଦାମ୍ପତ୍ୟ ଓ ପାରିବାରିକ ବିବାଦ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ୍ ମିଡିଆରେ ଅପମାନଜନକ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବା ପାଇଁ ସେ ଆବେଦନ କରିଛନ୍ତି ।…

ଆଜିଠୁ ବଢ଼ିବ ତାତି, ଅସହ୍ୟ ହେବ ଗୁଳୁଗୁଳି

ଭୁବନେଶ୍ୱର: ଆଜିଠୁ ତାତିବ ଓଡ଼ିଶା । ବଢ଼ିବ ଦିନର ତାପମାତ୍ରା । ଦୁଇ ଦିନ ଜାରି ରହିବ ଗ୍ରୀଷ୍ମ ଲହରି । ଅନେକ ସ୍ଥାନରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତାତି ବଢ଼ିବା ସହ ଉପକୂଳ ଓଡ଼ିଶାର କିଛି…