Latest Odisha News

BREAKING NEWS

Yearly Archives

2022

ଭାରତ କମେଇଲା ତେଲ ଦର, ପାକିସ୍ତାନ ବଢ଼େଇଲା ୩୦ ଟଙ୍କା

ଭୁବନେଶ୍ୱର: ଗୋଟିଏ ପଟେ ଭାରତ ପେଟ୍ରୋଲ ଓ ଡିଜେଲ ଦର କମେଇଥିବା ବେଳେ ପଡ଼ୋଶୀ ପାକିସ୍ତାନରେ ବଢ଼ିଛି ଆକାଶ ଛୁଅାଁ ଇନ୍ଧନ ଦର । ଗୁରୁବାର ପେଟ୍ରୋଲିୟମ ଉତ୍ପାଦରେ ଲିଟର ପିଛା ୩୦ ଟଙ୍କା ବଢ଼ାଇଛି ପାକିସ୍ତାନ । ଅର୍ଥ ମନ୍ତ୍ରୀ ମିଫତା ଇସମାଇଲ ଲିଟର ପିଛା ୩୦ ଟଙ୍କା ବଢ଼ିବା ସୂଚନା ଦେଇଥିଲେ ।…

ସୀମାକୁ ମିଳିଲା କୃତ୍ରିମ ଅଙ୍ଗ, ଏଥର ଚାଲି ଚାଲି କରି ଯିବ ସ୍କୁଲ

ଜମୁଇ:ଗୋଟିଏ ପାଦରେ ଡେଇଁ ଡେଇଁ ସ୍କୁଲ ଯାଉଥିବା ଜମୁଇର ସୀମା ଏଥର ଚାଲି ଚାଲି କରି ସ୍କୁଲ ଯାଇପାରିବ । ସୀମାର ଡେଇଁ ଡେଇଁ ଯିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛି । ଜିଲ୍ଲାପାଳ ଅବନୀଶ କୁମାର ସିଂ ନିଜେ ସୀମାଙ୍କ ଘରକୁ ଯାଇ ପାଦର…

ଏମ୍ସ ଭୁବନେଶ୍ୱରରେ କର୍କଟ ଏବଂ ରକ୍ତ କର୍କଟ ରୋଗୀଙ୍କ ପାଇଁ ସ୍ପେଶାଲ ଆଇସିୟୁ

ଭୁବନେଶ୍ୱର: କର୍କଟ ଏବଂ ରକ୍ତ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସାମଗ୍ରୀକ ଚିକିତ୍ସା ଓ ଯତ୍ନ ନେବା ଉଦ୍ଦେଶ୍ୟରେ ଏମ୍ସ ଭୁବନେଶ୍ୱରର ମେଡିକାଲ ଅଙ୍କୋଲୋଜି / ହେମାଟୋଲୋଜି ବିଭାଗ ପକ୍ଷରୁ ସ୍ପେଶାଲ ଆଇସିୟୁ ବ୍ୟବସ୍ଥା ଆରମ୍ଭ ହୋଇଛି। ୭ ଶଯ୍ୟା ବିଶିଷ୍ଟ ଆଇସିୟୁ ସେବାକୁ ଗୁରୁବାର ଏମ୍ସ…

ପୃଥ୍ୱୀରାଜ ଫିଲ୍ମର ନାମ ହେଲା ସମ୍ରାଟ ପୃଥ୍ୱୀରାଜ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ପୃଥ୍ୱୀରାଜ ଫିଲ୍ମର ନାମ ବଦଳାଯାଇଛି । ଏବେ ଏହା ସମ୍ରାଟ ପୃଥ୍ୱୀରାଜ ହୋଇଛି । କରଣୀ ସେନା ଏହି ଫିଲ୍ମର ନାମ ବଦଳାଇବା ପାଇଁ ଦାବୀ କରିଥିଲା । ଏପରିକି ପୃଥ୍ୱୀରାଜ ମେକର୍ସଙ୍କ ନିକଟକୁ କରଣୀସେନା କୋର୍ଟ ମାଧ୍ୟମରେ ନୋଟିସ ପଠାଇଥିଲା । ରାଜପୁତ ସମୂହ ଏହି…

ରାଜ୍ୟସ୍ତରୀୟ ସନ୍ତରଣ ଚାମ୍ପିୟନଶିପ ମେ ୨୮ରୁ: ଅଂଶଗ୍ରହଣ କରିବେ ୨୫୮ ପ୍ରତିଯୋଗୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲ କମ୍ପେ୍ଲକ୍ସରେ ମେ ୨୮ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଜୁନିୟର ଓ ସବଜୁନିୟର ସନ୍ତରଣ ଚାମ୍ପିୟନଶିପ । ୨୦ ଜିଲ୍ଲାର ୭୧ ବାଳିକାଙ୍କ ସମେତ ମୋଟ ୨୫୮ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ । ଓଡିଶା ଯୁବ ଓ କ୍ରୀଡା ବିଭାଗ ଓ…

[ଦେଖନ୍ତୁ ଭିଡିଓ] ବଢୁଛି ହସ୍ତତନ୍ତ ବସ୍ତ୍ରର ଚାହିଦା : ବୁଣାକାର ମାନଙ୍କ ପାଇଁ ପ୍ରଶାସନର ନିଆରା ପ୍ରୟାସ

ସୁବର୍ଣ୍ଣପୁର  :  ସୁବର୍ଣ୍ଣପୁରର ବାନ୍ଧ କଳା ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।  ଜିଲ୍ଲାରେ ପ୍ରାୟ ୫ ହଜାର ବୁଣାକାର ପରିବାର ଥିବାବେଳେ ଏଠାକାର ବାନ୍ଧକଳା ବେଶ୍ ଆଦୃତ ଲାଭ କରି ପାରିଛି । ତେବେ ଜିଲ୍ଲାର ବୁଣାକାର ମାନଙ୍କୁ ପ୍ରୋତ୍ସାହିତ କରିବା ସହ ଭଲ ରୋଜଗାର…

ଶ୍ୟୋକ ନଦୀକୁ ଖସି ପଡିଲା ଯବାନଙ୍କୁ ନେଇ ଯାଉଥିବା ବସ: ୭ ମୃତ, ୧୯ ଆହତ

ଲେହ: ଲଦାଖ ନିକଟବର୍ତୀ ତୁରତୁକ ସେକ୍ଟରରେ ଯବାନଙ୍କୁ ନେଇ ଯାଉଥିବା ଏକ ବସ ଶ୍ୟୋକ ନଦୀକୁ ଖସି ପଡିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କେତେଜଣଙ୍କ ଅବସ୍ଥା ଗୁରୁତର ରହିଛି । ଥୋଇସ ନିକଟରେ ଥିବା ପରତାପୁର ଟ୍ରାଜିଂଟ…

[ଦେଖନ୍ତୁ ଭିଡିଓ] ପୁରୀ ପରିକ୍ରମା ପ୍ରକଳ୍ପ : ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସୁବ୍ରମଣ୍ୟମ ସ୍ୱାମୀ

 ପୁରୀ : ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଥିବାବେଳେ ପୁରୀରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ବିଜେପିର ବରିଷ୍ଠ ନେତା ତଥା ବରି୍ଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ ସ୍ୱାମୀ । ସାଙ୍ଗରେ ଅଛନ୍ତି ପରିବାର ସଦସ୍ୟ । ଗୋବର୍ଦ୍ଧନ ପୀଠରେ ପହଞ୍ଚି ସେ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଇଛନ୍ତି…

ଏନସିବି ପକ୍ଷରୁ ଆର୍ଯ୍ୟନଙ୍କୁ କ୍ଲିନଚିଟ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କୁ କ୍ଲିନ ଚିଟ ମିଳିଛି । ଶୁକ୍ରବାର ଏନସିବି ପକ୍ଷରୁ ସ୍ପେଶାଲ କୋର୍ଟରେ ଜାରୀ କରାଯାଇଥିବା ଚାର୍ଜଶିଟରେ ଆର୍ଯ୍ୟନଙ୍କ ନାମ ନାହିଁ । କ୍ରୁଜରେ ଆର୍ଯ୍ୟନଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ନିଶା…

ଓମ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଆୟଠାରୁ ଅଧିକ ସମ୍ପତି ଠୁଳ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା । ସିବିଆଇର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଏହା ବ୍ୟତୀତ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ…