Latest Odisha News

BREAKING NEWS

Yearly Archives

2022

ମଝି ଚିଲିକାରେ ଫସିଲା ଡଙ୍ଗା, ଅଟକିଛନ୍ତି ୪୦ ଯାତ୍ରୀ

ପୁରୀ: ମଝି ଚିଲିକାରେ ଫସିଲା ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁ ସମୁଦ୍ର ଭିତରେ ଏକ ଦେଶୀ ଡଙ୍ଗା ଅଟକି ରହିଛନ୍ତି । ସେଥିରେ ଅଛନ୍ତି ୪୦ ଜଣ ଯାତ୍ରୀ । ସେଥିରେ ୯ଟି ବାଇକ୍ ବି ରହିଛି । ଡଙ୍ଗାକୁ କିଭଳି କୂଳକୁ ଅଣାଯିବ ସେନେଇ ଅହରହ ଉଦ୍ୟମ ଜାରି ରଖିଛନ୍ତି ନାଉରୀ । ଆଜି ସକାଳେ ଏକ ଦେଶୀ…

ବୌଦ୍ଧ ହାତୀ ମୃତ୍ୟୁ ଘଟଣା: ୩ ବନ କର୍ମଚାରୀ ସସପେଣ୍ଡ

ବୌଦ୍ଧ: ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବୌଦ୍ଧ ଜିଲ୍ଲା ବଘିଆପଡ଼ା ରେଞ୍ଜରେ ଦୁଇ ହାତୀ ମୃତ୍ୟୁ ଘଟଣାରେ ୩ ଜଣ ବନ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ବାଘିଆପଡ଼ା ସେକ୍ସନ ଫରେଷ୍ଟର ସୁଶୀଳ ହୋତା, ଜାମଖୋଲ ବିଟ୍ ଫରେଷ୍ଟ ଗାର୍ଡ ଜ୍ୟୋତିରଞ୍ଜନ ବାରିକ ଓ ଫରେଷ୍ଟ ଗାର୍ଡ…

ମୋଷ୍ଟଓ୍ୱାଣ୍ଟେଡ୍ ମାଓବାଦୀ ସନ୍ଦୀପ ଯାଦବର ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ସନ୍ଦୀପ ଯାଦବଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ବିହାର ଗୟାର ବଙ୍ଗାବଜାର ଗାଁରେ ତାର ମୃତ୍ୟୁ ହୋଇଛି । ସନ୍ଦୀପଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା କେମିତି ଓ କେଉଁ…

ଗଳ୍ପ : ପରିବର୍ତ୍ତନ

ଦେବଜ୍ୟୋତି ଅବିନାଶ ଅଫିସ ବାହାର ଚା ଦୋକାନରୁ ସିଗାରେଟ ପ୍ୟାକେଟଟିଏ କିଣି ଆଣି ବସ ଷ୍ଟପରେ ଠିଆ ହେଲା ରାଜୀବ। ବସ ଷ୍ଟପର ସେଲ୍ଟର୍ ତଳେ ଛିଡା ହୋଇଥାନ୍ତି। ତା'ରି ଭଳି ଅଫିସ ଫେରନ୍ତା କେତେ ଯେ ଲୋକ। ଆହୁରି ବି ଅନେକ କିସମର ଲୋକ ସବୁ ଠିଆ ହୋଇଥାନ୍ତି ବସର ଅପେକ୍ଷାରେ। ଅଫିସର କାମ ଆଉ…

ଭାଷା ଭାଗବତ : ଚଳିତ କାଳର ଉତ୍କଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୮ ବିଶ୍ବାଂଶ ଅଟେ ଏ ଉତ୍କଳ ଅତୀତ ଥିଲା ସମୁଜ୍ଜ୍ବଳ ଏବେ ତ କ୍ଷୀଣ ଓ ଦୁର୍ବଳ ଅକାମୀ ପ୍ରତିଭା, ସଂବଳ ପ୍ରକୃତିଦତ୍ତ ଯେତେ ଦାନ ହେଉଛି ପ୍ରତ୍ୟହ ଲୁଂଠନ ଏହାର ସ୍ଥାୟୀ ପ୍ରତିକାର ନିମଂତେ ସାଧ୍ୟ ନାହିଁ କା'ର ଲୋକଂକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

 ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୫ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ଗାନ ଅବସରରେ ଆମେ ପିଣ୍ଡ -ବ୍ରହ୍ମlଣ୍ଡ ତତ୍ତ୍ୱକୁ ଭିତ୍ତି କରି "ଗଜ ନିସ୍ତାରଣ "ବିଷୟ ଆଲୋଚନା କରିବା ଜାରି ରଖିଛେ। ପ୍ରଥମ ପର୍ଯାୟରେ ଗଜ ଓ କୁମ୍ଭୀରଙ୍କ ପରିଚୟ ପାଇଛେ ଏବେ "ବୈଶାଖ…

ହାସ୍ୟ ଅଭିନେତା ଜୋଜୋଙ୍କୁ ଅପହରଣ ପରେ ହତ୍ୟା ଧମକ ଅଭିଯୋଗ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ହାସ୍ୟ ଅଭିନେତା ଜୋଜୋ ଓରଫ୍ ଯୋଗେଶଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା ଧମକ । ପତ୍ନୀଙ୍କ ସହ ମନାନ୍ତର ହେବାରୁ ସେ ତାଙ୍କର ଏକ ଷ୍ଟୁଡିଓରେ ଆସି ରହୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗନ ପଏଣ୍ଟରେ ଅପହରଣ କରିଥିଲେ। ଏହାପରେ…

ଆଇଓସିଏଲ ଅଫିସ ସାମ୍ନାରେ ପାଇପ୍ ଫାଟିଯିବାରୁ ୨୪ ହଜାର ଲିଟର ଅଶୋଧିତ ତେଲ ନଷ୍ଟ !

ପାରାଦୀପ (କର୍ମଜିତ୍ ଜେନା) : ପାରାଦୀପ- ଆଇଓସିଏଲର ପାରାଦ୍ଵୀପ-ହଳଦିଆ ପାଇପ୍ ଲାଇନ୍ ଫାଟି ଯିବାରୁ କଞ୍ଚା ତେଲ ନଷ୍ଟ ହୋଇଯାଇଛି। ଆଇଓସିଏଲର ଟାଉନସିପ ସମ୍ମୁଖରେ ଘଟିଛି ଏଭଳି ଘଟଣା। ଗୁରୁବାର ପାରାଦୀପ ଆଇଓସିଏଲରୁ କଲିକତାର ବାରମାଣିଆ ହଳଦିକୁ ଯାଉଥିଲା ଏହି ତେଲ । ଏଥିପାଇଁ ୬୪ ଇଞ୍ଚ…

କଳିଙ୍ଗା ଘାଟି ଦୁର୍ଘଟଣା;୧୨ ଆହତଙ୍କୁ ଘରକୁ ପଠାଇଲା ଗଞ୍ଜାମ ପ୍ରଶାସନ

ବ୍ରହ୍ମପୁର: କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚାଲିଥିଲା । ଗୁରୁବାର ପଶ୍ଚିମବଙ୍ଗ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ଟିମ୍‌ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆସି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହି ଟିମ୍‌ରେ ଥିଲେ…

ସରକାରୀ ପଇସାରେ ଶାସକ ଦଳ ଉପ ନିର୍ବାଚନ ଲଢୁଛି: ପୂର୍ବତନ ମନ୍ତ୍ରୀ

ବ୍ରଜରାଜନଗର: ଝାରସୁଗୁଡା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଏହି ସମୟରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟତଃ ପ୍ରଚାର ବେଳେ ଶାସକ ଦଳ ସରକାରୀ ପଇସାରେ…