Latest Odisha News

BREAKING NEWS

Yearly Archives

2022

ବାତ୍ୟା ଅସାନି ପାଇଁ ଆଜି ମାଲକାନଗିରିରେ ସବୁ ସ୍କୁଲ ଛୁଟି

ମାଲକାନଗିରି: ବାତ୍ୟା ଅସାନି ଓଡ଼ିଶା ଆସିବ ନାହିଁ । ଆନ୍ଧ୍ର ଛୁଇଁ ପୁଣି ଥରେ ସମୁଦ୍ର ଭିତରକୁ ଚାଲିଯିବ । ଏହାର ପ୍ରଭାବ କିନ୍ତୁ ଓଡ଼ିଶାରେ ଦେଖିବାକୁ ମିଳିପାରେ । ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ଆଜି ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଆଜି ସମସ୍ତ…

ଅସାନି ପ୍ରଭାବରେ ଓଡ଼ିଶାରେ ବର୍ଷା, ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ମୁହାଁ ହେଉଛି ବାତ୍ୟା ଅସାନି । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଆଜି ଉପକୂଳ ଓଡ଼ିଶା କିଛି ଜିଲ୍ଲାରେ ବର୍ଷା ହେଉଛି । ଆଜି ପାଇଁ ୮ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲା ହେଲା କୋରାପୁଟ, ରାୟଗଡ଼ା,…

ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’, ଆନ୍ଧ୍ର ଆଡ଼େ ମୁହାଁଇଛି

ଭୁବନେଶ୍ୱର: ଦୁର୍ବଳ ପଡୁଛି ବାତ୍ୟା ଅସାନି । ଭୀଷଣ ବାତ୍ୟାରୁ ଏକ ବାତ୍ୟାରେ ପରିଣତ ହୋଇଛି । ଏବେ ଆନ୍ଧ୍ର ଆଡ଼େ ମୁହାଁଉଛି ଅସାନି । ବର୍ତ୍ତମାନ ବାତ୍ୟା ମଛଲିପଟ୍ଟନମରୁ ୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ, କାକିନାଡ଼ାରୁ ୧୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ, ଗୋପାଳପୁରଠାରୁ…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ସପ୍ତମ ଭାଗ’ ଓଡ଼ିଆ କବିତାରେ ଓଡ଼ିଆତ୍ୱ ନିହିତ ଅଛି। କବିତା ସହ ଆଧ୍ୟାତ୍ମିକତାକୁ ଯୋଡ଼ିବାରେ ରାହସ୍ୟବାଦ ସହ ବାସ୍ତବତାର ସମ୍ମିଶ୍ରଣରେ ଓ ଧାରାର ନେତୃତ୍ୱ ନେଇଥିଲେ ଭୀମ ଭୋଇ। ବିନା ଆଧ୍ୟାତ୍ମିକତାରେ କବିତ୍ୱ ଭଳି ଏକ ବିଶେଷ ଧରଣର…

ଭାଷା ଭାଗବତ : ପୁରୁଣା ଖସେ, ନୂଆ ଆସେ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୨  ଯାହା ଅଧିକ ଶ୍ରମସାଧ୍ୟ ତାହା କରିବା ପାଇଁ ବାଧ୍ୟ ହୋଇଲେ ପରିଶ୍ରମୀ ଜନ କରେ ନୂତନ ଉଦ୍‌ଭାବନ ପୁରୁଣା ଖସେ, ନୂଆ ଆସେ ଲୋକଂକ ସୁବିଧା ସକାଶେ ଏ ଧାରା ହେଲେ ପ୍ରସାରିତ କରଇ ସର୍ବଜନହିତ ଭାଷାରେ ସୁଦ୍ଧା ଏହି ନୀତି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ କ୍ଷେତ୍ର ମହାତ୍ମ୍ୟ ବର୍ଣ୍ଣନା କରିବା ସମୟରେ, ଇତିହାସର ଜଣେ ଅନନ୍ୟ ଭକ୍ତ ସାରିଆ ଭିକଙ୍କ କାଳଜୟୀ ରଚନା "ଥକା ମନ ଚାଲ ଯିବା, ଚକା ନୟନ ଦେଖିବା "କୁ…

ରାଧାରାଣୀ ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ମ୍ୟାନେଜ ହୋଇଗଲେ ମଙ୍ଗଳ ସାହୁ

ଝାରସୁଗୁଡା: ଆଜି ବିଜେପିର ବ୍ରଜରାଜନଗର ବିଧାୟକ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି । ଏହି ସମୟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଉପସ୍ଥିତ ରହିବେ ବୋଲି ସୂଚନା ରହିଛି । ହେଲେ ଏହା ପୂର୍ବରୁ ନିକଟରେ ଜିଲ୍ଲା ବିଜେପି ସଭାପତି…

ନିଜ ଉପରେ ଲାଗିଥିବା ଆତଙ୍କବାଦ ଅଭିଯୋଗକୁ ସ୍ୱୀକାର କଲା ୟାସିନ ମଲ୍ଲିକ

ନୂଆଦିଲ୍ଲୀ: ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ମଙ୍ଗଳବାର ଦିନ ଦିଲ୍ଲୀର ଏକ ଅଦାଲତରେ କଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହିତ ଜଡିତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି। ୟାସିନ ବିରୋଧରେ ଆତଙ୍କବାଦୀ କାର୍ୟ୍ୟକଳାପ ପାଇଁ ୟୁଏପିଏର ଧାରା 16 ଅନୁଯାୟୀ ମାମଲା ରୁଜୁ…

ଦେଶର ୪୦ଟି ସ୍ଥାନରେ ଏକକାଳୀନ ସିବିଆଇ ରେଡ୍, ଟାର୍ଗେଟରେ ଗୃହ ମନ୍ତ୍ରାଳୟର ଅଧିକାରୀ

ନୂଆଦିଲ୍ଲୀ: ବିଦେଶୀ ଚାନ୍ଦା ପାଇବାରେ ଆବଶ୍ୟକ ନିୟମ ଅନୁପାଳନ ହୋଇନଥିବା ଅଭିଯୋଗରେ ସିବିଆଇ ରେଡ୍ । ଦେଶର ୪୦ଟି ସ୍ଥାନରେ ସିବିଆଇ ଏହି ରେଡ୍ କରିଛି । ମଙ୍ଗଳବାର ଏହି ସୂଚନା ମିଳିଛି । ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ଆଇନ (ଏଫସିଆରଏ)ର ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ, ଚେନ୍ନାଇ,…

ଶ୍ରୀଲଙ୍କାରେ ହିଂସା ଉସକାଉଥିବା ବ୍ୟକ୍ତିକୁ ଗୁଳି କରିବାକୁ ନିର୍ଦ୍ଦେଶ

କଲମ୍ବୋ: ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରାଳୟ ମଙ୍ଗଳବାର କହିଛି ଯେ ଏକ ଅପ୍ରତ୍ୟାଶିତ ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଦେଶର ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ତେବେ ଏହି ସମୟରେ ଅନେକ ହିଂସା ପରାୟଣ ହୋଇ ଉଠିଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତା ଘାଟ ବନ୍ଦ କରିବା ସହିତ ପୋଡା ଜଳା…