Latest Odisha News

BREAKING NEWS

Yearly Archives

2022

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ‘ସେନସୋରୀ’ ପାର୍କ

ଭୁବନେଶ୍ୱର: ଦିବ୍ୟାଙ୍ଗଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ସ୍ୱତନ୍ତ୍ର ପାର୍କ । ସେମାନଙ୍କ ଚିତ୍ତ ବିନୋଦନ ପାଇଁ ଏକ ସୁରକ୍ଷିତ ପରିବେଶର ଆବଶ୍ୟକତାକୁ ବୁଝି ବିଏସସିଏଲ ଚେଷ୍ଟାରେ ତିଆରି ହୋଇଛି ଏହି ପାର୍କ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ…

ପୁରୀ ଐତିହ୍ୟ ପ୍ରକଳ୍ପ: ଏଏସଆଇ ରିପୋର୍ଟ ପରେ ବ୍ୟାକଫୁଟରେ ବିଜେଡି, କେନ୍ଦ୍ରମନ୍ତ୍ରୀ ନିରବ

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ଏଏସଆଇ ସତ୍ୟପାଠ ଦାଖଲ କରିଛି । ଏସଆଇର ରିପୋର୍ଟ ରାଜ୍ୟ ସରକାରକୁ ଘାଇଲା କରିଛି । କିନ୍ତୁ ରାଜ୍ୟ ସରକାର ବେଶ ବେଶ ଆଶ୍ୱସ୍ତ । କାରଣ ବିରୋଧୀ ବିଜେପିର ଦୁଇ ଜଣ ନେତା କେବଳ ବିରୋଧ କରୁଛନ୍ତି । ବାକି ସମସ୍ତେ ନିରବ ରହିଛନ୍ତି । ଯେଉଁମାନଙ୍କ…

୯ ମଦ୍ୟପ ପାଇଲଟଙ୍କୁ ନିଲମ୍ବିତ କଲା ଡିଜିସିଏ

ଭୁବନେଶ୍ୱର: ଚଳିତ ବର୍ଷ ଆରମ୍ଭରୁ ଏପ୍ରିଲ ମାସ ଶେଷ ସୁଦ୍ଧା ୯ ଜଣ ପାଇଲଟ୍ କାର୍ଯ୍ୟସ୍ଥଳରେ ମଦ ପିଇ ସସପେଣ୍ଡ ହୋଇଛନ୍ତି । ଏହି ପାଇଲଟ୍ ମାନେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଫ୍ଲାଇଟ୍ ଉଡେଇବାକୁ ଗଲାବେଳେ ଧରାପଡ଼ିଛନ୍ତି । ସୌଭାଗ୍ୟବଶତଃ ଏମାନେ ବିମାନ ଚଢ଼ିବା ଆଗରୁ ଆଲକୋହଲ ଟେଷ୍ଟ ହୋଇଛନ୍ତି…

ଡିସେମ୍ବର ୨୩ରେ ରିଲିଜ ହେବ ରଣବୀରଙ୍କ ସର୍କସ

ମୁମ୍ବାଇ: ରୋହିତ ଶେଟ୍ଟୀ ନିର୍ଦ୍ଦେଶିତ କମେଡି ଡ୍ରାମା ସର୍କସ ଫିଲ୍ମର ରିଲିଜ ତାରିଖ ଆଜି ଘୋଷଣା କରାଯାଇଛି । ରଣବୀର ସିଂ ଏହି ଫିଲ୍ମରେ ଡବଲ ରୋଲ କରୁଛନ୍ତି । ଫିଲ୍ମର ଶୁଟିଂ ଶେଷ ହୋଇଯାଇଛି ଏବଂ ଏହାକୁ ୨୩ ଡିସେମ୍ବରରେ ରିଲିଜ କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି ।…

ତରବରରେ ସାନିଟାଇଜର ପିଇଦେଲେ ଆଥଲେଟ୍

ଭୁବନେଶ୍ୱର: ଜାପାନରେ ୟାମାନାଶି ହାଇସ୍କୁଲ୍ ର ତିନି ଜଣ ଆଥଲେଟ୍ ତରବରରେ ପାଣି ବଦଳରେ ସାନିଟାଇଜର ପିଇ ହସ୍ପିଟାଲରେ ପଡ଼ିଛନ୍ତି । ଏକ ୫ କିଲୋମିଟର ୱାକ୍ ରେସ୍ ବେଳେ ଭୁଲ୍ ରେ ସାନିଟାଇଜର ମିଶା ଡ୍ରିଙ୍କ୍ସ ପିଇଦେଇଥିଲେ । ଏହା ପରେ ତିନି ଜଣ ଯାକ ଆଥଲେଟ୍ ଅସୁସ୍ଥ ହୋଇଯାଇଛନ୍ତି । ଏହି…

୪ ବର୍ଷର ଶିଶୁପୁତ୍ର ରୁଦ୍ରାକ୍ଷ ମଲ୍ଲିକକୁ ନୃଶଂସ ହତ୍ୟା

ଢେଙ୍କାନାଳ: ୪ବର୍ଷର ଶିଶୁକୁ ନୃଶଂସ ଭାବେ ହତ୍ୟା କରାଯାଇଛି। ଢେଙ୍କାନାଳ ତୁମୁସିଙ୍ଗା ସୋଗର ଗାଁ ଝଗଡ଼ପଦାରେ ଏହି ଶିଶୁଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୪ ବର୍ଷର ଶିଶୁପୁତ୍ର ରୁଦ୍ରାକ୍ଷ ମଲ୍ଲିକ । ଅପରାହ୍ନରେ ଗାଁରେ ପିଲାମାନଙ୍କ ସହିତ ଖେଳୁଥିବା ବେଳେ ହଠାତ କେଉଁ ଆଡେ ଗାଏବ…

ବାତ୍ୟା ଅସାନୀକୁ ନେଇ ବଢୁଛି ଭୟ: କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ସମୀକ୍ଷା

ଦିଲ୍ଲୀ: ଆସନ୍ତା ବାତ୍ୟା ଅସାନୀକୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଉନ୍ନୟନ କମିଶନର ଯୋଗ ଦେଇଥିଲେ । ବାତ୍ୟା ପରିସ୍ଥିତି ଏବଂ ପ୍ରସ୍ତୁତିକୁ ନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହାରି ମଧ୍ୟରେ…

୮୭ ବର୍ଷ ବୟସରେ ୧୦ମ, ଦ୍ୱାଦଶ ପାସ କଲେ ଓମ ପ୍ରକାଶ ଚୌତାଲା

ନୂଆଦିଲ୍ଲୀ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ୮୭ ବର୍ଷ ବୟସରେ ଉଭୟ ୧୦ମ ଓ ଦ୍ୱାଦଶ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ହରିୟାଣା ବୋର୍ଡ ପକ୍ଷରୁ ବିଧିବଦ୍ଧ ଭାବେ ମାର୍କଶିଟ ପ୍ରଦାନ କରାଯାଇଛି । ମହାରାଣା ପ୍ରତାପଙ୍କ ୪୨୮ତମ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମରେ ଚୌତାଲ…

[ଦେଖନ୍ତୁ ଭିଡିଓ] ଅସାନୀ ବାତ୍ୟା ଯୋଗୁ ପ୍ରବଳ ବର୍ଷା: ବଢୁଛି ଚାଷୀର ଚିନ୍ତା

କେନ୍ଦ୍ରାପଡ଼ା : ଦୁର୍ବଳ ହେଉଛି ଅସାନୀ । ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ । ଏନେଇ ଚିନ୍ତାରେ ପଡିଛନ୍ତି କେନ୍ଦ୍ରାପଡ଼ା ଚାଷୀ କୁଳ । ଧାନ ଚାଷ ବେଳେ ଯେତେବେଳେ ଚାଷୀ କୁଳ ଧାନ ଅମଳ କରିବା କଥା ସେତେବେଳେ ପ୍ରବଳ ବର୍ଷା ଯୋଗୁଁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ରହିଥିଲା । …

ଆର ପାରିରେ ମହାନ ସନ୍ତୁର ବାଦକ ପଣ୍ଡିତ ଶିବକୁମାର

ମୁମ୍ବାଇ: ଭାରତର ମହାନ ସନ୍ତୁର ବାଦକ ତଥା ସଙ୍ଗୀତକାର ପଣ୍ଡିତ ଶିବକୁମାର ଶର୍ମାଙ୍କ ଆଜି ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । କିଡନୀ ସମସ୍ୟା ଯୋଗୁ ସେ ୬ ମାସ ଅସୁସ୍ଥ ଥିଲେ ହଠାତ ହୃଦଘାତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ମଧ୍ୟ ବଂଚାଇବା ସମ୍ଭବପର ହୋଇ ନ ଥିଲା ।…