Latest Odisha News

BREAKING NEWS

Yearly Archives

2022

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୭ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଯେପରି ସମସ୍ତ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ (ରାଜା )।ସେହିପରି ପୁରୁଷୋତ୍ତମ କ୍ଷେତ୍ର ମଧ୍ୟ ସର୍ବ କ୍ଷେତ୍ର ମଧ୍ୟରେ ରାଜା। ଏଣୁ କପିଳ ସଂହିତା ରେ କୁହାଗଲା…

ଭାଷା ଭାଗବତ : ଭାଷା ଅବସାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୧୦ ଆମେ ତ ଖଂଡ ଖଂଡ ହୁଏ ମୁଁ ମୁଁ ମୁଁ ମୁଁ ହିଁ ବୋଲାଏ ବ୍ୟକ୍ତିକୁ ସ୍ତୁତି କରି ମୋହେ ସମୂହ ଚୁପ୍‌ ହୋଇ ରହେ ଆମ୍ଭର, ଆମର ଓ ଆମ ତୁମ୍ଭର, ତୁମର ଓ ତୁମ ଏହି ଧାରାରେ ଭାଷା କ୍ଷୟ ଦେଖିଲେ ମନେ ପଶେ ଭୟ ' ତୁମେ ' ହେଲାଣି…

ପ୍ରାର୍ଥୀ ଘୋଷଣା ପରେ ଝାରସୁଗୁଡା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ମଙ୍ଗଳ ସାହୁ

ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ରାଧାରାଣୀ ପଣ୍ଡା ବିଧାୟିକା ପ୍ରାର୍ଥୀ ବୋଲି ବିଜେପି ଘୋଷଣା କରିଛି । କେନ୍ଦ୍ର ବିଜେପି ଏହି ଘୋଷଣା କରିବାର ୨୪ ଘଣ୍ଟା ଭିତରେ ଜିଲ୍ଲା ବିଜେପି ସଭାପତି ପଦରୁ ମଙ୍ଗଳ ସାହୁ ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା…

ରୁଷଠୁ ତେଲ ନକିଣି ୟୁରୋପୀୟ ଦେଶର ଗାଡ଼ି ଆଗକୁ ଗଡ଼ି ପାରିବ ?

ନୂଆଦିଲ୍ଲୀ: ଗତ ସପ୍ତାହରେ ୟୁରୋପୀୟ ସଂଘ ନିଷ୍ପତ୍ତି ନେଇଛି ଆଗାମୀ ୬ ମାସ ମଧ୍ୟରେ ରୁଷର ତେଲ ଉପରେ ଆଉ ନିର୍ଭର କରିବ ନାହିଁ । ୟୁରୋପୀୟ ସଂଘର କାର୍ଯ୍ୟନିର୍ବାହୀ କମିସନ ଏ ନେଇ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏପରି କରି ୟୁରୋପ ରୁଷକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବାକୁ ଚାହୁଁଛି।…

ଅସାନି ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା 'ଅସାନି' ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ନାହିଁ। କିନ୍ତୁ ଏହାର ପ୍ରଭାବରେ ମେ ୧୦ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, ବାତ୍ୟାର…

ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବ୍ୟବହାର ହେଉଥିଲା ଝାରସୁଗୁଡ଼ା ଏୟାରପୋର୍ଟ

ଭୁବନେଶ୍ୱର: ଝାରସୁଗୁଡ଼ା ଏୟାରପୋର୍ଟ ଥିଲା ଯୁଦ୍ଧ ବିମାନ ଘାଟି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ଏୟାରଫିଲ୍ଡ ଯୁଦ୍ଧ ବିମାନ ଉଡ଼ାଣ ପାଇଁ ବ୍ୟବହାର ହେଉଥିଲା । ଯୁଦ୍ଧ ପାଇଁ ଏଠୁ ଶୁଭୁଥିଲା ରଣ ହୁଙ୍କାର । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଝାରସୁଗୁଡ଼ା…

ଓଡ଼ିଶା ପାଇଁ ବିପଦ ନଥିବା କୁହାଯାଉଥିବା ବାତ୍ୟା ‘ଅସାନି’ର ମୂଳ ଅର୍ଥ କ’ଣ ?

ଊୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ 'ଅସାନି' ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳକୁ ଛୁଇଁଛି। ଏବେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି । ବାତ୍ୟା 'ଅସାନି' ଓଡ଼ିଶାରେ ସ୍ଥଳଭାଗ ଛୁଇଁବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ଯାହା ରାଜ୍ୟ…

ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ପଦ୍ମଶ୍ରୀ ଡ଼. ରଜତ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ତଥା ବାଗ୍ମୀ ରଜତ କରଙ୍କର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ…

ଇଂଲଣ୍ଡରେ ସଂକ୍ରାମକ ରୋଗ ‘ମଙ୍କିପକ୍ସ’ ଚିହ୍ନଟ, ବିଶେଷଜ୍ଞ ଚେତେଇଲେ ଲକ୍ଷଣ

ଭୁବନେଶ୍ୱର: କରୋନା ସଂକ୍ରମଣରେ ସମଗ୍ର ବିଶ୍ୱ ଇଷତ୍ ରୁଗ୍ଣ ହୋଇଯାଇଥିବା ବେଳେ ଇଂଲଣ୍ଡରେ ଚିହ୍ନଟ ହୋଇଛି ଆଉ ଏକ ସଂକ୍ରାମକ ରୋଗ ‘ମଙ୍କିପକ୍ସ’ । ଏହା ମଧ୍ୟ ସଂକ୍ରମିତ ରୋଗୀ ସଂସ୍ପର୍ଶରେ ଆସିଲେ ବ୍ୟାପିବାର ଆଶଙ୍କା ରହିଛି । ଆଫ୍ରିକୀୟ ଦେଶରୁ ଏହି ରୋଗ ଆସିଥିବା ଖବର ‘ୟୁକେଏଚଏସଏ’…

ହସରଙ୍ଗାଙ୍କୁ ୫ ୱିକେଟ: ହାଇଦ୍ରାବାଦକୁ ୬୭ ରନରେ ପରାସ୍ତ କଲା ବାଙ୍ଗାଲୋର

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ ୱାନିନ୍ଦୁ ହସରଙ୍ଗାଙ୍କ ଚମତ୍କାର ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬୭ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୩ ୱିକେଟ…