Latest Odisha News

BREAKING NEWS

Yearly Archives

2022

ସଟର ଟେକୁ ଟେକୁ ଶପିଂ ମଲରେ ରେଡ୍, ଚାଲିଛି ଛାନଭିନ୍

ଭୁବନେଶ୍ୱର: ରବିବାର ଛୁଟି ଦିନ । ମଉକା ଦେଖି ବେପାର ପାଇଁ ତୟାର ଥିଲେ ମଲ୍ କର୍ତ୍ତୃପକ୍ଷ । ଏ ନେଇ ସଅଳ ସପିଂ ମଲର ସଟର ଟେକି ବେପାର କରିବାକୁ ସଜ ହୋଇ ସାରିଥିଲେ । ହେଲେ ଗ୍ରାହକ ବଦଳରେ ତଦନ୍ତକାରୀ ଟିମର ସାମ୍ନା କରିବାକୁ ପଡିଛି ରସୁଲଗଡ ସ୍ଥିତ ଏସପ୍ଲାନେଡ ମଲ୍ କର୍ତ୍ତୃପକ୍ଷଙ୍କୁ । …

ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହେଲେ ରାଧାରାଣୀ ପଣ୍ଡା

ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନର ପୂର୍ବ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡାଙ୍କୁ ବିଜେପି ଟିକେଟ୍ ଦେଇଛି। ଆଜି ବିଜେପିର କେନ୍ଦ୍ରୀୟ କେନ୍ଦ୍ରୀୟ ଅଫିସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ମେ ୩୧ରେ ଅହି…

ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା ‘ଆସାନୀ’

ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ଆସାନୀ’ ପାଲଟିଯାଇଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି…

ବାଲୁକା କଳା ମାଧ୍ୟମରେ ମା’ଙ୍କୁ ସମ୍ମାନ ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ

ପୁରୀ : ଆଜି ମାତୃ ଦିବସ । ଏହି ଅବସରରେ ସମସ୍ତ ମା’ ମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀର ଲାଇଟ ହାଉସ ବେଳାଭୂମିରେ ଅତି ନିଖୁଣ ଭାବେ ଏହି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ।ଏହି ବାଲୁକା ମୂର୍ତ୍ତି…

ମେଜର ରମା ରମଣ ରମଣ ପାଢ଼ୀଙ୍କ ଦୁଇଟି ଅନୂଦିତ ନାଟକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଦ୍ୱାରା ପ୍ରକାଶିତ ମେଜର ରାମ ରମଣ ପାଢ଼ୀଙ୍କ ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୂଦିତ ନାଟକ 'ପାଲଟା ବାଗ' ଓ 'ଦ ମେଟାମୋରଫୋସଡ ଟାଇଗର' ରାଜ ଭବନ ପରିସରରରେ, ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି ।…

ସାହିତ୍ୟ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ : ଜ୍ୟୋତି ରଞ୍ଜନ ମିଶ୍ର

ସାହିତ୍ୟ ଭିତରେ ଜୀବନ ଏବଂ ଜୀବନ ଭିତରେ ଆଧ୍ୟତ୍ମିକତା ଖୋଜୁଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଲେଖକ ଜ୍ୟୋତି ରଞ୍ଜନ ମିଶ୍ର। ତଥାକଥିତ ପ୍ରଚାର ପ୍ରସାରଠାରୁ ଯଥା ସମ୍ଭବ ଦୂରରେ ରହି ସେ ବିକଶିତ କରି ଚାଲିଛନ୍ତି ତାଙ୍କର ସର୍ଜନାର କ୍ଷେତ୍ର । ଓଡ଼ିଆ ସାହିତ୍ୟର ଆଦ୍ୟପ୍ରାଣ ପୁରାଣ…

ଲକ୍ଷେ ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଲେ କୁଚିଣ୍ଡା ଅତିରିକ୍ତ ତହସିଲଦାର

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ଏକ ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୁଚିଣ୍ଡା ଅତିରିକ୍ତ ତହସିଲଦାର ସାରଦା ମହାରଣାଙ୍କୁ ଧରିଲା ଭିଜିଲାନ୍ସ । ଚଢ଼ାଉ ବେଳେ ତାଙ୍କ ପାଖରୁ ନଗଦ ଅର୍ଥ ମଧ୍ୟ ଜବତ ହୋଇଛି । ଏକ ୮ଜଣିଆ ଭିଜିଲାନ୍ସ ଦଳ ଏହି ଚଢ଼ାଉ କରିଥିଲା । ପରେ…

ସାମୁଦ୍ରିକ ବାତ୍ୟା ‘ଆସାନୀ’ ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି

ଭୁବନେଶ୍ୱର :  ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ଆସାନୀ’ ପାଲଟିଯାଇଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି…

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ରୂପ ନେଲା ଗଭୀର ଅବପାତ

ଭୁବନେଶ୍ୱର:  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ର ରୂପ ନେଲା ଗଭୀର ଅବପାତ । ୨୪ ଘଣ୍ଟାରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟା ହେବ ଏହା ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପୁରୀଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ନାମର ମାହାତ୍ମ୍ୟ ଯେତିକି, ସେତିକି ମହୀୟାନ ଏହି କ୍ଷେତ୍ର। ତେଣୁ ଏ କ୍ଷେତ୍ରର ନାମ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ର । କେବଳ ସାଧୁ, ସନ୍ଥ, ଯୋଗୀ, ମୁନି,…