Latest Odisha News

BREAKING NEWS

Yearly Archives

2022

ଉତ୍କଳ ଗୌରବଙ୍କ ଜନ୍ମ ଜୟନ୍ତୀ ପାଳିତ

ସତ୍ୟଭାମାପୁର : ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଜନ୍ମମାଟି ସତ୍ୟଭାମା ପୁରରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ "ଆମେ ଓଡ଼ିଆ"ର ସମ୍ପାଦକ ତଥା ଜହୁରୀ ଭାଇ ଭାବରେ ପରିଚିତ ନୃସିଂହ ଚରଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ…

ହଲରେ ରିଲିଜ ହେବ ଇରଫାନଙ୍କ ଶେଷ ଫିଲ୍ମ

ମୁମ୍ବାଇ:ବଲିଉଡର ପ୍ରତିଭାବାନ କଳାକାର ଇରଫାନ ଖାଁଙ୍କ ମୃତ୍ୟୁ ପରେ ଏବେ ତାଙ୍କ କ୍ୟାରିୟରର ଅନ୍ତିମ ଫିଲ୍ମ ରିଲିଜ ହେବାକୁ ଯାଉଛି । ଆପନୋଁ ସେ ବେୱଫାଇ ନାମକ ଏହି ଫିଲ୍ମର ମେକର୍ସ ଅଭିନେତାଙ୍କ ଦ୍ୱିତୀୟ ପୁଣ୍ୟତିଥିରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ଇରଫାନ ଜଣେ ଭଲ ଅଭିନେତା ଥିଲେ…

ଲେଖକ ପାଇଁ ଅନୁଭୂତି ଓ ଅଭିଜ୍ଞତା ହିଁ ଶ୍ରେଷ୍ଠ ପୁଞ୍ଜି : ସତ୍ୟନାରାୟଣ ମହାପାତ୍ର

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ସତ୍ୟନାରାୟଣ ମହାପାତ୍ର ଏକ ନିଆରା ବ୍ୟକ୍ତିତ୍ୱ । ଜୀବନୀ ସାହିତ୍ୟ ପ୍ରତି ସମର୍ପିତ ତାଙ୍କ ରଚନାରେ ଥାଏ ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି ,ପରମ୍ପରା, ପର୍ବ ପର୍ବାଣି…

ଆଝାରୁଦ୍ଦିନଙ୍କ ୨୮ ବର୍ଷ ତଳର ରେକର୍ଡ ସହ ସମକକ୍ଷ ହେଲେ ପୂଜାରା

ସସକ୍ସେ: ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ୨୮ ବର୍ଷ ତଳର ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଚଳିତ କାଂଉଟି କ୍ରିକେଟରେ ସସେକ୍ସ ପକ୍ଷରୁ ଖେଳୁଥିବା ପୂଜାରା ଡରହାମ ବିପକ୍ଷରେ ୩୩୪ ବଲରେ ଆକର୍ଷଣୀୟ ୨୦୩ ରନ ସଂଗ୍ରହ କରିଥିଲେ । ଚଳିତ…

ଆଜିଠୁ ୩ ମାସ ଭିତରକନିକା ବନ୍ଦ

ଆଜିଠାରୁ ଜୁଲାଇ ୩୧ ତାରିଖ ଯାଏ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟରେ କୁମ୍ଭୀରମାନେ ବସା କରିବା ସହ ଅଣ୍ଡା ଦେଇଥାନ୍ତି। ଅଣ୍ଡାକୁ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବା ପାଇଁ ସେମାନେ ହିଂସ୍ର ହୋଇପଡ଼ନ୍ତି। ତେଣୁ ପର୍ଯ୍ୟଟକ ଓ କୁମ୍ଭୀରମାନଙ୍କ ସୁରକ୍ଷାକୁ…

ଅକ୍ଷୟ ତୃତୀୟା ଦିନ ଭୁଲରେ କରିବେନି ଏହି କାମ, ମାଆ ଲକ୍ଷ୍ମୀ ରାଗିବେ

ପୁରୀ: ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏହା ହିନ୍ଦୁମାନଙ୍କର ଏକ ବଡ ପର୍ବ ଭାବେ ବିବେଚନା କରାଯାଏ । ଏହି ଦିନ ସମସ୍ତ ଭଲ କାର୍ଯ୍ୟା ଶୁଭାରମ୍ଭ କରାଯାଇଥାଏ । ତେବେ ଅକ୍ଷୟ ତୃତୀୟ ଦିନ ଏପରି କେତେକ କାମ ଅଛି ଯାହା କରିବା ଅନୁଚିତ । ଏହା କଲେ…

ଅଷ୍ଟ୍ରେଲିଆ ସମୁଦ୍ରକୂଳରେ ଭାସୁଛନ୍ତି ମୁଣ୍ଡ ନ ଥିବା ପେଙ୍ଗୁଇନ !

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରୁ ଏକ ହୃଦୟ ବିଦାରକ ଖବର ସମ୍ମୁଖକୁ ଆସିଛି । ଏହି ଘଟଣା ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଘଟଣାଟି ହେଲା ଅଷ୍ଟ୍ରେଲିଆର ବିଭିନ୍ନ ସମୁଦ୍ରକୂଳରେ ମୁଣ୍ଡ ନ ଥିବା ପେଙ୍ଗୁଇନଙ୍କ ଶବ ଦେଖିବାକୁ ମିଳୁଛି । ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ଲୋରିୟୁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପୁରୀରେ ASI ଟିମ୍

ପୁରୀରେ ଉଚ୍ଚସ୍ତରୀୟ ASI ଟିମ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପୁରୀ ଆସିଛନ୍ତି ASI ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ଟିମ୍ ପୁରୀ ଆସିଛି । OBCC ଓ ଟାଟା ପ୍ରୋଜେ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲାପାଳ ମଧ୍ୟ ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା…

ପୁରୀ ବେଳାଭୂମିରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ

ପୁରୀ : ପୁରୀରେ ବିଚ୍ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ। ଦୂରଦୂରାନ୍ତରୁ ପୁରୀ ଆସୁଥିବା ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଓ ସମୁଦ୍ର କୂଳ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବା ପାଇଁ ଆଜି ସ୍ବର୍ଣ୍ଣାଭ ବେଳାଭୂମିରେ ଅନୁଷ୍ଠିତ ହୋଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ ।…

ରୋଗୀ ନେଇ ବାଲେଶ୍ୱରରୁ କଟକ ଆସୁଥିବା ବେଳେ ଦୁର୍ଘଟଣା : ୩ ମୃତ,୨ ଗୁରୁତର

ଯାଜପୁର : ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ରୋଗୀ, ଆମ୍ବୁଲାନ୍ସ ଡ୍ରାଇଭର ଓ ସହଯୋଗୀ ଜୀବନ ହରାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଏନ୍ଏଚ୍ ୧୬ ଯାଜପୁର ବଡ଼ଚଣା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ଏକ ଟ୍ରକକୁ ପଛପଟୁ ଧକ୍କା…