ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୮)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ମାତ୍ର ଏଇ ଛଅ ସପ୍ତାହ ହେଲା ତୁମକୁ ଜାଣିଥିଲେ ବି ଲାଗୁଛି ତମକୁ ଯେମିତି ଆମେ ଅନେକ ବର୍ଷ ତଳୁ ଜାଣୁ । ତେଣୁ ମୋ'ର କହିବାର କଥା ହେଲା, ଯେ ତମେ ଯେବେ ବି ଆମ କାହାର ବି ସାହାଯ୍ୟ ଇଚ୍ଛା କର, ଆମେ ତମ ପାଖରେ…