Latest Odisha News

BREAKING NEWS

Yearly Archives

2023

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନିଜକୁ ସିଧା କରି ଠିଆ କରେଇବାକୁ ସେ ଡ୍ରେସିଂଗ୍ ଟେବୁଲ୍‌ର ଧାରକୁ ଜାବୁଡ଼ି ଧରିଲା । ଗୋଟେ ହାତରେ ଲଫାପା, ଆର ହାତଟି ଖୁବ୍ ଜୋର୍‌ରେ ଥରୁଥାଏ । ସେ ଗୋଟେ ଖଟ ଉପରେ ବସିପଡ଼ିଲା । କିଛି ବି ଭାବି ପାରୁ ନଥାଏ ।…

ଭାଷା ଭାଗବତ : ଭିଡ଼ର ଅଂଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭିଡ଼ରେ ସଭିଏଁ କହଂତି କେହି ବି ଶୁଣି ନ ପାରଂତି ଅନେକେ ହୋଇ ଏକମେଳ ସୃଷ୍ଟି କରଂତି କୋଳାହଳ ମିଳେନି କିଛି ଫଳାଫଳ ତେବେ ବି ହରାଇ ସଂବଳ ସଭିଏଁ କରି ଚଳାଚଳ ଅଂଗରୁ ନିଗାଡ଼ଂତି ଝାଳ ଲୋକଂକ ଏମିତି ସ୍ବଭାବ ଯୋଗୁଁ ହି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ ନୈମିତିକ -ବିଧି ଭିତରେ ବାର ଅନୁସାରେ ଏକାଦଶୀ ନୀତି ପାଳନ ଆଲୋଚନା ଭିତରେ ଆମେ ଜାଣିଲେ ସୋମବାର କଥା। ଆଜି ଜାଣିବା ଗୁରୁବାର ଦିନ ଏକାଦଶୀ ପଡ଼ିଲେ କି କି…

ପଞ୍ଚାୟତ ନିର୍ବାଚନରେ ହିଂସା, ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କୋଲକାତା: ବୁଧବାର କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଅନ୍ତିମ ଫଳାଫଳ ଘୋଷଣା ଉପରେ ରୋକ୍ ଲଗାଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ନିର୍ବାଚନ ସହ ଜଡିତ ସମସ୍ତ ଭିଡିଓ ନ ଦେଖିବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିବା ଉଚିତ…

ଗୁଗୁଲ୍ ମ୍ୟାପ୍‌ରେ ରାସ୍ତା ଦେଖିବା ମହଙ୍ଗା ପଡିଲା : ବାଇକ୍ ନଦୀ ଭିତରେ ନେବାକୁ ପଡିଲା

ଲୋକମାନେ ପୂର୍ବରୁ କେଉଁ ଅଜଣା ସ୍ଥାନକୁ ଯିବା ଆଗରୁ ଭଲ କରି ପଚାରି ବୁଝୁଥିଲେ । ନଚେତ୍ ରାସ୍ତାଘାଟରେ ଦୋକାନ କିମ୍ବା ଲୋକଙ୍କୁ ପଚାରି ଠିକଣା ଜାଗାରେ ପହଞ୍ଚୁଥିଲେ । କିନ୍ତୁ ସମୟ ପରିବର୍ତ୍ତନ ଯୋଗୁ ଏବେ ଲୋକେ ଗୁଗୁଲ ମ୍ୟାପ୍‌ର ସହାୟତା ନେଇ ସହଜରେ ସଠିକ୍ ସ୍ଥାନରେ ପହଞ୍ôଚପାରୁଛନ୍ତି ।…

ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଲେ ବିଜୟ, ଦର୍ଶାଇଲେ ଅଜବ କାରଣ

ମୁମ୍ବାଇ: ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଜରିମାନା ଗଣଛନ୍ତି ସୁପରଷ୍ଟାର ଥଲପତି ବିଜୟ । ଗୋଟିଏ ଦିନରେ ଦୁଇରୁ ଅଧିକ ଥର ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ତାଙ୍କ ଉପରେ ଟ୍ରାଫିକ ପୁଲିସ ଜରିମାନା ଲଗାଇିଛି । ଏହି ସମୟର ଅଭିନେତାଙ୍କ କାର ଏବଂ ଚାଲାନ୍‌ର କିଛି ଫଟୋ ସୋସିଆଲ ମିଡିଆରେ…

ଏମିତି ଏକ ଅଫିସ୍ : ଯେଉଁଠି କର୍ମଚାରୀଙ୍କୁ ବିଶ୍ରାମ ପାଇଁ ତକିଆ, ବେଡସିଟ୍ ଦିଅନ୍ତି ବସ୍‌

ଜାପାନ: ଅନେକ ସମୟରେ ଦେଖାଯାଏ ଯେ, ବିଭିନ୍ନ ଅଫିସରେ କାମ କରୁଥିବା କର୍ମଚାରୀମାନେ ଡ଼୍ୟୁଟି ଆୱାର ସମୟରେ ବିଭିନ୍ନ କାରଣରୁ ଥକି ପଡ଼ିଥାନ୍ତି । ପରିଣାମ ସ୍ୱରୂପ ଏହି କାର୍ଯ୍ୟ ସମୟ ଭିତରେ ପୁରା ହୋଇପାରେ ନାହିଁ ଦିଆଯାଇଥିବା କାମ । ତେବେ ଘରୋଇ କମ୍ପାନୀରେ ଦକ୍ଷତା ପ୍ରଦର୍ଶନ ପାଇଁ ବିଭିନ୍ନ…

ଓଏମଜି୨: ରିଭ୍ୟୁ କମିଟି ପାଖକୁ ପଠାଗଲା ଫିଲ୍ମ

ମୁମ୍ବାଇ: ଆଦିପୁରୁଷ ଫିଲ୍ମର ବିବାଦ ପରେ ସେନ୍ସର ବୋର୍ଡ ସତର୍କ ହୋଇ ପଡିଛି । ନିକଟରେ ଓହ ମାଇ ଗଡ ୨ର ଟିଜର ରିଲିଜ ହୋଇଥିଲା । ଏଥିରେ ପଙ୍କଜ ତ୍ରିପାଠୀଙ୍କୂ ଭକ୍ତ ରୂପରେ ଏବଂ ଅକ୍ଷୟ କୁମାରଙ୍କୁ ଭଗବାନ ଶିବଙ୍କ ଅବତାର ଭାବେ ଚିତ୍ରଣ କରାଯାଇଛି । ୧୧ ଅଗଷ୍ଟ ୨୦୨୩ ଏହା ରିଲିଜ ହେବାକୁ ଥିଲା…

ଜମି ପାଇଁ ଗୁଳିମାଡ଼: ବାପା ମୃତ, ଝିଅ ଗୁରୁତର

ବ୍ରହ୍ମପୁର: ଜମିଜମା ପାଇଁ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଝିଅର ଶ୍ୱଶୁର ଘରକୁ ଯାଇଥିବା ବେଳେ ଗୁଳିମାଡ଼ରେ ବାପାର ମୃତ୍ୟୁ ହୋଇଛି । ଝିଅକୁ ଗୁରୁତର ଆହତ ଅବସ୍ଥାରେ ମେଡିକାଲ ନିଆଯାଇଛି । ବୁଧବାର ସନ୍ଧ୍ୟାରେ ଘଟିଛି ଏ ଅଘଟଣ । ମୃତକ ଖଲ୍ଲିକୋଟ ଥାନା ଅନ୍ତର୍ଗତ…

ବିଦ୍ୟୁତ ସେବା ଯୋଗାଇବାରେ ଟାଟା ପାଓ୍ବାର କରିଥିବା ଖର୍ଚ୍ଚର ହେବ ଅଡିଟ୍

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ବିତରଣ ଭିତ୍ତିଭୂମିର ବିକାଶ ପାଇଁ ଟାଟା ପାଓ୍ବାର ପକ୍ଷରୁ ଖର୍ଚ୍ଚ ହୋଇଥିବା ୧୯୦୦ କୋଟି ଟଙ୍କାର ତୃତୀୟ ପକ୍ଷ ଅଡିଟ୍ କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିଷ୍ପତ୍ତି ନେଇଛି। ଭୁବନେଶ୍ୱରସ୍ଥିତ ଟାଟା ପାଓ୍ୱାର ସେଣ୍ଟ୍ରାଲ ଓଡ଼ିଶା…