ଗୋଟିଏ ଦିନରେ କମାଇଲେ ୧୯ ହଜାର କୋଟି; ପୁଣି ଟପ ଟେନକୁ ଯିବା ପାଇଁ ଅମ୍ବାନୀଙ୍କ ପ୍ରସ୍ତୁତି
ମୁମ୍ବାଇ:ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ଦୀର୍ଘ ଦିନ ଧରି ରହି ଆସିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ୨୦୨୩ ଆରମ୍ଭରୁ ଏହି ତାଲିକାରୁ ବାହାରି ଯାଇଛନ୍ତି । ହେଲେ ଏବେ ପୁଣି ଏହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ମୁକେଶ ଅମ୍ବାନୀ । ଗତ ୨୪ ଘଣ୍ଟା…