Latest Odisha News

BREAKING NEWS

Yearly Archives

2023

ଟ୍ୱିଟରକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଝଟକା, ଦେବାକୁ ପଡ଼ିବ ୫୦ଲକ୍ଷ ଜରିମାନା

କର୍ଣ୍ଣାଟକ : ଟ୍ୱିଟରକୁ ହାଇକୋର୍ଟଙ୍କ ବଡ଼ ଝଟକା । ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ । ଏବେ ଟ୍ୱିଟରକୁ ଦେବାକୁ ୫୦ଲକ୍ଷ ଟଙ୍କା ଜରିମାନା । ଗତବର୍ଷ ଜୁଲାଇ ମାସରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ଦାୟର କରିଥିଲା ଟ୍ୱିଟର । ଯେଉଁଥିରେ ଇଲେକ୍ଟ୍ରୋନିକ ଓ…

ଫେଡେରାଲ ବ୍ୟାଙ୍କର ପାର୍ଟ ଟାଇମ ଚେୟାରମ୍ୟାନ ହେଲେ ଅଭୟ ପ୍ରସାଦ ହୋତା

ନୂଆଦିଲ୍ଲୀ:ଫେଡେରାଲ ବ୍ୟାଙ୍କର ପାର୍ଟ ଟାଇମ ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଛନ୍ତି ଅଭୟ ପ୍ରସାଦ ହୋତା । ତାଙ୍କ ନିଯୁକ୍ତିଙ୍କୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଅନୁମୋଦନ କରିଛନ୍ତି । ସେ ୨୦୨୩ ଜୁନ ୨୯ ତାରିଖରୁ ୨୦୨୬ ଜାନୁଆାରୀ ୧୪ ଯାଏ ଏହି ପଦବୀରେ ରହିବେ । ସେ ୨୦୧୮ ଜାନୁଆାରୀ…

ନୂଆ ପ୍ରଜାତିର ବେଙ୍ଗ ଠାବ: ଯାହା ଦେଖିବାକୁ ପୁରା ହଳଦିଆ

ଛତିଶଗଡ଼: ଦୁନିଆରେ ଅନେକ ଜୀବଜନ୍ତୁ ଅଛନ୍ତି । ସେଥିମଧ୍ୟରୁ ଆମେ କିଛି ସମ୍ପର୍କରେ ଜାଣିଥିବା ବେଳେ ଆଉ ଅନେକ ଜୀବଜନ୍ତୁଙ୍କ ବିଷୟରେ ଜାଣି ନ ଥାଉ । ନିକଟରେ ଛତିଶଗଡ଼ରେ ନୂଆ ପ୍ରଜାତିର ବେଙ୍ଗ ଦେଖିବାକୁ ମିଳିଛି, ଯାହା ଦେଖିବାକୁ ପୁରା ହଳଦିଆ । ଏତେ ପରିମାଣର ଏହି ନୂଆ ପ୍ରଜାତିର ବେଙ୍ଗକୁ…

ଇସ୍ତଫା ଦେବାକୁ ଯାଉଥିଲେ ମୁଖ୍ୟମନ୍ତ୍ରୀ, ସମର୍ଥକଙ୍କ ପ୍ରଦର୍ଶନ ଦେଖି ବଦଳାଇଲେ ନିଷ୍ପତ୍ତି

ଇମ୍ଫାଲ୍: ଲଗାତାର ୨ ମାସ ଧରି ମଣିପୁର ଜଳୁଛି । ଏହାରି ଭିତରେ ଶୁକ୍ରବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଆଉ ଚର୍ଚ୍ଚା ଭିତରେ ଏନ୍, ବୀରେନଙ୍କ ସମର୍ଥକ ପ୍ରତିବାଦ ଆରମ୍ଭ କରିଥିଲେ । ରାସ୍ତାକୁ ଓହ୍ଲାଇବା ସହ ରାଜଭବନ ଆଗରେ…

ଦିଶା ବୈଠକରେ ୫ଟିକୁ ବିରୋଧ: ଅଧାରୁ ଉଠି ଚାଲିଗଲେ ଉମରକୋଟ ବିଧାୟକ

ନବରଙ୍ଗପୁର: ଦିଶା ବୈଠକରେ ଶାସକ ଓ ବିରୋଧି ତୁ ତୁ ମେଁ ମେଁ । ବୈଠକ ମଝିରୁ ଉଠି ଚାଲିଗଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଗତକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ…

ଏକାଡେମୀ ପୁରସ୍କାର ସଦସ୍ୟ ତାଲିକାରେ ନାହିଁ ରାଜାମୌଲୀଙ୍କ ନାଁ, ଫ୍ୟାନ୍ସ ହେଲେ ନିରାଶ

ମୁମ୍ବାଇ: ଦକ୍ଷିଣରୁ ଆରମ୍ଭ କରି ହଲିଉଡ଼ ଯାଏ ସବୁଠି ନିଜର ଚଳଚ୍ଚିତ୍ର ସହିତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନିର୍ଦ୍ଦେଶକ ଏସ୍ଏସ୍‌ ରାଜାମୌଲୀ। ଆଜି ବିଶ୍ୱର ଶୀର୍ଷ ନିର୍ଦ୍ଦେଶକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ସେ। ରାଜାମୌଲୀଙ୍କ ଚଳଚ୍ଚିତ୍ର ଆର୍‌ଆର୍‌ଆର୍‌ (RRR) ଏବଂ ବାହୁବଲୀ…

ମାଫିଆ ଅତିକ କବଜାରେ ଥିବା ଜମିରେ ଘର କରି ଗରିବଙ୍କୁ ବାଣ୍ଟିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ୭୬ଟି ଫ୍ଲାଟର ଚାବି  ଦାବିଦାରମାନଙ୍କୁ ପ୍ରଦାନ କରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବତନ ସାଂସଦ ତଥା ମାଫିଆ ଡନ ସ୍ୱର୍ଗତ ଅତିକ ଅହମ୍ମଦ କବ୍ଜାରେ ଥିବା ସମ୍ପତ୍ତିକୁ ଜବତ କରି ମୁଖ୍ୟମନ୍ତ୍ରୀ…

ଆସନ୍ତା ୩ରୁ ପ୍ରବଳ ବର୍ଷା, ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଭିଜିବ ଓଡ଼ିଶା । ଜୁଲାଇ ୩ରୁ ହେବ ପ୍ରବଳ ବର୍ଷା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୁଲାଇ ୩ ଓ ୪ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୨ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର,…

ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗ ଦେବେ ସି ଜିନ୍‌ପିଙ୍ଗ, ଭିସି ଜରିଆରେ ଦେବେ ଭାଷଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ସମସ୍ତଙ୍କ ନଜର ରହିଛି। ଆସନ୍ତା ସପ୍ତାହରେ ହେବାକୁ ଥିବା ଏହି ସମ୍ମିଳନୀର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଯୋଗଦେବେ। ଏକ ସରକାରୀ ବିବୃତ୍ତି…

ଯୁବ ସ୍ନୁକର ଖେଳାଳି ମାଜିଦ ଅଲିଙ୍କ ଆତ୍ମହତ୍ୟା: ଖେଳ ଦୁନିଆ ସ୍ତବ୍ଧ

ଇସଲାମବାଦ: ପାକିସ୍ତାନର ଜଣେ ଯୁବ ଖେଳାଳି ଆତ୍ମହତ୍ୟା କରିଛନ୍ତି । ମାତ୍ର ୨୮ ବର୍ଷ ବୟସରେ ସେ ଆତ୍ମହତ୍ୟା କରିଛନ୍ତି । ଏହି ଯୁବ ଖେଳାଳି ହେଉଛନ୍ତି ମାଜିଦ ଅଲି । ମାଜିଦ ଜଣେ ଟପ ସ୍ନୁକର ପ୍ଲେୟାର । ସେ ଗଛ କଟା ମେସିନ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆଗାମୀ ଏସିଆ କପ…