ଭାଷା ଭାଗବତ : ଆମୂଳଚୂଳ ବିଡ଼ଂବନା
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଆମୂଳଚୂଳ ବିଡ଼ଂବନା
ଦେଉଛି ଅନେକ ସୂଚନା
ଯଦି ନ ପାରୁଁ ଏବେ ହେଜି
ଭାଷା, ସଂସ୍କୃତି ଯିବ ହଜି
ଏ ଅଟେ ବିଶାଳ ସଂସାର
ପୁନଶ୍ଚ ମିଳିବା ଦୁଷ୍କର
ହେଲେ ହେଁ ଲୋକଂକର ମତି
ବିଭ୍ରାଂତ ହୋଇ ପାଏ ତୃପ୍ତି
ପରସ୍ପରକୁ ଭଂଡି, ଠକି…