କଫି ଶପ୍ରେ ବସି ଅନ୍ଲାଇନ୍ରେ କଲେ ଅର୍ଡର, ୪୦୦ ବଦଳରେ ଦେଲେ ୧୯୦ ଟଙ୍କା
ବିଜ୍ଞାନର ଉନ୍ନତି କାରଣରୁ ଏବେ ସବୁକ୍ଷେତ୍ରର ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ଗୋଟିଏ ଫୋନ କଲରେ ଘର ପାଖରେ ପହଞ୍ଚି ଯାଉଛି ସବୁ ସୁବିଧା । ଲୋକଙ୍କ ପସନ୍ଦ ପାଇଁ ଏବେ ଅନ୍ଲାଇନ୍ ଡ଼େଲିଭରିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଦିଆଯାଉଥିବା ଅଫର ପ୍ରତି…