Latest Odisha News

BREAKING NEWS

Yearly Archives

2023

ବ୍ୟର୍ଥ ହେଲା ସମସ୍ତ ଉଦ୍ୟମ, ଆଖି ଓଦା କରି ଚାଲିଗଲା ପୁଲର ପିଲାର ମଧ୍ୟରେ ଫସିଥିବା ରଞ୍ଜନ

ପାଟନା: ବିହାରର ରୋହତାସ ଜିଲ୍ଲାର ସୋନ ନଦୀ ପୁଲର ପିଲାର ମଧ୍ୟରେ ଫସି ଯାଇଥିବା ୧୧ ବର୍ଷର ଶିଶୁ ରଞ୍ଜନ କୁମାରକୁ ବଂଚାଇବା ସମ୍ଭବପର ହୋଇ ନାହିଁ । ବ୍ୟର୍ଥ ହୋଇଛି ସମସ୍ତ ଉଦ୍ୟମ ଏବଂ ଅକ୍ଳାନ୍ତ ପରିଶ୍ରମ, ଶେଷରେ ସମସ୍ତଙ୍କ ଆଖିକୁ ଓଦା କରି ଶିଶୁଟି ଆରପାରିକୁ ଚାଲିଯାଇଛି । ୨୫ ଘଂଟାର…

ବିଶ୍ୱ ପରିବେଶ ଦିବସ ଜାତୀୟ ଯୁବ ସମ୍ମିଳନୀରେ ଓଡ଼ିଆ ପୁଅ ୟଶ୍ ମହାନ୍ତି ପୁରସ୍କୃତ

ଭୁବନେଶ୍ୱର: ଭାରତୀୟ ବନାଞ୍ଚଳ ପରିଚାଳନା ପ୍ରତିଷ୍ଠାନ ଭୋପାଳ ପକ୍ଷରୁ ମିଶନ୍ ଲାଇଫ୍ ଶୀର୍ଷକ ଦୁଇଦିନିଆ ଜାତୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ବକ୍ତବ୍ୟ ପ୍ରତିଯୋଗିତାରେ ୧୦୦ ଜଣ ପ୍ରତିଯୋଗୀଙ୍କୁ ବଛା ଯାଇଥିଲା । ଦ୍ୱିତୀୟ ଦିନରେ ଅଂଶଗ୍ରହଣକାରୀଙ୍କୁ ମିଶନ…

ରଥ ଯାତ୍ରା ସମୟରେ ଶ୍ରୀକ୍ଷେତ୍ରକୁ ଜଗିବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ସମୟରେ କଡ଼ା ସୁରକ୍ଷା ବଳୟରେ ରହିବ ପୁରୀ ସହର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନ ଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ଵରେ ରହିବେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ । ନବଦିନାତ୍ମକ ଯାତ୍ରା ସମୟରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ…

ବଘେଲଙ୍କ ଗଣିତ ଭୁଲ କରିବାକୁ ଅଙ୍କ କଷୁଛନ୍ତି ଶାହା

ଭୁବନେଶ୍ୱର: ରାଜ୍ୟର ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଛତିଶଗଡ଼ରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଉଭୟ କଂଗ୍ରେସ ଓ ବିଜେପି ନିଜ ନିଜର ରାଜନୈତିକ କାର୍ଯ୍ୟକ୍ରମକୁ ତୀଵ୍ର କରିଛନ୍ତି। କଂଗ୍ରେସ ପକ୍ଷରୁ ଅଵ କି ବାର ୭୫ ପାରର ନାରା ଦିଆଯାଇ ରାଜ୍ୟବ୍ୟାପୀ…

‘ମୋଦିଙ୍କୁ ହରାଇପାରିବେ ପ୍ରିୟଙ୍କା’

ଭୁବନେଶ୍ୱର: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିବ କି ବଡ଼ ଦାୟିତ୍ୱ। ଉତ୍ତରପ୍ରଦେଶ ଦାୟିତ୍ବରୁ ମୁକ୍ତି ପାଇ ପ୍ରିୟଙ୍କା ସାରା ଦେଶରେ କଂଗ୍ରେସକୁ ଶକ୍ତ କରିବାର ଦାୟିତ୍ୱ ନେବେ କି। ଏମିତି କିଛି କଳ୍ପନାଜଳ୍ପନା ଏବେ ଜାତୀୟ ରାଜନୀତିରେ ଦେଖିବାକୁ ମିଳିଛି। କର୍ଣ୍ଣାଟକ…

ଓଡ଼ିଶାରେ ଆପକୁ ଜିତାଇବ କି ମାଗଣା ବିଜୁଳି ଫଣ୍ଡା?

ଭୁବନେଶ୍ୱର: ଓଡ଼ିଶାରେ ଦୁଇଶହ ୟୁନିଟ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ଦାବି କରିଛି ଆମ ଆଦମୀ ପାର୍ଟି। ଏହି ଦାବି ନେଇ ପାର୍ଟିର ହଜାର ହଜାର କର୍ମୀ ଓ କାର୍ଯ୍ୟକର୍ତା ପିଏମଜି ଛକରେ ଏକାଠି ହୋଇଥିଲେ। ଏ ସମ୍ପର୍କିତ ଦାବିକୁ ନେଇ ରାଜ୍ୟର ପାଞ୍ଚ ଲକ୍ଷ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ…

କଳ୍ପନା ଜଳ୍ପନାର ଅବସାନ ଘଟାଇ ଇଂଟର ମିୟାମିରେ ଯୋଗ ଦେବେ ମେସି

ନୂଆଦିଲ୍ଲୀ: ଆର୍ଜେଂଟିନାର ମହାନ ଫୁଟବଲ ଖେଳାଳି ଲିଓନେଲ ମେସି କେଉଁ କ୍ଲବ ସହ ଚୁକ୍ତିବଦ୍ଧ ହେବେ ସେ ନେଇ ନାନା କଳ୍ପନା ଜଳ୍ପନା ଚାଲିଥିଲା । ତେବେ ଏହାର ଅବସାନ ଘଟାଇ ମେସି ଏବେ ଇଂଟର ମିୟାମି କ୍ଲବରେ ଯୋଗ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ମେସି ତାଙ୍କର ପ୍ରଥମ କ୍ଲବ…

ଦରମା ସ୍ତର ୧୦କୁ ବୃଦ୍ଧି ଦାବିରେ ସଚିବାଳୟ ସେବା ସଂଘର ପ୍ରତିବାଦ

ଭୁବନେଶ୍ୱର: ପ୍ରଶାସନର ବେପରୁଆ ମନଭାବ ତଥା ଅହେତୁକ ବିଳମ୍ବକତାକୁ ଆଜି ସଚିବାଳୟ ସେବା ସଂଘ ବିରୋଧ କରିଛି । ସଂଘର ଏକମାତ୍ର ଦାବି, ସଚିବାଳୟ କ୍ୟାଡରର ମୂଳ ଦରମା ତଥା ଏଏସଓ ମାନଙ୍କର ଦରମା ସ୍ତର ୧୦କୁ ବୃଦ୍ଧିକୁ ନେଇ ଆଜି ୫୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ଗୃହ ବିଭାଗ ଘେରାଉ କରିଥିଲେ । ଗୃହ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରେ ଅଲଆଉଟ

ଲଣ୍ଡନ: ଓଭାଲରେ ଚାଲିଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରି ଅଲଆଉଟ ହୋଇଯାଇଛି । ଷ୍ଟିଭ ସ୍ମିଥ ଓ ଟ୍ରାଭିସ ହେଡଙ୍କ ଆକର୍ଷଣୀୟ ଶତକ ଯୋଗୁ ଅଷ୍ଟ୍ରେଲିଆ ବଡ ସ୍କୋର କରିବାରେ ସଫଳ ହୋଇଛି । ସ୍ମିଥ ୧୨୧ ଓ ହେଡ ୧୬୩ ରନର…

ବାହାନଗା ଟ୍ରେନ୍ ଦୁର୍ଘଟଣା, ଆସନ୍ତା ୩ ଦିନରେ ୨୮ ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାର ୬ ଦିନ ପରେ ବି ଉକ୍ତ ରୁଟରେ ଟ୍ରେନ୍ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ପାରିନି । ଆସନ୍ତାକାଲି ଠାରୁ ୧୧ ତାରିଖ ଯାଏ ୩ ଦିନରେ ଦକ୍ଷିଣ ପୂର୍ବ ରେଳପଥ ୨୮ଟି ଟ୍ରେନ୍ ବାତିଲ୍ କରିଛି । ୯ ତାରିଖରେ…