Latest Odisha News

BREAKING NEWS

Yearly Archives

2023

ବିରୋଧୀଙ୍କ ଇସ୍ତଫା ଦାବିର ଜବାବ ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ବାହାନଗା ଦୁର୍ଘଟଣା ପରେ ବିରୋଧୀ ଦଳ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ୍ କରିଛନ୍ତି । ଶହ ଶହ ଯାତ୍ରୀଙ୍କ ମୃତ୍ୟୁ ପରେ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଥିବା ବେଳେ ଜବାବ ରଖିଛନ୍ତି ରେଳ ମନ୍ତ୍ରୀ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସମୟ ରାଜନୀତି କରିବାର…

ବାହାନଗା ରେଳ ଦୁର୍ଘଟଣା: ମନ ଇଛା ଭଡା ନ ବଢାଇବାକୁ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣା ପରେ ଏବେ ଅଚାନକ ବିମାନ ଯାତ୍ରା ଭଡ଼ା ବୃଦ୍ଧି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବିଶେଷକରି ରେଳ ଦୁର୍ଘଟଣାକୁ ଆଖିରେ ରଖି ଓ ଲୋକଙ୍କ ମାନସିକତାକୁ ଗୁରୁତ୍ୱ ଦେଇ ଏଭଳି ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ବେସାମରିକ ବିମାନ…

ବାଲୁକା କଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି, ଆହତଙ୍କ ଆରୋଗ୍ୟ କାମନା କଲେ ସୁଦର୍ଶନ

ପୁରୀ: ବାଲେଶ୍ୱର ବାହାନାଗାରେ ଘଟିଯାଇଥିବା ଛାତି ଥରା ଟ୍ରେନ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି । ବିଶ୍ୱର ବହୁ ବଡ଼ ବଡ଼ ନେତା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ତ୍ୱରିତ ଆରୋଗ୍ୟ କାମନା କରିଛନ୍ତି । ଏହି ଘଟଣାକୁ ନେଇ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି…

ମୃତଦେହରେ ଭର୍ତ୍ତି ହେଲା ସ୍କୁଲ ଘର

ଭୁବନେଶ୍ୱର: ଘଟଣାକୁ ଦୁଇଦିନ ପୁରିଲାଣି । କିନ୍ତୁ ଏବେ ବି ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର କୋହରୁ କେହି ବର୍ତ୍ତି ପାରୁନାହାନ୍ତି । ଆତ୍ମୀୟସ୍ୱଜନ ହରାଇଥିବା ଲୋକଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ଏଭଳି ଅଭାବନୀୟ ଘଟଣା କେଉଁଠି ବି ନ ହେଉ ବୋଲି ଅନେକ ମତ ରଖିଛନ୍ତି । ଏସବୁ…

ଏଫଆଇଏଚ ପ୍ରୋ ଲିଗ : ଅଲିମ୍ପିକ ଚାମ୍ପିୟନ ବେଲଜିୟମକୁ ହରାଇଲା ଭାରତ

ଲଣ୍ଡନ: ଏଠାରେ ଖେଳା ଯାଉଥିବା ଏଫଆଇଏଚ ପ୍ରୋ ଲିଗ ହକିରେ ଭାରତ ଅଲିମ୍ପିକ ଚାମ୍ପିୟନ ବେଲଜିୟମକୁ ୫-୧ ଗୋଲରେ ପରାସ୍ତ କରିଛି । ୟୁରୋପିୟ ଲିଗରେ ଭାରତ ବେଲଜିୟମ ନିକଟରୁ ୧-୨ ଓ ବ୍ରିଟେନଠାରୁ ୨-୪ରେ ପରାଜିତ ହୋଇଥିଲା । ଏବେ ବିଜୟ ସହ ଟିମ ଇଣ୍ଡିଆ ସଫଳ ପ୍ରତ୍ୟାବର୍ତନ କରିଛି । ପଂଏଟ…

୨ ସାଙ୍ଗକୁ ଛାଡ଼ିବାକୁ ଯାଇ ଶବ ହୋଇ ଫେରିଲେ ଲକ୍ଷ୍ମୀଧର

ସାଲେପୁର: ବାଲେଶ୍ୱରର ବାହାନଗା ଟ୍ରେନ୍ ଟ୍ରାଜେଡି ଅନେକ ଜୀବନ ନେଇଛି । କିଏ ପେଟ ପୋଷିବାକୁ ରାଜ୍ୟ ବାହାରକୁ ଯାଉଥିବା ବେଳେ ଆଉ କିଏ ଘରକୁ ଫେରୁଥିବା ବେଳେ ଜୀବନ ହାରିଛି । ସେହିଭଳି କଟକ ଜିଲ୍ଲା ନେମାଳ ଥାନା କୁଆଡୋଳ ଗାଁର ୨୧ ବର୍ଷର ଲକ୍ଷ୍ମୀଧର ସାହାଣୀ କରମଣ୍ଡଳ ଏକ୍ସପ୍ରେସରେ ଘରକୁ…

ମୃତକଙ୍କ ଆତ୍ମାର ସଦ୍‌ଗତି ନେଇ ଦିନିକିଆ ଶୋକ ପାଳିଲା ତାମିଲନାଡୁ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ମୃତକଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଶନିବାର ସାରା ତାମିଲନାଡ଼ୁରେ ଦିନିକିଆ ଶୋକ ପାଳନ କରାଯାଇଛି । ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ସୂଚନା ଦେଇଛନ୍ତି । ଆଜି ତାମିଲନାଡୁରେ ହେବାକୁ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌.…

ବାହାନଗା ଦୁର୍ଘଟଣା ପରେ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି, ନଜର ପକାନ୍ତୁ କେଉଁ ରେଳମନ୍ତ୍ରୀ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଘଟିଥିବା ତିନିଗୋଟି ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଆଉ ଦୁର୍ଘଟଣା ପରେ ଚିରାଚରିତ ଢଙ୍ଗରେ ଆରମ୍ଭ ହୋଇଛି ଘୃଣ୍ୟ ରାଜନୀତି । ପଶ୍ଚିମବଙ୍ଗର ଟିଏମସି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ…

ଶିକ୍ଷକ ହେବା ଆଶା ମଉଳିଗଲା, ଶବ ହୋଇ ଫେରିଲେ

ଭୁବନେଶ୍ୱର: ଆଖିରେ ଥିଲା ଅସରନ୍ତି ସ୍ୱପ୍ନ । ମନରେ ମେଞ୍ଚା ମେଞ୍ଚା ଭାବନା । ସିଟି ପରୀକ୍ଷା ଦେଇ ଶିକ୍ଷକ ହେବା ନିଶାରେ ଅନେକ ଯୋଜନା କରିଥିଲେ । କିନ୍ତୁ ବୋଧହୁଏ ନିୟତିର କିଛି ଅନ୍ୟ ଉଦ୍ଦେଶ୍ୟ ଥିଲା । ଆଖି ପିଛୁଳାକେ ସେମାନଙ୍କର ସବୁ ସ୍ୱପ୍ନ ଓ ସବୁ ଭାବନା ଧୂଳିସାତ ହୋଇଗଲା ।…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଲକ୍ଷ୍ୟଙ୍କ ଅଭିଯାନ ଶେଷ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଭାରତର ଷ୍ଟାର ଖେଳାଳି ଲକ୍ଷ୍ୟ ସେନଙ୍କ ଅଭିଯାନ ଶେଷ ହୋଇଛି । ଶନିବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲାରେ ଲକ୍ଷ୍ୟ ଥାଇଲାଣ୍ଡର କୁନଲବୁତ ବିତିଦର୍ସନ ୨୧-୧୩, ୨୧-୧୯ ଓ ୨୧-୧୩ରେ ପରାଜିତ ହୋଇଥିଲେ । ପ୍ରଥମ ଗେମକୁ…