ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୬)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ସେ ତାକୁ ‘ସିଡ଼୍’ ନକହି ‘ସିଦ୍ଧାର୍ଥ’ କହୁଚି ଭାବି ସେ ନିଜେ ମଧ୍ୟ ଆ୧⁄୨ର୍ଯ୍ୟ ହୋଇଯାଉଥିଲା ।
ଖେଳବେଳେ ଟିକେ ରାଗରୁଷା, ମୁହଁ ଫୁଲାଫୁଲି ହୋଇଯାଇଥିବାରୁ ବୀରା ଆଶା କରୁଥିଲା ଯେ ସିଦ୍ଧାର୍ଥ…