ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ନୂଆ ସଂସଦ ଭବନର ଉଦ୍ଘାଟନ କରନ୍ତୁ-ରାହୁଲ
ନୂଆଦିଲ୍ଲୀ: ଦେଶର ନୂଆ ସଂସଦ ଭବନ ପ୍ରସ୍ତୁତ । ବାକି ଅଛି ଗୃହ ପ୍ରବେଶ । ତେବେ ଏହାର ଉଦଘାଟନ ତାରିଖକୁ ନେଇ କଂଗ୍ରେସ ପକ୍ଷରୁ ପ୍ରଥମରୁ ବିରୋଧ କରାଯାଇଛି। ଏବେ କିଏ ଉଦଘାଟନ କରିବ ତାକୁ ନେଇ ମଧ୍ୟ କଂଗ୍ରେସ ସ୍ୱର ଉଠାଇଛି ।
ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…