Latest Odisha News

BREAKING NEWS

Yearly Archives

2023

ୟୁକ୍ରେନ୍‌ର ବଖମୁତ ସହର ଅକ୍ତିଆର ନେଇ ଦାବି କଲା ଋଷ; କିଭ୍ କହିଲା ମିଛ, ଏବେ ବି ଲଢୁଛି ଆମ ସେନା

ମସ୍କୋ: ୟୁକ୍ରେନ୍‌ର ପୂର୍ବାଞ୍ଚଳ ମୁଖ୍ୟ ସହର ବଖମୁତକୁ ଅକ୍ତିଆର କଲା ଋଷ। ଶନିବାର ଋଷି ବଖ୍‌ମୁତ ଅକ୍ତିଆର କରିଥିବା ଦାବି କରିଥିବା ବେଳେ ୟୁକ୍ରେନ୍ ଦାବିକୁ ଖାରଜ କରିଛି। ବଖମୁତ ଅକ୍ତିଆର କରିବା ଋଷର ମୂଳ ଉଦ୍ଦେଶ୍ୟ ଥିଲା। ଏହାକୁ ଅକ୍ତିଆର କରିବା ପରେ ଋଷ ଯୁଦ୍ଧ ରୋକିପାରେ ବୋଲି…

ବଢିଲା ଅର୍କେଶଙ୍କ ଅଡୁଆ; ରାଜ ପରିବାରର ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ଡେରାଡୁନ ପୋଲିସ

ଭୁବନେଶ୍ୱର/ନୂଆଦିଲ୍ଲୀ: ବଢିଲା ଅର୍କେଶଙ୍କ ଅଡୁଆ । ପତ୍ନୀ ଆଦ୍ରିଜାଙ୍କ ଅଭିଯୋଗ କ୍ରମେ ଉତ୍ତରାଖଣ୍ଡ ଡେରାଡୁନ ପୋଲିସ ରୁଜୁ କରିଛି ପାରିବାରିକ ହିଂସା ମାମଲା  ।  ଡେରାଡୁନର ରାଜପୁର ପୋଲିସ ଷ୍ଟେଶନରେ ଅର୍କେଶ ସିଂହଦେଓଙ୍କ ସହ ରାଜ ପରିବାରର ଆଉ ୪ ଜଣଙ୍କ ବିରୋଧରେ ମଧ୍ୟ ପାରିବାରିକ…

କାର୍ ରେସିଂ ଶୋ’ରେ ଫୁଟିଲା ଗୁଳି; ୧୦ ରୋଡ୍‌ ରେସର ମୃତ, ୯ ଆହତ

ୱାଶିଂଟନ: ଆମେରିକାର ବନ୍ଧୁକ ଫୁଟିବା ନିତିଦିନିଆ ଘଟଣ ହୋଇଗଲାଣି। ନିକଟରେ ଏଭଳି ଅନେକ ଗୁଳିକରି ହତ୍ୟା ଘଟଣା ଘଟିଥିବା ବେଳେ ଶନିବାର ପୁଣି ଏକ ବଡ଼ ଦୁର୍ଘଟଣା ଘଟିଛି। ଶନିବାର ମେକ୍ସିକୋ ଉତ୍ତରାଞ୍ଚଳର ବାଜା କାର୍ଲିଫର୍ଣ୍ଣିଆ ଏକ କାର୍ ଶୋ’ରେ ଗୁଳିକାଣ୍ଡ ଘଟିଛି। ଏଥିରେ ୧୦ ଜଣ ରୋଡ୍‌…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣି

ସୋନପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣି । ଲାଞ୍ଚ ନେବାବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ । ଏବେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଏହି ଲାଞ୍ଚୁଆ କିରାଣୀ ହେଲେ  ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି…

ରିସାଇକ୍ଲି ସାମଗ୍ରୀରୁ ପ୍ରସ୍ତୁତ ଜାକେଟ ପିନ୍ଧି ଜି-୭ ସମ୍ମିଳନୀରେ ଯୋଗ ଦେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ହିରୋସୀମା ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏବେ ସାରା ବିଶ୍ୱର ନଜର । ଆଜି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ମୋଦି ସ୍ୱତନ୍ତ୍ର ଜାକେଟ । ଏହି ସ୍ୱତନ୍ତ୍ର ଜାକେଟ…

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ; ୧୫ଟି ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ

ବାଲେଶ୍ୱର: ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ। ୧୫ଟି ବଗିକୁ ପଛରେ ଛାଡ଼ି ଗଡ଼ିଗଲା ଇଞ୍ଜିନ୍। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଟ୍ରେନ୍‌ଟି ହାୱଡାରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଓଡିଶା ସୀମା ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର ନେକୁରସିନି ଷ୍ଟେସନ…

ପାକିସ୍ତାନରେ ଓଡ଼ିଶା ସିମ୍ କାର୍ଡ ଅପରେଟ୍ ଘଟଣା, ଯାଜପୁରରେ ୨ ଅଟକ

ଭୁବନେଶ୍ୱର: ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାରେ ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଯାଜପୁରରୁ ଉଠାଇ ନେଲା ଏସ୍‌ଟିଏଫ୍‌। ଦେଶଦ୍ରୋହୀ କାର୍ଯ୍ୟ କରିବା ଅଭିଯୋଗରେ ଏସ୍‌ଟିଏଫ୍‌ ସେମାନଙ୍କୁ ଅଟକ ରଖିଛି। ସେମାନଙ୍କ ଠାରୁ ମୋବାଇଲ୍ ଜବତ କରାଯାଇଥିବା ବେଳେ…

ମୁଣ୍ଡୁଳି ବ୍ୟାରେଜ ଉପରେ ଥୁଆ ହୋଇଛି ସ୍କୁଟି, କୁଆଡେ ଗଲେ ଛାତ୍ରୀ ?

ଭୁବନେଶ୍ୱର: ମୁଣ୍ଡଳି ବ୍ୟାରେଜରୁ ଡେଇଁ ପଡିଲେ ଛାତ୍ରୀ । ଏ ଯାଏ ଯୁବତୀଙ୍କର ପତା ମିଳିନି ।  ଗତକାଲି ରାତିରେ ମୁଣ୍ଡଳି ବ୍ୟାରେଜ ଉପରେ ସ୍କୁଟି ରଖି ଯୁବତୀ ଜଣକ ପାଣିକୁ ଡେଇଁ ପଡିଛନ୍ତି। ପୋଲିସ୍ ଖୋଜାଖୋଜି କରୁଛି। ସମ୍ପୃକ୍ତ ଯୁବତୀ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରଏବଂ ତାଙ୍କ ନାଁ…

ସାହିତ୍ୟ, ସ୍ୱତଃସ୍ଫୂର୍ତ୍ତ ଆବେଗର ଧାରା : ଘନଶ୍ୟାମ ପଲେଇ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଘନଶ୍ୟାମ ପଲେଇ। ସାହିତ୍ୟ ସର୍ଜନାରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ ।…