Latest Odisha News

BREAKING NEWS

Yearly Archives

2023

ଆଜି ହଜି ଯିବ ଛାଇ; ୧୧ଟା ୪୩ ମିନିଟ୍‌ରେ ଦେଖିବେ ଛାୟା ହୀନ କାୟା

ଭୁବନେଶ୍ୱର: ଆଜି ଶୂନ୍ୟ ଛାୟା ଦିବସ । କାୟାରୁ ହଜିଯିବ ଛାୟା ।ଯେଉଁ ଛାଇ ଆମର ପଛେ ପଛେ ଧାଉଁଥାଏ, ଆମର ପାଖ ଛାଡି ନ ଥାଏ ସେ ଆଜି ଆମଠାରୁ ଅଲଗା ହୋଇଯିବ  ।  ଆଜି ଭୁବନେଶ୍ୱରରେ ଜିରୋ ସ୍ୟାଡୋ ଡେ’।   ଦିନ ୧୧ଟା ୪୩ ମିନିଟ୍‌ରେ ହଜି ଯିବ ନିଜ ଛାଇ। ଜ୍ୟୋତିର୍ବିଜ୍ଞାନୀଙ୍କ କହିବା…

ମୋଦିଙ୍କୁ ବାଇଡେନଙ୍କ ଉଚ୍ଛ୍ୱସିତ ପ୍ରଶଂସା: କହିଲେ, ଆପଣ ଆମେରିକାରେ ଖୁବ ଲୋକପ୍ରିୟ..ମୁଁ ଆପଣଙ୍କ ଅଟୋଗ୍ରାଫ…

ହିରୋସୀମା: ଆମେରିକା ରାଷ୍ଟ୍ରପତିଙ୍କ ମୁହଁରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂରି ଭୂରି ପ୍ରଶଂସା । କ୍ୱାଡ ମିଟିଂ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜୋ ବାଇଡେନଙ୍କ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା ସମସ୍ତଙ୍କୁ ଆମୋଦିତ କରିଛି । ବଡ ବଡ ରାଲିକୁ ମ୍ୟାନେଜ କରିବାରେ ମୋଦି…

ଶିଶୁ କବିତା : ପୁଷି ମାଉସୀ

ପ୍ରଣତି ଆଚାର୍ଯ୍ୟ ମିଶ୍ର ପୁଷି ମାଉସୀ ପୁଷି ମାଉସୀ ଆ ପାଖକୁ ଯାଅନି ଋଷି କଂଅଳ ଦେହ ତୋର ବାଘମାମୁଁ ତୋ ଅଟେ କି ଭାଇ ଦିଶୁ କେଡେ ସୁନ୍ଦର।। ବାପା ତୋ ପାଇଁ ଆଣି ଅଛନ୍ତି ଆମ ଗାଡିଆ ମାଛ ଖାଇ ଖୁସିରେ ଶୋଇବୁ ଯାଇ ହଲାଇ ତୋର ପୁଛ।। ମିଆଁଉ ମିଆଁଉ ଡାକିବୁ ଯେବେ ଯିବି ତୋ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୧)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସୁନ୍ଦର କାଠର ସାଇଡ଼୍ ବୋର୍ଡ଼, ଗୋଟେ କାଉଚ୍ ଏବଂ ଚମତ୍କାର ଚିତ୍ରଥିବା କିଛି ତକିଆରେ ଲାଉଞ୍ଜଟି ଖୁବ୍ ବିଳାସମୟ ଦିଶୁଥିଲା । କିଛି ଲୋକ ବସି ଖବରକାଗଜ ଓ ମାଗାଜିନ୍ ପଢ଼ୁଥିଲେ । ସିଗାରେଟ୍ ପିଇବା ପାଇଁ ଗୋଟିଏ…

କବିତା : ନୀଳ ଜହ୍ନ

ରାଜ କିଶୋର ନାୟକ ତୁମେ ଆକାଶର ନୀଳ ଜହ୍ନ ସତ ମୁଁ ଧରଣୀ ଶ୍ବେତ କଇଁ ତୁମରି ଜୋଛନା ପରସ ପାଇ ମୁଁ ନିଶିଥେ ଉଠଇ ଚେଇଁ । ନୀଳାକାଶେ ତୁମେ ଧୂସର ବାଦଲ ମୁଁ ବୈଶାଖୀ ଶୁଷ୍କ ନଈ ଆଷାଢ ପ୍ରଥମ ଵରଷା ଛୁଆଁରେ ଧୀରେ ଧୀରେ ଯାଏ ବହି ତୁମେ ଆକାଶର....। ଫଗୁଣରେ ତୁମେ ମଳୟ ପବନ…

ଭାଷା ଭାଗବତ : ସତ୍ୟ-ସଂପୃକ୍ତ ବାଣୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯା ନୁହେଁ ନିଜ ଅନୁଭୂତି ତାହା ହିଁ ଲେଖୁଥିଲେ ନିତି ହୁଏନି ଭାଷାର ଉନ୍ନତି ଜାଗେନି ମନେ ଭାଷା-ପ୍ରୀତି ପଠିତ କଥା ଲେଖି ପୁଣି ପୃଷ୍ଠାରେ ଦେଲେ ସୁଦ୍ଧା ବୁଣି ଭାଷାର ବିକାଶ, ବର୍ଧନ ସ୍ଥଗିତ ରହେ ବହୁ ଦିନ ଯାଂତ୍ରିକ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଏହି କ୍ରମରେ ଆମେ ଆଜି ଜାଣିବା କିଛି ଏମିତି ସେବକଙ୍କ ବିଷୟରେ ଯେଉଁମାନେ ଶ୍ରୀଜୀଉମାନଙ୍କ ପ୍ରତ୍ୟକ୍ଷ ସେବା ନକରିଲେ ମଧ୍ଯ ପରୋକ୍ଷ ସେବାରେ ଏହାଙ୍କ ଯୋଗଦାନ…

ବହୁ ଗୁଣକାରୀ ବେଲ ; ବେଲ ସରବତ ପିଇଲେ ମିଳିଥାଏ ଏହି ସବୁ ଫାଇଦା…

ଖରାଦିନେ ସାଧାରଣତଃ ଶରୀରରେ ଜଳୀୟ ଅଂଶର ଅଭାବ ରହିଥାଏ । ତେଣୁ ଶରୀରର ଜଳର ଅଭାବକୁ ପୂରଣ କରିବାକୁ ବିଭନ୍ନ ପ୍ରକାର ଫଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ସମସ୍ତ ଫଳ ମଧ୍ୟରୁ ବେଲ ଏପରି ଏକ ଫଳ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ଫଳରୁ ଔଷଧୀୟ ଗୁଣ ପ୍ରଚୁର ପରିମାଣରେ ମିଳିଥାଏ । ଏହା…

ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ

ଭୁବନେଶ୍ବର : ପ୍ରଫେସର ରାଧାକାନ୍ତ ମିଶ୍ର ସ୍ମୃତି ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରର ସଭା ଗୃହରେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ ୨୦୨୩ ମସିହା ପାଇଁ ରଘୁନାଥ…

୨୫୦୦ ଟଙ୍କାରେ ନାଇଟ୍ ଆଉଟ୍‌: ଭରପୂର ମସ୍ତି କଲେ ତିନି ଭଉଣୀ

ଲଣ୍ଡନ: ସମୟ ବଦଳିବା ସହିତ ଲୋକଙ୍କ ଚଳଣି ଓ ମାନସିକତାରେ ଆସିଛି ଅନେକ ପରିବର୍ତ୍ତନ । ପୂର୍ବରୁ ପ୍ରଚଳିତ ମାନସିକତା ଆଧାରରେ ରାତିରେ କେହି ବି ବାହାରେ ବୁଲିବାକୁ ପସନ୍ଦ କରୁ ନ ଥିଲେ । ମୋଟ ଉପରେ ଘର ଓ ପରିବାର ଭିତରେ ବିନା ଅନୁମତିରେ ରାତିରେ ବାହାରେ ବୁଲିବା କିମ୍ବା ସମୟ କାଟିବାକୁ ଏକ…