ପାଣି ଭିତରେ ଅଙ୍କିତାଙ୍କୁ ଚୁମ୍ବନ ଦେଲେ ମିଲିନ୍ଦ, ଫଟୋ ଭାଇରାଲ
ମୁମ୍ବାଇ: ବଲିଉଡ଼ ଅଭିନେତା ମିଲିନ୍ଦ ସୋମନ ଏବେ ଖୁବ୍ ଚର୍ଚ୍ଚାରେ । ସେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ତାଙ୍କ ପତ୍ନୀ ଅଙ୍କିତା କନୱାରଙ୍କ ସହ ମାଳଦ୍ୱୀପ ବୁଲିବାକୁ ଯାଇଛନ୍ତି । ସେଠାରେ ପାଣିଭିତରେ ପତ୍ନୀ ଅଙ୍କିତାଙ୍କୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି ।…