ଭାଷା ଭାଗବତ : ବଂଶ ଲୋପ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କାଳ-ପ୍ରବାହ ଅବିରତ
ହେଲେଁ ନିତି ଅନୁଭୂତ
ଅତୀତ ଆଉ ଭବିଷ୍ଯତ
କରିଛୁଁ ମିଛେ ବିଭାଜିତ
ଆକାଶ, ସାଗର ଓ ଭୂଇଁ
ଥିଲେ ହେଁ ଯୋଡ଼ାଯୋଡ଼ି ହୋଇ
ମଣିଷ ଟାଣେ ସୀମାରେଖା
ପ୍ରମାଣ କରେ ଅଟେ ବୋକା
ବିଶ୍ବକୁ କରି ବହୁ ଭାଗ
ଭୋଗୁଛି…