ବାଚସ୍ପତି କହିବାକୁ ଦେଲେନି ବୋଲି ସଂସଦ ଭିତରେ ପୋଷାକ ଖୋଲି ଦେଲେ ଏମପି
କାଠମାଣ୍ଡୁ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଜଣେ ସାଂସଦ ସମସ୍ତଙ୍କ ସମ୍ମୁଖରେ ନିଜର ପୋଷାକ ଖୋଲୁଛନ୍ତି। ଏହାକୁ ନେଇ ୟୁଜର୍ସମାନେ ଖୁବ ପ୍ରତିକ୍ରିୟା ରଖିଛନ୍ତି । ଭିଡିଓଟି ନେପାଳର ବୋଲି ଜଣାଯାଇଛି । ଜଣେ ନିର୍ଦ୍ଦଳୀୟ ସାଂସଦ ଅମରେଶ…