ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୮)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ତା’ ପରଦିନ ସକାଳେ, ପିଲାମାନେ ଡାଇନିଂଗ୍ ରୁମ୍କୁ ଗଲାବେଳକୁ ଦେଖିଲେ, ରାଗ ତମତମ ହୋଇ ମାମା ଜଳଖିଆ ତିଆରି କରୁଛନ୍ତି । ପିଲାଙ୍କୁ ଦେଖିଲା ମାତ୍ରେ ସେ କହିଲେ, “ସମୀରା, ତୁ ଯାଇ ମେଲ୍ବକ୍ସ୍ ଦେଖ । ବୀରା,…