Latest Odisha News

BREAKING NEWS

Yearly Archives

2023

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଯୋଗ ଉତ୍ସବ-୨୦୨୩

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ମୋରାର୍ଜୀ ଦେଶାଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଯୋଗ, ଆୟୁଷ୍ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ“ୟୋଗୋତଶବ-୨୦୨୩” ପାଳନ କରିଛି । ଯୋଗର ଅଷ୍ଟମ ଆନ୍ତର୍ଜାତୀୟ ଦିବସ ଉପଲକ୍ଷେ କେନ୍ଦ୍ର ମନ୍ତ୍ରଣାଳୟ ଦ୍ଵାରା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାରେ ଅବହେଳା, ଘର ନିକଟରେ ଉଡିଲା ଡ୍ରୋନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁରକ୍ଷାରେ ମାରାତ୍ମକ ତ୍ରୁଟି ଦେଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଘର ନୋ ଫ୍ଲାଇଜୋନରେ ଥିଲେ ମଧ୍ୟ ତାଙ୍କ ବାସଭବନ ନିକଟରେ ଡ୍ରୋନ ଉଡିଥିବା ଅଭିଯୋଗ ଆସିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଡ୍ରୋନ ଉଡାଇଥିବା…

କର୍ଣ୍ଣାଟକ ନିର୍ବାଚନ, ରାହୁଲ ଖେଳିଲେ ଜିଏସଟି କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକରେ ଏବେ ପ୍ରତିଶୃତିର ପାହାଡ଼। ବିଜେପି କଂଗ୍ରେସର ପ୍ରଚାର ସାଙ୍ଗକୁ ପ୍ରମୁଖ ନେତାମାନେ ଗଦା ଗଦା ପ୍ରତିଶୃତି ଦେଉଛନ୍ତି। ଯାହାକୁ ନେଇ ସରଗରମ କର୍ଣ୍ଣାଟକ ରାଜନୀତି। ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ବଡ଼ ଘୋଷଣାଟିଏ କରିଦେଇଛନ୍ତି।…

ମୋତେ ଚ୍ୟାଲେଞ୍ଜିଂ ଚରିତ୍ର ବହୁତ ପସନ୍ଦ: ଶେହନାଜ ଗିଲ୍

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି ଜାନ\' ବକ୍ସ ଅଫିସରେ ଏତେଟା ସଫଳତା ପାଇଲା ନାହିଁ । ଏହି ଫିଲ୍ମରେ ସଲମାନଙ୍କ ସହ ଅଭିନୟ କରିଥିବା ଶେହନାଜ୍ ଗିଲ୍ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଏଥିରେ ଶେହନାଜ ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ଶେହନାଜଙ୍କ…

ବିଶ୍ୱ କଲ୍ୟାଣ ପାଇଁ ତପସ୍ୟା : ଚାରିପଟେ ନିଆଁ ଜାଳି ଡ଼ହ ଡ଼ଡ ଖରାରେ ବସିଲେ ସାଧୁ

ଉଦୟପୁର: ଏପ୍ରିଲ ମାସରେ ପ୍ରବଳ ଖରା ଯୋଗୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । କିନ୍ତୁ ରାଜସ୍ଥାନରେ ଏବେ ଜଣେ ସାଧୁ ବିଶ୍ୱର କଲ୍ୟାଣ ପାଇଁ ଡ଼ହ ଡ଼ହ ଖରାରେ ବସି ତପସ୍ୟା କରିବା ସମସ୍ତଙ୍କୁ ଚକିତ କରିଛି । ରାଜସ୍ଥାନ ଉଦୟପୁରର ଜାଡ଼ୋଲ ଉପଖଣ୍ଡ ଖାଗଡ଼ ଗାଁରେ ରହିଛି ଗୋପେଶ୍ୱର ମହାଦେବ…

ବାୟୋଲୋଜିକାଲ ଲାବରୋଟେରୀକୁ କବଜା କଲେ ସୁଡାନ ବିଦ୍ରୋହୀ, ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଖାର୍ତୁମ: ସୁଡାନରେ ଏବେ ଗୃହଯୁଦ୍ଧ ଚାଲିଛି । ସୁଡାନ ସେନା ଓ ର‌୍ୟାପିଡ ସପୋର୍ଟ ଫୋର୍ସ ମଧ୍ୟରେ ୧୫ ଏପ୍ରିଲରୁ ସଂଘର୍ଷ ଆରମ୍ଭ ହୋଇଛି । ଏ ପର୍ଯ୍ୟନ୍ତ ପାଖାପାଖି ୫୦୦ ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ସୁଡାନର ଥିବା ବାୟୋଲୋଜିକାଲ ଲାବରୋଟେରୀକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ କବଜା ନେଇଛି ।…

ବିଶୃଙ୍ଖଳା ପାଇଁ ଆୟୋଜକକାରୀଙ୍କୁ ଦାୟୀ କରିବା ହିନ୍ଦୁ ବିରୋଧୀ ମାନସିକତା ନୁହେଁ କି ?: ବିଜେପି

ଭୁବନେଶ୍ୱର: ବିଜେଡି ଶାସନରେ ଓଡ଼ିଶାରେ ଅରାଜକତା ବ୍ୟାପିଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଦେଖା ଦେଇଥିବାରୁ ଓଡ଼ିଶାବାସୀଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ପରେ ଝାରସୁଗୁଡ଼ାରେ ଏକ ଶିଶୁର ଅପହରଣ ଓ ମୃତଦେହ ମିଳିବା ଏବଂ ସେହିପରି…

ଦାମୀ ଘର କିଣିଲେ ଆଲିଆ: ଭଉଣୀଙ୍କୁ ଦେଲେ ଉପହାର

ମୁମ୍ବାଇ: ଭଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ । ଚଳିତ ମାସରେ ଆଲିଆ ମୁମ୍ବାଇରେ ଦୁଇଟି ଘର କିଣିଛନ୍ତି । ଗୋଟିଏ ଘରକୁ ସେ ତାଙ୍କ ସାନ ଭଉଣୀଙ୍କୁ ଉପହାର ଦେଇଥିବା ବେଳେ ଆଉ ଗୋଟିଏ ଘର ସେ ନିଜ ପ୍ରଡ଼କ୍ସନ ହାଉସ ନାଁରେ କିଣିଛନ୍ତି । ଆଲିଆ ମୁମ୍ବାଇର…

ପ୍ରଥମ ଥର ପାଇଁ ମନୀଷଙ୍କୁ ଅଭିଯୁକ୍ତ ଦର୍ଶାଇଲା ସିବିଆଇ

ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ ପ୍ରଥମ ଥର ପାଇଁ ମନୀଷ ସିସୋଡିଆଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ସିବିଆଇ ଚାର୍ଜଶିଟରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ବଡ ନେତା ଅଭିଯୁକ୍ତ ହେବା ଦଳ ପାଇଁ ଶକ୍ତ ଧକ୍କା ସଦୃଶ । ଦାଖଲ…

ଅଷ୍ଟ୍ରେଲିଆରେ ଭାରତୀୟ ବଂଶୋଦ୍ଭବଙ୍କ କୁକର୍ମ: ୫ କୋରିଆନ୍‌ ମହିଳାଙ୍କୁ ବଳତ୍କାର କରିବା ଅଭିଯୋଗରେ ଦୋଷୀ ସାବସ୍ତ୍ୟ

ସିଡନୀ : ଅଷ୍ଟ୍ରେଲିଆର ଭାରତୀୟ ବଂଶୋଦ୍ଭବଙ୍କ କଳା କାରନାମା । ନିଶା କାରବାର ସହ  ୫ ଜଣ କୋରିଆ ମହିଳାଙ୍କୁ  ବଳତ୍କାର କରି ଘଟଣା ଘଟାଇ ଏବେ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚାରେ ଅଛନ୍ତି । ଏହି ବ୍ୟକ୍ତିଜଣକ ୫ କୋରିଆନ ମିହଳାଙ୍କୁ ନିଶା ଦେଇ ବଳାତ୍କାର କରିଥିଲେ । ଆଉ ଗୁପ୍ତ କ୍ୟାମେରାରେ…