Latest Odisha News

BREAKING NEWS

Yearly Archives

2023

ଓଡ଼ିଶା ମେଟ୍ରୋ ରେଳ ପାଇଁ ଡିପିଆର୍ ପ୍ରସ୍ତୁତ କରିବ ଡିଏମ୍ଆରସି

ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ପାଇଁ ସରକାର ଆଉ ପାଦେ ଆଗକୁ ବଢ଼ିଛନ୍ତି । ବହୁ ପ୍ରତିକ୍ଷୀତ ମେଟ୍ରୋ ପ୍ରକଳ୍ପ ଲାଗି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁ କରିବ ବୋଲି ଜଣା ପଡ଼ିଛି । ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପୁରୀରେ…

ସାବଧାନ! ଶ୍ରୀମନ୍ଦିର ଭିତରେ ବୁଲୁଛନ୍ତି ୟୁପି, ବିହାରର ଲୁଟେରା

ପୁରୀ:ଲୁଟେରା ମାତିଛନ୍ତି । ମନ୍ଦିର ଭଳି ପବିତ୍ର ସ୍ଥାନକୁ ବି ଛାଡୁ ନାହାନ୍ତି । ଏଇ ଲୁଟେରାଙ୍କ ଚେର ବହୁତ ଲମ୍ବା । ନିଜ ରାଜ୍ୟ ସମେତ ବାହାର ରାଜ୍ୟରେ ମେଲିଛି ଏମାନଙ୍କର କାୟା । ଶ୍ରୀମନ୍ଦିର ଭିତରେ  ବୁଲୁଛନ୍ତି ୟୁପି, ବିହାରର ଲୁଟେରା । ମୌକା ଦେଖି ଭକ୍ତଙ୍କୁ ଲୁଟୁଛନ୍ତି । ଏମିତି…

ମାଆ-ଝିିଅଙ୍କ ମଧ୍ୟରେ ୨୫ ବର୍ଷର ପାର୍ଥକ୍ୟ : ଏବେ ଦେଖିବାକୁ ପୁରା ଯାଆଁଳା

ପର୍ତ୍ତୁଗାଲ: ସାଧାରଣତଃ ପିଲାମାନେ ନିଜ ବାପାମାଆ କିମ୍ବା ପରିବାରର ସଦସ୍ୟଙ୍କ ଚେହେରା ପରି ହୋଇ ଜନ୍ମ ନେଇଥାନ୍ତି । ପିଲାଙ୍କ ବୟସ ବଢିବା ପରେ ସେମାନେ ବାପାମାଆଙ୍କ ପରି ଅବିକଳ ଦେଖାଯାନ୍ତି । ଏବେ ସେମିତି ଏକ ମାଆଝିଅଙ୍କ ମଧ୍ୟରେ ବୟସର ପ୍ରାର୍ଥକ୍ୟ ୨୫ ବର୍ଷ ହୋଇଥିଲେ ମଧ୍ୟ ସେମାନେ…

ଅପରେଶନ କାବେରୀ: ପ୍ରଥମ ପର୍ଯ୍ୟାୟରେ ସୁଦାନରୁ ଫେରିଲେ ୨୭୮ ଭାରତୀୟ

ସୁଦାନ:ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସମେତ ଅନ୍ୟ ବିଦେଶୀ ନାଗରିକଙ୍କୁ ଉଦ୍ଧୋ କରବା ପାଇଁ ଆରମ୍ଭ ହୋଇଛି ମିଶନ କାବେରୀ । ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅପରେଶନର ପ୍ରଥମ ପର୍ଯ୍ୟାୟରେ ୨୭୮ ଜଣ ଲୋକଙ୍କୁ ନେଇ ଫେରିଛି ଭାରତୀୟ ଯୁଦ୍ଧପୋତ ଆଇଏନଏସ ସୁମେଧା ।…

ପ୍ରବାସୀ ଓଡ଼ିଆ ବିକାଶ ସମିତିର ମହା ବିଷୁବ ସଂକ୍ରାନ୍ତି ମିଳନ

ନୂଆଦିଲ୍ଲୀ : ପ୍ରବାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନର ପ୍ରେକ୍ଷାଳୟରେ ମହା ବିଷୁବ ସଂକ୍ରାନ୍ତି ମିଳନ କାର୍ଯକ୍ରମ ଆୟୋଜିତ ହୋଇ ଯାଇଛି ।ଏହି ଅବସରରେ ଶୈଳେନ୍ଦ୍ର ସ୍ଵାଇଁଙ୍କ ଦ୍ଵାରା ସମ୍ପାଦିତ ପ୍ରବାସୀ ଓଡ଼ିଆ ସ୍ମରଣିକା ୨୦୨୩ ଉନ୍ମୋଚିତ…

୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବାଇଡେନ୍ ଓ କମଲା ହ୍ୟାରିସ୍

ୱାଶିଂଟନ୍: ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବାଇଡେନ୍ । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି ଜୋ ବାଇଡେନ୍ । ଏନେଇ ସେ ଏକ ୩ ମିନିଟର କ୍ୟାମ୍ପେନ୍ ଭିଡିଓ ଜାରି କରିଛନ୍ତି । କ୍ୟାମ୍ପେନ ଭିଡିଓରେ ଆମେରିକୀୟ ଗଣତନ୍ତ୍ରକୁ ସୁରକ୍ଷା ଦେବା କଥା କୁହାଯାଇଛି ।…

ଆଉ ୫ ଦିନ କାଳବୈଶାଖୀ, ୨୪ ଘଣ୍ଟା ପାଇଁ ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଉତ୍ତରପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୧.୫ କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟରେ ଆଉ ୫ ଦିନ ଘଡ଼ଘଡ଼ି ବର୍ଷା ଲାଗି ରହିବ । ଏନେଇ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ବେଳେ ଆଗାମୀ…

ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲା କୁନି ହାତର ଯାଦୁ: ମୋଦି କହିଲେ କି ଅଦ୍ଭୁତ ପ୍ରତିଭା !

ନୂଆଦିଲ୍ଲୀ:କୁନି କୁନି ହାତରେ ଛୁଇଁ ଦେଉଥିଲା । ସେଇ ଛୁଆଁରେ ସୃଷ୍ଟି ହେଉଥିଲା ମନଜିଣା ସ୍ୱର । ସେ ସ୍ୱର ଛୁଇଁ ଯାଇଥିଲା କୋଟି କୋଟି ହୃଦୟକୁ । ଏପରିକି ପ୍ରଧାନମନ୍ତ୍ରୀ ବି ଏଥିରୁ ବାଦ ପଡି ନ ଥିଲେ । କୁନି ଝିଅର ଏଇ ପ୍ରତିଭା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବିଭୂତ କରି ଦେଇଥିଲା । କୁନି…

ଖାଇଗଲେ ଚାଷୀଙ୍କ ୧୨ କୋଟିର ସବସିଡି, ଅନ୍ନପୂର୍ଣ୍ଣା ଆଗ୍ରୋର ଆଉ ଜଣେ ଡିଲର୍ ଗିରଫ

ଭୁବନେଶ୍ୱର: ଚାଷ ଉପକରଣ କିଣିବା ବେଳେ ଚାଷୀଙ୍କୁ ମିଳୁଥିବା ସବସିଡି ଠକେଇ ମାମଲାରେ ଇଓଡବ୍ଲୁ ଅନ୍ନପୂର୍ଣ୍ଣା ଆଗ୍ରୋର ଆଉ ଜଣେ ଡିଲରଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ସୋନପୁର ଡୁଙ୍ଗୁରିପାଲ୍ଲୀର ଚଉତୁରା ଦୀପ । ସେ କେବିକେ ଦୀପ ଆଗ୍ରୋ ସେଲ୍ସର ମୁଖ୍ୟ । ଚାଷ ଉପକରଣରେ ସରକାର…

ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି; ପିଲାଙ୍କୁ ମିଳିବ ଗ୍ରେସ ମାର୍କ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ।   ୧୦ମ ଶ୍ରେଣୀ ସାମାଜିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ନେଇ ଛାତ୍ରଛାତ୍ରୀ ଚିନ୍ତାରେ ଥିବାବେଳେ ବୋର୍ଡ ନିଷ୍ପତ୍ତି ଦେଇଛି ଆଶ୍ୱସ୍ତି   । ପ୍ରଶ୍ନପତ୍ର ତ୍ରୁଟି ପାଇଁ ମିଳିବ ଗ୍ରେସ ମାର୍କ ।…