Latest Odisha News

BREAKING NEWS

Yearly Archives

2023

ଯୁବତୀଙ୍କୁ ସୁରକ୍ଷା ଦେଉଛି କୁକୁଡ଼ା: ରାତିରେ ଏକୁଟିଆ ଗଲେ ସାଙ୍ଗରେ ବି ଯାଏ କୁକୁଡ଼ା

ଲଣ୍ଡନ: ଘର ଓ ବ୍ୟକ୍ତିଗତ ସୁରକ୍ଷା ପାଇଁ ଅନେକ ଲୋକେ ଘରେ କୁକୁର ରଖିଥାନ୍ତି । ଏହି ଧାରା ସବୁଠି ଲୋକମାନେ ଅନୁପାଳନ କରିଥାନ୍ତି । କିନ୍ତୁ ଭାବନ୍ତୁ, ଯଦି କେହି ଏକାକୀ ବାହାରକୁ ଗଲାବେଳେ ସାଙ୍ଗରେ କୁକୁର ବଦଳରେ କୁକୁଡ଼ା ନେଇ ଯାଆନ୍ତି,ତେବେ ଲୋକଙ୍କ ଧାରଣା କ’ଣ ହେବ । କୁକୁର ବଦଳରେ…

ଗୋପାଳପୁର ମିଲିଟାରୀ ଷ୍ଟେସନରେ ଏୟାର ଡିଫେନ୍ସର ପ୍ଲାଟିନମ୍ ଜୟନ୍ତୀ

ବ୍ରହ୍ମପୁର: ଏୟାର ଡିଫେନ୍ସ ରେଜିମେଣ୍ଟର ପ୍ଲାଟିନମ୍ ଜୁବିଲି ଗୋପାଳପୁର ସ୍ଥିତ ମିଲିଟାରୀ ଷ୍ଟେସନରେ ପାଳିତ ହୋଇ ଯାଇଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଯୋଗ ଦେଇ ଯବାନଙ୍କ ପ୍ରଶଂସା କରିଥିଲେ । ଦେଶ ସେବାରେ ସମର୍ପିତ ଯବାନ ଓ ଅଗ୍ନିବୀରଙ୍କୁ ଭେଟିଥିଲେ ରାଜ୍ୟପାଳ ।…

ଆଗାମୀ ପାଞ୍ଚ ବର୍ଷରେ ଦେଶର ଜିଡ଼ିପିରେ ଷ୍ଟାର୍ଟଅପ୍ ଅଭିବୃଦ୍ଧି ହାର ୫% ଛୁଇଁବ: ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ବର: ଭାରତରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି ଏବଂ ଆସନ୍ତା ପାଞ୍ଚ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଏହାର ଅଭିବୃଦ୍ଧି ୫% ଛୁଇଁବ । ରାଉରକେଲା ସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନଆଇଟି)ର ଛାତ୍ରଛାତ୍ରୀ ମାନଙ୍କ ସହ ଏକ ଆଲୋଚନା କାର୍ଯ୍ୟକ୍ରମରେ…

ପ୍ରାକ୍‍-ମଧୁମେହକୁ ରୋକାଯାଇ ପାରିବ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନଶୈଳୀ ଏବଂ ଶାରୀରିକ ପରିଶ୍ରମ ନ କରିବା କାରଣରୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏଥିରେ ପରିବର୍ତ୍ତନ ଅଣାଯାଇପାରିଲେ ଲୋକମାନେ ପ୍ରାକ୍‍-ମଧୁମେହ (ପ୍ରି-ଡାୟାବେଟିସ୍‍) ଅବସ୍ଥାରୁ ନିଜକୁ ରକ୍ଷା କରିପାରିବେ । ବର୍ତ୍ତମାନ ପ୍ରାକ୍‍-ମଧୁମେହ…

ଢିଙ୍କିଆରୁ ଜିନ୍ଦଲକୁ ହଟାଇବାକୁ ଦାବି, ଦୋହରାଇଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଢିଙ୍କିଆରେ ଜିନ୍ଦଲ କମ୍ପାନୀର ପ୍ରକଳ୍ପକୁ ଝଟକା। ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ ବା ଏନଜିଟି ଜିନ୍ଦଲ କମ୍ପାନୀର ପରିବେଶ ମଞ୍ଜୁରୀକୁ ବାତିଲ କରିଛି। ଏହାପରେ ସଂପୃକ୍ତ କମ୍ପାନୀ ନିର୍ମାଣ କାମ ଜାରି ରଖିଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବେଶବିତ। ଆଉ ରାଜ୍ୟ…

ରେଡ଼ ଲଢେଇ, ମୁହାଁମୁହିଁ ବିଜେଡି ବିଜେପି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରେଡ଼ ରାଜନୀତି। ଆଇଟି ପକ୍ଷରୁ ବିଜେଡି ନେତା ଓ ସମର୍ଥକଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ରାଜ୍ୟ ଜିଏସଟି ତଥା ପୋଲିସ ପକ୍ଷରୁ ବିଜେପି ନେତା ଓ ସମର୍ଥକଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର…

ଧର୍ମେନ୍ଦ୍ରଙ୍କ ନଜର କେଉଁଠି ?

ଭୁବନେଶ୍ୱର: କଣ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନା। ପୂର୍ଵଭଳି ଜାତୀୟ ରାଜନୀତିରେ ରହିବେ ନା ରାଜ୍ୟରେ ପୂର୍ଣ୍ଣ ସମୟ ଦେବେ। ଲୋକସଭା ଲଢ଼ିବେ ନା ବିଧାନସଭା। ଏକା ଲଢ଼ିବେ ନା ପତ୍ନୀ ବି ଲଢ଼ିବେ। ଧର୍ମେନ୍ଦ୍ରଙ୍କୁ ନେଇ ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି।…

ଓଡିଶା ସମ୍ବାଦ ପ୍ରଭାବ, ଦୂର ହେଲା ଆଡ଼ମିଶନ ଦ୍ବନ୍ଦ୍ୱ

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ଗୁଡିକରେ ଆଡ଼ମିଶନକୁ ନେଇ ଦ୍ବନ୍ଦ୍ବ ଦୂର ହୋଇଛି। ୫ ବର୍ଷରୁ ୭ ବର୍ଷ ବୟସର ପିଲାମାନେ ପ୍ରଥମ ଶ୍ରେଣୀରେ ଆଡ଼ମିଶନ କରିପାରିବେ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜାତୀୟ ଶିକ୍ଷାନୀତି ଅନୁଯାୟୀ ୬ ବର୍ଷରେ ପ୍ରଥମ ଶ୍ରେଣୀରେ…

ଶିଖର ଧାୱନଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଗୌହାଟୀ: ଏଠାରେ ବୁଧବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ୧୯୮ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ଶିଖର ଧାୱନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଯୋଗୁ ଦଳ ବଡ ସ୍କୋର କରିବାରେ ସଫଳ ହୋଇଥିଲା । ଧାୱନ ୫୬ ବଲରେ ୯ ଚୌକା ଓ ୩ଛକା ବଳରେ ୮୬ ରନ…

କର୍ଣ୍ଣାଟକ ନିର୍ବାଚନ’ ରାହୁଲ ଡରରେ ରଣନୀତି ଫେଲ!

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ରାହୁଲ ଇମ୍ପାକ୍ଟ ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି। ଯେଉଁ କଂଗ୍ରେସ ଅଲୋଡ଼ା ହୋଇପଡିଥିଲା ଏବଂ ରାହୁଲ ଗାନ୍ଧୀଙ୍କୁ ଏଥିପାଇଁ ଦାୟୀ କରାଯାଉଥିଲା ସେହି ରାହୁଲଙ୍କ ପାଇଁ ଆଜି ବହୁ ନେତା କଂଗ୍ରେସକୁ ଆସୁଥିବା କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ…