Latest Odisha News

BREAKING NEWS

Yearly Archives

2023

ରାଜଧାନୀ ରାସ୍ତାରେ ପୋଷା କୁକୁରଙ୍କୁ ମଳତ୍ୟାଗ ମନା: ନ ମାନିଲେ ମାଲିକ ଗଣିବେ ୧୦ ହଜାର ତଣ୍ଡ

ଭୁବନେଶ୍ୱର:ପୋଷା କୁକୁର ମାଲିକଙ୍କ ଲାଗି କଠୋର ନିୟମ ଆଣିବ ବିଏମସି । ପୋଷା କୁକୁରଙ୍କୁ ଆଉ ରାସ୍ତାକଡରେ ମଳ ତ୍ୟାଗ କରାଇପାରିବେ ନାହିଁ । ଯଦି କରାଇବେ ତେବେ ୧୦ ହଜାର ଟଙ୍କା ଗଣିବାକୁ ପ୍ରସ୍ତୁତ ହୋଇଯାନ୍ତୁ । ପୋଷା କୁକୁରଙ୍କ ଲାଗି ବିଏମସିର ମାର୍ଗଦର୍ଶିକା ଚୂଡାନ୍ତ ପର୍ଯ୍ୟାୟରେ…

ସରକାରୀ ଇଚ୍ଛାଧୀନ କୋଟାରେ ୯୩ ଆବଣ୍ଟନ ବାତିଲ, ୭୯ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ୧୯୯୬ ମସିହାରୁ ଇଚ୍ଛାଧିନ କୋଟାରେ ଆବଣ୍ଟିତ ପ୍ଲଟ୍ ଘର ଓ କୋଠାକୁ ବାତିଲ କରାଯାଇଛି। ଏହି ମାମଲାରେ ମୋଟ ୭୯ ଜଣଙ୍କର ମାମଲା ହୋଇଛି। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏନେଇ ପ୍ରଶ୍ନ…

 ହୋଡିଂ ଉପରେ ହାଇଡ୍ରାମା: ୪୦ ଫୁଟ  ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ

ଭୁବନେଶ୍ୱର:ହୋଡିଂ ଉପରେ ହାଇଡ୍ରାମା । ୪୦ ଫୁଟ ଏକ ହୋଡିଂ ଟାୱାରରେ ଚଢିଗଲେ ଜଣେ ବ୍ୟକ୍ତି l ଆତ୍ମହତ୍ୟା ଧମକ ଦେଉଥିଲେ । ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ୨ ଘଣ୍ଟା କାଳ ନାକେଦମ ହେବାକୁ ପଡିଥିଲା । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା  …

ଫାଶୀଦଣ୍ଡର ବିକଳ୍ପ ଚିନ୍ତା କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ:ଫାଶୀଦଣ୍ଡର ଆଉ କ’ଣ ବିକଳ୍ପ ରହିଛି ? ମୃତ୍ୟୁ ଦଣ୍ଡାଦେଶ ପାଇଁ ଫାଶୀ ବଦଳରେ ଆଉ କେଉଁ ପଦ୍ଧତି ଲାଗୁ କରାଯାଇ ପାରିବ ? ଅନ୍ୟ ଦେଶମାନଙ୍କରେ ଫାଶୀ ଉଠିଗଲାଣି । ତେଣୁ ଖୁବ ଶୀଘ୍ର ଏହାଉପରେ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଫାଶୀ ଦଣ୍ଡଠାରୁ ଆଉ କ’ଣ କମ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସମ୍ବାଦଟି ଶୁଣି ପଦ୍ମିନୀର ମସ୍ତିଷ୍କରେ ଶତଶତ ତରଙ୍ଗ ଚକ୍ରାକାରରେ ଖେଳିଗଲା; ଠିକ୍ ଯେମିତି ରାତ୍ରିର ଶାନ୍ତ ପରିବେଶରେ ସ୍ଥିର ଥିବା ପୋଖରୀରେ ପ୍ରତ୍ୟୁଷରୁ କେହି ଜଣେ ସନ୍ତରଣକାରୀ ଲମ୍ଫ ଦେଲାପରି । ଆଖିରେ ଆଖିଏ…

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆରବୀ ଶବ୍ଦ ଅମଳ  ଓଜନ  ଗାଏବ  ଫସଲ ଅମିନ  କଏଦୀ  ଜାମିନ  ଫାଇଦା ଅଦାଲତ  କଲିଜା  ଜମି  ଫିକର ଅଚାନକ  କାଇଦା  ଜମିଦାର  ବରାବର ଅସଲ  କାଏମ   ଜାରି  ମାମୁଲି ଅସୁଲ  କାନୁନ  ଜୁଲମ  ମୁଲକ ଅର୍ଜି  କିସମ  ଜହର  ହଇରାଣ ଆଇନା  କବର …

କବିତା : ଜାଗ୍ରତ ହୁଅ

ସୁଶ୍ରୀ ଶୁଭସ୍ମିତା ମହାନ୍ତି  ଉଠ ହେ ନାରୀ ଜାଗ୍ରତ ହୁଅ ତୁମେ ଦେଶ କରୁଛି ଆହ୍ବାନ, ଅବଳା ନିଜକୁ ଭାବ ନାହିଁ କେବେ ଦୃଢ଼ କର ତୁମ ମନ। ତୁମ ଚାରିପାଖେ ଘଟୁ ଅଛି ଯାହା ଦେଖି କାହିଁ ଚୁପ୍ ରୁହ, ସହିଷ୍ଣୁତାର ବି ସୀମା ରହିଅଛି ଅସ୍ତ୍ର ଧରି ଛିଡ଼ା ହୁଅ। ଭାବୁ ପଛେ ଯିଏ…

ରସୁଣ କେବଳ ଏକ ମସଲା ନୁହେଁ ଔଷଧ ପରି କାମ ଦେଇଥାଏ …ଜାଣନ୍ତୁ

ସାଧାରଣତଃ ରସୁଣକୁ ଆମେ ରୋଷେଇରେ ବ୍ୟବହାର କରିଥାଉ। ଏଥିସହ ଔଷଧ ରୂପେ ମଧ୍ୟ ଆମ କାମରେ ଆସିଥାଏ ରସୁଣ । ଖାଦ୍ୟ ଖାଇବା ସମୟରେ ରସୁଣ ଖାଇବାକୁ ବହୁତ ଲୋକ ପସନ୍ଦ କରିଥାଆନ୍ତି । ରସୁଣ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ରସୁଣ ଆଣ୍ଟି ବାୟୋଟିକ୍‌ ପରି ସଂକ୍ରମଣଠାରୁ ଆମକୁ ଦୂରରେ…

ଏଥିର ବିଦେଶରୁ ବିଜେପି ପାଇଁ ଭଲ ଖବର, ଓ୍ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ବିଜେପି-ଆରଏସଏସ ଓ ଯୋଗୀଙ୍କୁ ପ୍ରଶଂସା

ଓ୍ୱାଶିଂଟନ: ବ୍ରିଟେନର ବିବିସି, ଆମେରିକାର ନ୍ୟୁୟର୍କ ଟାଇମ୍ସ ଭଳି ବିଦେଶୀ ମିଡିଆର ବାରମ୍ବାର ସମାଲୋଚନାର ଶିକାର ହେଉଥିବା କେନ୍ଦ୍ରର ଶାସକ ଦଳ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏଥର ଭଲ ଖବର ଆସିଛି। ଆମେରିକାର ଅନ୍ୟତମ ପ୍ରମୁଖ ଖବରକାଗଜ 'ଓ୍ୱାଲ ଷ୍ଟ୍ରିଟ୍…

ଭାଷା ଭାଗବତ : ସ୍ବସୀମା ଲଂଘନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମୁଁ ଜଣେ ଶବ୍ଦ ସଂକଳକ ନୁହେଁ ସାହିତ୍ୟ ସଂଚାଳକ ହୋଇନି ଚେତନା ପାଳକ ଉତ୍ତୁଂଗ ଭାବ ପ୍ରକ୍ଷାଳକ ମଣିଷ ଯେଉଁ ଭାଷା କହି ସମାଜରେ ଥାଆଂତି ରହି ସେ ଭାଷା ଶୁଣି, ବୁଝି, ଜାଣେ ତାହାକୁ ହିଁ ବାସ୍ତବ ମଣେ ସେ ଜ୍ଞାନ ହେଲେ ବି ଅତ୍ୟଳ୍ପ…