ଦୁନିଆର ସବୁଠୁ ଦାମୀ ଫଳ, ମୂଲ୍ୟ ଏତେ ଯେ ହାତ ମାରି ହେବନି
ଜାପାନ: ଖାଦ୍ୟ ଏବଂ ପାନୀୟ ବିଷୟରେ କହିବାକୁ ଗଲେ ଦୁନିଆର ପ୍ରତ୍ୟେକ କୋଣରେ ବସବାସ କରୁଥିବା ଲୋକଙ୍କର ନିଜସ୍ୱ ସ୍ୱାଦ ରହିଆସିଛି । ଯେମିତି କାଶ୍ମୀରର ଆପଲ ଆମ ଦେଶରେ ପ୍ରସିଦ୍ଧ, ଆଫଗାନିସ୍ତାନର କାବୁଲରେ ଉତ୍ପାଦିତ ବାଦାମ ବିଶ୍ୱରେ ପ୍ରସିଦ୍ଧ । ଆଫଗାନିସ୍ତାନରେ ଉତ୍ପାଦିତ ଡାଳିମ୍ବ…