Latest Odisha News

BREAKING NEWS

Yearly Archives

2023

୬ ଦିନର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗରେ ମା’ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ସିଆଁରୁଇ ଗାଁରେ ୬ ଦିନର ଶିଶୁକନ୍ୟାକୁ ହତ୍ୟା ଅଭିଯୋଗରେ ପୁଲିସ ଶନିବାର ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳାଙ୍କ ନାଁ ବନ୍ଦନା ପାତ୍ର। ହତ୍ୟା କରିବାର ୧୨ ଦିନ ପରେ ମହିଳା ଜଣଙ୍କ ଗିରଫ ହୋଇଛନ୍ତି। ତାଙ୍କ ସ୍ୱାମୀ ବଳରାମ ପାତ୍ର…

ଫାଇଭ ଟି ସଚିବଙ୍କ ପାଦ ଧୋଇ ଦେବାର ଫଟୋକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ସରକାରୀ ଗସ୍ତ ବେଳେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପାଣ୍ଡିଆନଙ୍କ ପାଦକୁ ଦୁଇ ଜଣ ମହିଳା ସର୍ବସମ୍ମୁଖରେ ଧୋଇ ଦେଉଥିବାର ଦେଖିବାକୁ ମିଳିଛି। ଆଉ ପାଖରେ ଅନେକ ଲୋକ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏକ ଖଟୁଲିରେ ବା ପିଢା…

ଜାତୀୟ ଜନଜାତି କଳାବସ୍ତୁ ମେଳାର ଷଷ୍ଠ ସନ୍ଧ୍ୟା

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଷଷ୍ଠ ଦିବସରେ ଜନଜାତି ପରମ୍ପରାର ନିଚ୍ଛକ ଝଲକ ଦେଖିବାକୁ…

ଏପ୍ରିଲ ୭ରେ ମୁକ୍ତିଲାଭ କରିବ “ଡେଲିଭରୀ ବୟ’

ଭୁବନେଶ୍ୱର: ନୂଆ ଓଡିଆ ଚଳଚ୍ଚିତ୍ର "ଡେଲିଭରୀ ବୟ’ ଏପ୍ରିଲ ୭ରେ ମୁକ୍ତିଲାଭ କରିବ । ଏହାର ଟ୍ରେଲର ରିଲିଜ୍ ହେବା ପରେ ସିନେ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ଆଉ ଏହି ଉତ୍କଣ୍ଠାର ପୂର୍ଣ୍ଣଚ୍ଛେଦ ଟାଣିବାକୁ ଯାଉଛି ପ୍ରଯୋଜନା ସଂସ୍ଥା । ଏହି ଚଳଚ୍ଚିତ୍ରରେ ଅନେକ ଲୋକପ୍ରିୟ…

ଜିମ୍ ଆରିଙ୍ଗ୍‌ଟନ୍ ଦୁନିଆର ବୟସ୍କ ବଡି ବିଲ୍ଡର

ଅନେକଙ୍କ ଧାରଣା ୨୦ରୁ ୪୦ ବର୍ଷ ବୟସ୍କ ଲୋକମାନେ ହିଁ ଆଗକୁ ବଢିପାରନ୍ତି ଓ ସଫଳତା ହାସଲ କରିପାରନ୍ତି । ୪୦ ଡ଼େଇଁଲା ପରେ ଲୋକେ ବାର୍ଦ୍ଧକ୍ୟ ଆଡ଼କୁ ଗତି କରନ୍ତି । କିନ୍ତୁ ଏ ଧାରଣା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ୪୦ ବର୍ଷ ନୁହେଁ, ବରଂ ୬୦ ପରେ ହିଁ ଜୀବନରେ କିଛି ସଫଳତା ପାଇବାକୁ…

ଦୀର୍ଘତମ ଜିଭ ପାଇଁ ବିଶ୍ୱ ରେକର୍ଡ

ୱାଶିଂଟନ: ଆପଣ ନିଶ୍ଚୟ ଏପରି ଅନେକ ପଶୁଙ୍କୁ ଦେଖିଥିବେ ଯାହାର ଜିଭ ବହୁତ ଲମ୍ବା । କିନ୍ତୁ ଆପଣ କୌଣସି ମଣିଷର ଲମ୍ବା ଜିଭ ଦେଖିଛନ୍ତି କି? ଆମେରିକାର ଜଣେ ବ୍ୟକ୍ତି ନିଜ ଲମ୍ବା ଜିଭ ଆଧାରରେ ବିଶ୍ୱ ରେକର୍ଡ କରିଛନ୍ତି । ଆମେରିକାର ବାସିନ୍ଦା ନିକ୍ ଷ୍ଟୋବେର୍ଲ । ତାଙ୍କ ଜିଭ ଦୁନିଆର…

ପୁଣି ଥରେ ବିବାହ କଲେ ଦଲଜିତ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦଲଜିତ କୌର । ପ୍ରେମିକ ନିଖିଲ ପଟେଲଙ୍କୁ ବିବାହ କରିଛନ୍ତି ସେ । ଏହି ବିବାହ ଉତ୍ସବରେ ଦଲଜିତଙ୍କ ପରିବାର ଲୋକେ ଏବଂ ବନ୍ଧୁମାନେ କେବଳ ସାମିଲ ହୋଇଥିଲେ । ବିବାହ ପୋଷାକରେ ନିଖିଲ ଓ ଦଲଜିତ ଖୁବ୍ ସୁନ୍ଦର…

ମହିଳା ବକ୍ସିଂ: ଚମତ୍କାର କଲେ ପ୍ରୀତି

ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତର ପ୍ରୀତି ସାଇ ପାୱାର ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ୫୪ କିଗ୍ରା ବିଭାଗରେ ପ୍ରୀତି ଶୀର୍ଷ ମାନ୍ୟତା ପ୍ରାପ୍ତ ରୋମାନିଆର ଲ୍ୟାକାମିଓଆରା ପେରିଜକଙ୍କୁ ୪-୩ରେ ପରାସ୍ତ କରିଛନ୍ତି । ୨୦୨୨ ବିଶ୍ୱ ଚାମ୍ପିୟନଶିପରେ ଏହି…

ଅଦ୍ଭୁତ ଜୀବ: ସାପ ପ୍ରଜାତିର ବିଲେଇ ଠାବ

ଦୁନିଆରେ ଏତେ ପ୍ରକାରର ପ୍ରାଣୀ ଅଛନ୍ତି ଯେ, ଯଦି ଆପଣ ସେଗୁଡିକୁ ଗଣିବା ଆରମ୍ଭ କରିବେ ତେବେ ଆପଣ ଗଣନା ନିଶ୍ଚୟ ଭୁଲ ହେବ । କାରଣ ଏବେ ସୋସିଆଲ ମିଡ଼ିଆରେ ଏଭଳି ଅନେକ ବ୍ୟତିକ୍ରମ ଜୀବଜନ୍ତୁ ଦେଖିବାକୁ ମିଳୁଛନ୍ତି, ଯାହାର ଫଟୋ ଖୁବ୍ ଭାଇରାଲ ହେଉଛି । ଏବେ ଏହିପରି ଗୋଟିଏ ଜୀବର ଫଟୋ…

ଶ୍ରୀକ୍ଷେତ୍ର କପ ଓ ରାଜା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ : ଟାଇଟଲ ହାତେଇଲା କପୁଲ ସ୍ପୋର୍ଟିଂ

ପୁରୀ: ସ୍ଥାନୀୟ ଭୂଦାନ ପଡିଆରେ ପ୍ରଥମ ଶ୍ରୀକ୍ଷେତ୍ର କପ ଓ ରାଜା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ୩ ମ୍ୟାଚ ବିଶିଷ୍ଟ ଫାଇନାଲରେ  କପୁଲ ସ୍ପୋର୍ଟିଂ ବାଜି ମାରିଥିଲା । ପ୍ରଥମ ମୁକାବିଲାରେ ଅସ୍ତରଙ୍ଗ ଦଳ ୧୦ ଓଭରରେ ୭୫ ରନ କରିଥିଲା । ଜବାବରେ…