Latest Odisha News

BREAKING NEWS

Yearly Archives

2023

ଜଙ୍ଗଲ ନିଆଁ ଲିଭାଇବାକୁ ଯାଇଥିଲେ ବନ କର୍ମଚାରୀ, ଜଳିଗଲା ଜିପ୍

ସୁନ୍ଦରଗଡ଼: ଖରା ଆରମ୍ଭ ସହ ଏବେ ରାଜ୍ୟର ଏକାଧିକ ଜଙ୍ଗଲ ଜଳୁଛି । ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଲାଗି ବନ ବିଭାଗ କର୍ମଚାରୀ ନାକେଦମ୍ ହେଉଛନ୍ତି । ଆଉ ଜଙ୍ଗଲ ନିଆଁକୁ ଲିଭାଇବାକୁ ଯାଇଥିବା ବନ ବିଭାଗର ଗାଡ଼ି ସେହି ଜଙ୍ଗଲ ନିଆଁରେ ଜଳି ଯାଇଛି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼…

ପ୍ରଶଂସା ହେଉ କି ନିନ୍ଦା, ଏବେ ଚର୍ଚ୍ଚାରେ ଫାଇଭ ଟି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ବହୁ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଆହୁରି ଏକ ପ୍ରସଙ୍ଗ ଚର୍ଚ୍ଚାକୁ ବହୁଗୁଣିତ କରିଛି। ତାହା ହେଉଛି ଫାଇଭ ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସହ ଉନ୍ନୟନ…

ଦିନେ ଦୁଇଦିନରେ ପିସିସିର ନୂଆ କମିଟି !

ଭୁବନେଶ୍ୱର: ଘୋଷଣା ହେବ ଶରତଙ୍କ ନୂଆ ଟିମ। ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟ ପ୍ରଦେଶ କଂଗ୍ରେସର ନୂଆ କମିଟି ଘୋଷଣା ହୋଇପାରେ। ପିସିସି ସଭାପତି ଦିଲ୍ଲୀ ଗସ୍ତ କରିବା ପରେ ଏ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଦାଇତ୍ୱ ନେବାର ବହୁ ମାସ ବିତିଯାଇଥିଲେ ମଧ୍ୟ ଏ ଯାଏ ପିସିସି କମିଟି ଗଠନ ହୋଇ ନ…

ଶାହାରୁଖଙ୍କ ଜବାନ ଫିଲ୍ମର ଘୁଂଚିବ ରିଲିଜ ତାରିଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଆଗାମୀ ଫିଲ୍ମ ଜବାନର ପୂର୍ବ ନିର୍ଦ୍ଧାରିତ ରିଲିଜ ତାରିଖରେ ପରିବର୍ତନ କରାଯିବା ନେଇ ସୂଚନା ମିଳିଛି । ସାଉଥ ଫିଲ୍ମମେକର ଏଟଲୀ କୁମାରଙ୍କ ଏହି ଫିଲ୍ମର ଶୁଟିଂ ଏବେ ଶେଷ ପର୍ଯ୍ୟାୟରେ ପଂହଚିଛି । ଶାହାରୁଖଙ୍କ ଏହା ପ୍ରଥମ ପ୍ୟାନ ଇଣ୍ଡିଆ ଫିଲ୍ମ ।…

ଫିଲିପ୍ସ ଏଜୁକେସନ୍ ସହିତ ସୋଆର ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରର ବିଭିନ୍ନ ସମସ୍ୟା ସହ ପରିଚିତ ହେବା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ), ନଭି ମୁମ୍ବାଇସ୍ଥିତ ଫିଲିପ୍ସ ଏଜୁକେସନ୍‌, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ…

ରୁଙ୍ଗଟା ମାଇନ୍ସ ପକ୍ଷରୁ ଚାଇବସା ପୋଲିସ ବିଭାଗକୁ ପୋଲିସ ଅଧିକାରୀଙ୍କ ଗେଷ୍ଟ ହାଉସ୍ ପ୍ରଦାନ

ରାଞ୍ଚି: କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ସୁଦୃଢ଼ କରିବାର ଉଦ୍ୟମ ସ୍ୱରୂପ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ସମନ୍ୱିତ ଇସ୍ପାତ କଂପାନି ରୁଙ୍ଗଟା ମାଇନ୍ସ ଲିମିଟେଡ୍ (ଆର୍‌ଏମଏଲ୍‌) ପକ୍ଷରୁ ସମାଜକୁ ଫେରସ୍ତ କରିବାର ପଦକ୍ଷେପ ଭାବେ ଏକ ପୋଲିସ ଅଧିକାରୀଙ୍କ…

ନୂଆ ଲୁକ୍‌ରେ ପୁଣି ଆସିଲେ ଉର୍ଫି: ହଟ୍ ଡ଼୍ରେସରେ ଅଜବ ଷ୍ଟାଇଲ

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ୍ ସୋସିଆଲ ମିଡିଆ ସେନ୍‌ସ୍‌ସ ପାଲଟିଛନ୍ତି । ସେ ନିଜର ଅଜବ ପୋଷାକ ବା ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କ ଏଭଳି ଭିନ୍ନ ଭିନ୍ନ ପୋଷାକ ଦେଖି ଲୋକେ ଚକିତ ହୋଇଯାଆନ୍ତି । ଏବେ ତାଙ୍କୁ ପୁଣି ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି, ଯାହାକୁ…

ଧର୍ମେନ୍ଦ୍ରଙ୍କ ଅନୁରୋଧ ରଖିଲେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ; ସେତୁ ନିର୍ମାଣ ପାଇଁ ମଞ୍ଜୁର କଲେ ୨୮୭ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ  ।  ଭାରତ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସଓ୍ୱାଇ) ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ…

ରଥକାଠ ସଂଗ୍ରହ ସମ୍ପର୍କିତ ବୈଠକ ଅନୁଷ୍ଠିତ

ପୁରୀ: ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତ ଙ୍କ ଭାବାବେଗ ରଥଯାତ୍ରା ସହ ଜଡ଼ିତ । ତେଣୁ ରଥଯାତ୍ରାର ମୁଖ୍ୟ ଆଧାର ଶ୍ରୀଜୀଉ ମାନଙ୍କ ରଥ ନିର୍ମାଣ ପାଇଁ ସମସ୍ତେ ସହଯୋଗ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ପରାମର୍ଶ ଦେଇଛନ୍ତି…

ନିଜ ଦେହରେ ପତ୍ନୀଙ୍କ ମୁହଁ ଆକୃତିର ଟାଟୁ କଲେ ସ୍ୱାମୀ, ପତ୍ନୀ ଦେଖି ଖପ୍ପା

ପ୍ରେମ ବ୍ୟକ୍ତ କରିବାକୁ ଆଜିକାଲି ଶରୀରରେ ଟାଟୁ କରିବା ଏକ ସାଧାରଣ କଥା ହୋଇଗଲାଣି । ଅଧିକାଂଶ ଲୋକେ ନିଜ ପ୍ରିୟ ଲୋକଙ୍କ ନାଁକୁ ହିଁ ଶରୀରରେ ଟାଟୁ କରିଥାନ୍ତି । କିନ୍ତୁ ଏଠି ଏମିତି ଜଣେ ବ୍ୟକ୍ତି ଯିଏ ନିଜ ପ୍ରେମ ବ୍ୟକ୍ତ କରିବାକୁ ନୁହେଁ, ମଜାରେ ମଜାରେ ନିଜ ପତ୍ନୀଙ୍କ ମୁହଁ ଆକୃତିର…