H3N2 ଭାଇରସ ଏକ ଋତୁକାଳୀନ ସଂକ୍ରମଣ; ସରକାର କହିଲେ, ଚିନ୍ତାର କାରଣ ନାହିଁ
ନୂଆଦିଲ୍ଲୀ: ଦେଶରେ H3N2 ଭାଇରସ ସଂକ୍ରଣ ବଢିବାରେ ଲାଗିଛି। ଏନେଇ ଲୋକଙ୍କୁ ସଚେନତ କରିଛନ୍ତି କେନ୍ଦ୍ର ସରକାର। ଏଥିପ୍ରତି ସତର୍କ ରହିବାକୁ କେନ୍ଦ୍ର ସରକାର ଲୋକଙ୍କୁ ଚେତାଛନ୍ତି। ତେବେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।
H3N2 ହେଉଛି ଏକ ପ୍ରକାର…