Latest Odisha News

BREAKING NEWS

Yearly Archives

2023

ଗଳ୍ପ : ସରଭେଣ୍ଟ

ଅଭିଜିତ ଦେବର୍ଷି  ଶ୍ୟାମଲେନ୍ଦୁ ମହାପାତ୍ର ଓରଫ ଶ୍ୟାମ ଅଜା ନିଜ ଘର ବାରି , ବଂଶ ଆଭିଜାତ୍ୟ ର ଯେତିକି ପ୍ରଶଂସା ନା କରନ୍ତି ତା' ଠୁ ଅଧିକା ପ୍ରଶଂସା କରନ୍ତି ନିଜ ପୁଅ ସୋମର। କାହିଁକି ବା ନକରିବେ ? ତାଙ୍କ ପୁଅ ସୋମ ଓରଫ ସୋମ୍ୟଜିତ୍ ମହାପାତ୍ର ପଙ୍କରେ ପଦ୍ମ ସଦୃଶ। ଶ୍ୟାମ ଅଜାଙ୍କ…

ପସନ୍ଦ ଆସିଲାନି ଆରାଧ୍ୟାଙ୍କ ଷ୍ଟାଇଲ୍

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ଝିଅ ଆରାଧ୍ୟାଙ୍କ ଷ୍ଟାଇଲକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆରାଧ୍ୟାଙ୍କୁ ଏବେ ୧୧ ବର୍ଷ ବୟସ । ସେ ପ୍ରାୟତଃ ତାଙ୍କ ବାପାମାଆଙ୍କ ସହ ଦେଖିବାକୁ ମିଳିଥାନ୍ତି । ନିକଟରେ ମୁମ୍ବାଇରେ ଆୟୋଜିତ ଏକ ଗ୍ରାଣ୍ଡ ଇଭେଣ୍ଟରେ ଆରାଧ୍ୟା ତାଙ୍କ…

ନବଜାତ ଛୁଆ ଶରୀରରେ HIV ଭୂତାଣୁ !

ନୂଆଦିଲ୍ଲୀ: ଏଚ୍ଆଇଭି-ଏଡ୍ସ । ଏ ରୋଗ ନାଁ ଶୁଣିଲେ ଅନେକ ଡରି ଯାଆନ୍ତି । ଥରେ ଭାବିଲେ ଜନ୍ମ କଲା ମାଆ ଟିଏ ଛୁଆକୁ ଏଚଆଇଭି-ଏଡ୍ସ ହୋଇଥିବା କହିଲେ କେମିତି ଧୈର୍ଯ୍ୟ ଧରିବ । ମାଆର ମନ କେମିତି ଫାଟି ଯାଉଥିବ । ଆଜ୍ଞା ହଁ ଆଶ୍ଚର୍ଯ୍ୟ, ଅବିଶ୍ୱନୀୟ ଲାଗୁଥିଲେ ବି ଉତ୍ତରପ୍ରଦେଶର ଏତାହରେ ଏମିତି…

ରାମ୍ପରେ ମଡେଲଙ୍କ ସହ ଚାଲିଲେ ରୋବୋ

ରାମ୍ପରେ ସୁନ୍ଦରୀ ମଡ଼େଲଙ୍କ ସହ ଚାଲୁଛନ୍ତି ରୋବୋ । ଗୋଟେ କି ଦୁଇଟି ନୁହେଁ, ଏକାଧିକ ରୋବୋ ମଡ଼େଲ ସହ ରାମ୍ପ କରୁଛନ୍ତି । ଏହାସହିତ ଉପସ୍ଥିତ ଦର୍ଶକଙ୍କୁ ଅଭିବାଦନ ମଧ୍ୟ ଜଣାଉଛନ୍ତି । ପୃଥିବୀର ଫ୍ୟାଶନ ସେଣ୍ଟର କୁହାଯାଉଥିବା ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ରେ ଏଭଳି ରୋବୋଙ୍କ ରାମ୍ପ ଶୋ…

୨୪ରେ ନବୀନ, ପ୍ରଭାବହୀନ ହେଉଛନ୍ତି କି ବିରୋଧୀ ?

ଭୁବନେଶ୍ୱର: ବର୍ଷରେ ପଦାର୍ପଣ କରିଛି ନବୀନଙ୍କ ଶାସନ। ଦୀର୍ଘ ବର୍ଷ ଧରି ନିରବଛିନ୍ନ ଭାବେ ଶାସନ କରି ଆସିଥିବା ନବୀନଙ୍କୁ ବିରୋଧୀ ଯେତେ ପ୍ରକାର ବିରୋଧ କଲେ ମଧ୍ୟ ଏହାର ବିଶେଷ କିଛି ପ୍ରଭାବ ପଡିବା ଦେଖାଯାଇ ନାହିଁ । ଏପରିକି ପିଲାଟିଏ ଜନ୍ମ ନେଇ ହେତୁ ପାଇବା ସହ ଆଜି ଯାଏ ମଧ୍ୟ ନବୀନଙ୍କୁ…

ସ୍ପାନିଶ ପାରା ବ୍ୟାଡମିଂଟନ: ପ୍ରମୋଦଙ୍କୁ ଡବଲ ପଦକ, ବିଶୋୟୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ଟୋଲେଡୋରେ ଚାଲିଥିବା ଆନ୍ତର୍ଜାତୀୟ ସ୍ପାନିଶ ପାରା ବ୍ୟାଡମିଂଟନ ଲେଭଲ ୧ରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଷ୍ଟାର ଖେଳାଳି ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଫାଇନାଲରେ ସେ ଡାନିୟଲ…

କିସରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଅବସରରେ କିସ୍‍ ପରିସରରେ ସ୍ଥାପିତ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରତିମୂର୍ତ୍ତିକୁ ଅନାବରଣ କରି ସ୍ୱର୍ଗତ ବିଜୁବାବୁଙ୍କ ପ୍ରତି…

ବ୍ରାଣ୍ଡ କିଏ ? ବିଜୁ ନା ନବୀନ ?

ଭୁବନେଶ୍ୱର: ଓଡ଼ିଶା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। କେବଳ ରାଜ୍ୟ ନୁହେଁ ବିଶ୍ୱ ସ୍ତରରେ ଭାରତର ନାଁ କୁ ଉଜ୍ବଳ କରିବା ତଥା ଦେଶ ପାଇଁ ମଧ୍ୟ ବିଭିନ୍ନ ସମୟରେ ବିଜୁ ବାବୁ ଗୋୖରବ ଆଣି ଦେଇଛନ୍ତି । ଏପରିକି ସେହି ଧାରାକୁ ତାଙ୍କ ପୁଅ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ଇରାନୀ କପ କ୍ରିକେଟ: ୨୫ ଥର ପାଇଁ ଟାଇଟଲ ଜିତିଥିଲା ଅବଶିଷ୍ଟ ଭାରତ ଏକାଦଶ

ନୂଆଦିଲ୍ଲୀ: ଅବଶିଷ୍ଟ ଭାରତ ଏକାଦଶ କ୍ରିକେଟ ଟିମ ୨୫ ଥର ପାଇଁ ଇରାନୀ କପ ଟାଇଟଲ ହାସଲ କରିଛି । ଫାଇନାଲରେ ମଧ୍ୟପ୍ରଦେଶକୁ ୨୩୮ ରନରେ ଅବଶିଷ୍ଟ ଏକାଦଶ ପରାସ୍ତ କରିଥିଲା । ମଧ୍ୟପ୍ରଦେଶ ପକ୍ଷରୁ ୨ଟି ଯାକ ଇନିଂସରେ ଶତକ ହାସଲ କରିଥିବା ଯଶସ୍ୱୀ ଜୟସୱାଲ (୨୧୩ ରନ, ୧୪୪ ରନ)ଙ୍କୁ ପ୍ଲେୟାର ଅଫ…

ଜାରୋଲି-ଯଖପୁରା ଦୋହରୀକରଣ ଲାଇନରେ ଟ୍ରେନ୍ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ)ଙ୍କ ଦ୍ୱାରା ଅନୁମୋଦନ ପରେ ମାର୍ଚ୍ଚ ମାସ ୩ ତାରିଖ ଠାରୁ ଜାରୋଲି-ଯଖପୁରା ସୁପର କ୍ରିଟିକାଲ ଦୋହରୀକରଣ ପ୍ରକଳ୍ପର ଶଗଡ଼ପଟା ଓ ଟାଙ୍ଗିରିଆପାଳ ମଧ୍ୟରେ ୧୭.୭୯୯ କିଲୋମିଟର ଦୈର୍ଘ୍ୟ ଦୋହରୀକରଣ ଲାଇନରେ ଟ୍ରେନ୍ ଚଳାଚଳ ପାଇଁ କାର୍ଯ୍ୟକ୍ଷମ…