Latest Odisha News

BREAKING NEWS

Yearly Archives

2023

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସାହିତ୍ୟ ଆଲୋଚନା ଶୁଣିବାପାଇଁ ସେ କେତେ ଉଦ୍‌ବିଗ୍ନ ରହୁଥିଲା । କିନ୍ତୁ ଯେଉଁଦିନଠାରୁ ଚନ୍ଦ୍ରଭାନୁଙ୍କର ଅମୀୟ ମୟୁଖ ତା’ ଜୀବନ ଆକାଶରୁ ଅଦୃଶ୍ୟ ହୋଇଗଲା, ସେହି ଦିନଠାରୁ ଜୀବନର ଏହି ଅପରିକଳ୍ପିତ, ଅନ୍ଧାର ପରିସରରେ…

ଆଗାମୀ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ ‘ବୃନ୍ଦାବନ ମହୋତ୍ସବ’

ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସହଯୋଗରେ ବୃନ୍ଦାବନ ଗୁରୁକୁଳ ତରଫରୁ ଆଗାମୀ ମାର୍ଚ୍ଚ ୮ ତାରିଖରେ ପ୍ରମୁଖ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ 'ଅଷ୍ଟମ ବୃନ୍ଦାବନ ମହୋତ୍ସବ' ଅନୁଷ୍ଠିତ ହେବ ।…

କବିତା : କପାଳ ସାରା ଗାର

ରାଜ କିଶୋର ଦାସ ସବୁଥର ବାଇଶି ପାହାଚରୁ ହିଁ ହାତ ଛାଡିଦିଅ, ପାରମାଣିକ ଡରରେ ତ ଡରାଇ ଥାଅ ତା’ଠୁ ଅଧିକ ପରା, ପରଆପଣାର ହିସାବ ତମର! ଗୋଟି ପହଣ୍ଡିରେ ଖୁବ୍ ହଲିଦୋହଲି ବାହାର ଧାଡ଼ି ପହଣ୍ଡିରେ ଫେର, ହୃଦୟହୀନ, କେବେ ଫେରିକି ଚାହିଁଛ? ଥରେ ଦେଖିଛ! ଉଠିଆସୁଥିବା ଦୀର୍ଘଶ୍ୱାସକୁ…

ଭାଷା ଭାଗବତ : ଅପୂରଣୀୟ କ୍ଷତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଆଚାର, ବିଚାର, ସଂଚାର ନ କରି, ବିକାର ପ୍ରଚାର ସ୍ବେଚ୍ଛାଚାରୀର ସ୍ବାଧିକାର କରେନି କାହା ଉପକାର ଦେଖାଇ ନିଜ ମୁଖଛବି କେହି ତ ହୁଏନି ପ୍ରଭାବୀ ନିଜର ଅନର୍ଗଳ ବାଣୀ ଶୁଣାଇ ହୁଏନାହିଁ ଜ୍ଞାନୀ ଅନେକ ଜ୍ଞାନାଶ୍ରୟୀ ଜନ ରଖଂତି…

ବାଉଁଶ ହସ୍ତଶିଳ୍ପ ଉପରେ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର : ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ଅତିଥି ଭବନଠାରେ ବାଉଁଶ ହସ୍ତଶିଳ୍ପ ଉପରେ ଦିିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବାଉଁଶ ଶିଳ୍ପରେ ଡିଜାଇନ୍‌, ସହନୀୟତା ଓ ଉତ୍ପାଦର ସମ୍ଭାବ୍ୟ ଅଭିବୃଦ୍ଧି ଉପରେ…

ଫୋନ୍‌ ଦେଖି ଦେଖି ଖାଦ୍ୟ ଖାଉଛନ୍ତି କି ! ତେବେ ଦେଖା ଦେଇପାରେ ଏହି ସମସ୍ୟା…..

ଆଜିକାଲିର ଫ୍ୟାସନ୍‌ ଖାଦ୍ୟ ଖାଇବା ସମୟରେ ମୋବାଇଲ୍‌ ଦେଖି ଦେଖି ଖାଦ୍ୟ ଖାଇବା । ପିଲା ଠୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଦେଖିବାକୁ ମିଳି ଏହି ଦୃଶ୍ୟ । ଫୋନ୍‌ ଦେଖି ଖାଇବା ଦ୍ୱାରା ଆପଣଙ୍କ ଓଜନ ବଢ଼ିପାରେ । ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ବଦଳାଇବା ଦ୍ୱାରା ଲୋକଙ୍କ ଶରୀରରେ ଅଧିକରୁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କାର୍ତ୍ତିକ ମାସ ପବିତ୍ର ପଞ୍ଚକର ଆଜି ତୃତୀୟ ଦିବସ। ଅର୍ଥାତ ଆଜି କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ। କାଲି ଶ୍ରୀଜୀଉମାନଙ୍କର ହୋଇଥିଲା ବାଙ୍କଚୂଡ଼ ବେଶ ବା ବାମନ ବେଶ…

ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ପାଇଲେ ଦ୍ବିତୀୟ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଲୋକପ୍ରିୟ କ୍ଷୁଦ୍ରଗଳ୍ପ ଲେଖକ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣଙ୍କ ଜୟନ୍ତୀ ସ୍ଥାନୀୟ ଜୟଦେବ ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟଙ୍କ ଦ୍ୱାରା ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ…

ବୈଚିତ୍ର୍ୟମୟ ବିଜୁ ପଟ୍ଟନାୟକ 

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ଗଣତନ୍ତ୍ରର ସେ ଥିଲେ ଗଣ୍ୟମାନ୍ୟ ରଣହୁଂକାରୀ ରାଜନେତା । ଜନତାର ଜୟଜୟକାର ଥିଲା ତାଙ୍କ ତୁଙ୍ଗ ରାଜନୈତିକ ସଂଗ୍ରାମୀ ଜୀବନର ସଂକଳ୍ପବଦ୍ଧ ସ୍ୱର । ସେ ସ୍ୱର ସବୁଠି ସ୍ପଷ୍ଟ, ଶାଣିତ, ସାହସିକ, ସାଗ୍ନିକ । ଅନେକେ ଆକ୍ଷେପ କରନ୍ତି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର କାର୍ତ୍ତିକ ପଞ୍ଚୁକରେ ହେଉଥିବା ବିଭିନ୍ନ ବେଶ ଓ ରୀତିନୀତି ଆଲୋଚନା ପ୍ରସଙ୍ଗରେ ଆଜି ଆଲୋଚନା କରିବା ମୁଖ୍ୟତଃ ଦୁଇଟି ବେଶ ବିଷୟରେ। ପ୍ରଥମଟି କାର୍ତ୍ତିକ…