Latest Odisha News

BREAKING NEWS

Yearly Archives

2023

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ କବିତା ପାଠ ଉତ୍ସବ ‘ମଧୁ ମହୋତ୍ସବ’

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରିଏଟିଭ୍ ରାଇଟିଂ କ୍ଲବ ପକ୍ଷରୁ ‘ମଧୁ ମହୋତ୍ସବ’ ଶୀର୍ଷକରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ରଜ ସୁନ୍ଦର ମିଶ୍ର ଏବଂ ନିର୍ଝରିଣୀ ତ୍ରିପାଠୀଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର ମଙ୍ଗଳ ନିର୍ଦ୍ଦେଶିକା ମିତାଲି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ବର୍ତ୍ତମାନ କିନ୍ତୁ ତାଙ୍କର ଭାରାକ୍ରାନ୍ତ ମସ୍ତିଷ୍କ ଆଉ ବେଶୀ ସହ୍ୟ କରିପାରୁନାହିଁ । ଓଃ..., ଏ କାନ୍ଥ, ପ୍ରାଚୀର, ଘରର ଆସବାବପତ୍ର ସବୁ ଯଦି ମଣିଷର ଯବଣାକୁ ଶୁଣି ସମବେଦନା ଜଣାଇ ପାରନ୍ତେ, ତେବେ ସେ ଏଇ…

ଦିନକ ପରେ ରଙ୍ଗେଇଲୁଣ୍ଡାରୁ ଉଡିବ ବିମାନ

ଗୋପାଳପୁର:ରଙ୍ଗେଇଲୁଣ୍ଡାରୁ ଉଡିବ ବିମାନ । ସମସ୍ତ ପ୍ରସ୍ତୁତି ସରିଛି । ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା । ଇଣ୍ଡିଆ :ାନ ଏୟାର ଚଳାଇବ ୯ ସିଟ ବିଶିଷ୍ଟ ବିମାନ । ଗତକାଲି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ଓ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ରଙ୍ଗେଇଲୁଣ୍ଡା…

ଭାଷା ଭାଗବତ : ଅଶୁଣା ଶବ୍ଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଅଶୁଣା ଶବ୍ଦ ବ୍ୟବହାର କରିଲେ ଭାବନା ସଂହାର ହୁଏନି କାହା ଉପକାର ଲେଖକେ କରଂତୁ ବିଚାର 'ଭୋକ'କୁ କହିଦେଲେ 'କ୍ଷୁଧା' ମିଳେନି କୌଣସି ସୁବିଧା ଶବ୍ଦାର୍ଥ କରିଲେ ସଂଧାନ ପାଠକ ହୁଏ ହଇରାଣ 'ଲାଜ'କୁ କହୁଁ ଯଦି 'ବ୍ରୀଡ଼ା' କିଏ…

ବିନା ହଲମାର୍କ ସୁନାଗହଣା ବିକ୍ରି ବନ୍ଦ; ଏପ୍ରିଲରୁ ଲାଗିବ କଟକଣା

ନୂଆଦିଲ୍ଲୀ:ବଜାରରେ ଏଣିକି ଆଉ ଚଳିବନି ବିନା ହଲମାର୍କବାଲା ସୁନା । ବିନା ହଲମାର୍କ ସୁନା ବିକ୍ରି ଉପରେ ଲାଗିବ କଟକଣା । ଆସନ୍ତା ଏପ୍ରିଲ ପହିଲାରୁ ଏହି କଟକଣା ଲାଗୁ ହେବ । ଯେଉଁ ଗହଣାରେ ୬ଅଙ୍କ ବିିଶିଷ୍ଟ ଏଚୟୁଆଇଡି ନମ୍ବର ନ ଥିବ ସେଗୁଡିକ ବିକ୍ରି କରାଯାଇ ପାରିବ ନାହିଁ । ହଲମାର୍କ…

ସନେଟ : କୃଷ୍ଣଚୂଡ଼ା

ରବି ପଣ୍ଡା  ଏ' ଯେଉଁ କୃଷ୍ଣଚୂଡ଼ା କୁରୁକୁରୁ ହସୁଛି ଖରାରେ ଫୁଲେଇଟେ ଭାରି ବୋଲି ଜଣାଏ ତା'ରଙ୍ଗର ଡହକ ମରିଚିକା ପରି ତା'ର ଆକର୍ଷଣ, ମନଟାକୁ ଆନମନା କରେ ପଥ ପ୍ରାନ୍ତେ ଠିଆ ବାରନାରୀ , ଯେପରିକି ଖୋଜଇ ଗ୍ରାହକ। ସତରେ ସେ'ଭାରି ନୀରିମାଖି, ଦୁଃଖଲାଗେ,ଭାବିଲେ ତା'କଥା ରୂପକୁ…

ଜାତୀୟ ସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ୨୦୨୩ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ନୂଆଦିଲ୍ଲୀ ଭାରତ ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଓଡ଼ିଶା, ଭୁବନେଶ୍ୱରଙ୍କ ଆର୍ଥିକ ସହାୟତାରେ ୧୦…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କାର୍ତ୍ତିକ ମାସର ବେଶ ପରମ୍ପରା ଅନନ୍ୟ। ରୀତିନୀତି ମଧ୍ୟ ଅନେକ ସ୍ୱତନ୍ତ୍ର, ଏମିତିରେ ବର୍ତ୍ତମାନ ଚାଲିଛି କାର୍ତ୍ତିକ ମାସର ସବୁଠାରୁ ପବିତ୍ର ଶେଷ ପାଞ୍ଚ ଦିନର…

ଆଇଏସଏଲରେ ଛେତ୍ରୀଙ୍କ ଗୋଲକୁ ନେଇ ବିବାଦ, ପଡିଆ ଛାଡିଲା କେରଳ ବ୍ଲାଷ୍ଟର୍ସ ଟିମ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ସୁପର ଲିଗ ଫୁଟବଲରେ ସୁନୀଲ ଛେତ୍ରୀଙ୍କ ଏକ ଗୋଲକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି କେରଳ ବ୍ଲାଷ୍ଟର୍ସ ଟିମ ପଡିଆ ଛାଡି ପଳାଇ ଯାଇଥିଲେ । ରିପୋର୍ଟ ମୁତାବକ ବାଙ୍ଗାଲୋର ଏଫସି ଓ କେରଳ ମଧ୍ୟରେ ପ୍ଲେ ଅଫର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ: ବିଜେପି

ଭୁବନେଶ୍ୱର: ବିଧାନସଭା ଘେରାଉ ବେଳେ ବିଜୁ ଯୁବ ମୋର୍ଚ୍ଚା ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାଜ୍ୟର ସବୁ ଥାନାରେ ଆଜି ବିଜେପି ଏତଲା ଦେଇଛି । ଦଳ କହିଛି, ଓଡ଼ିଶାରେ ପୋଲିସଙ୍କର ଅସହାୟ, ଅକ୍ଷମତା କାରଣରୁ ଅନେକ ମାମଲା ଥାନାରେ ରୁଜୁ ହୋଇପାରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ…