Latest Odisha News

BREAKING NEWS

Yearly Archives

2023

ରାଜନୀତିରୁ ସନ୍ନ୍ୟାସ ନେବା ପ୍ରସଙ୍ଗରେ ମତ ସ୍ପଷ୍ଟ କଲେ ସୋନିଆ

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ରାଜନୀତିରୁ ସନ୍ନ୍ୟାସ ନେବେ । ଗତକାଳି ଦଳର ଜାତୀୟ ଅଧିବେଶନରେ ଏମତି କିଛି ଇସାରା ଦେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଅବସର କଥା କହିବାର ଦିନକ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସୋନିଆ । ସୋନିଆ କହିଛନ୍ତି, ସେ…

ବେଦୀକୁ ଯିବା ପୂର୍ବରୁ ଟଳିପଡ଼ିଲା କନ୍ୟା, ସେହି ବେଦୀରେ ବାହାହେଲା କନ୍ୟାର ସାନ ଭଉଣୀ

ଗୁଜୁରାଟ : ବାଜୁଥିଲା ଶାହାନାଇ । ଚାଲିଥିଲା ବାହାଘର । ହେଲେ ହୋମ ନିଆଁ ଜଳିବା ପୂର୍ବରୁ ଜଳିଲା ଜୂଇ । ବାହା ବେଦୀକୁ ଯିବାପୂର୍ବରୁ ଟଳି ପଡ଼ିଥିଲେ କନ୍ୟା । ହଠାତ୍ ବିବାହ ଗୀତ ବାଜୁଥିବା ଘରେ ଶୋକର ଛାୟା ଖେଳିଯାଇଥିଲା। ଏଭଳି ହୃଦୟ ବିଦାରକ ଘଟଣା ଗୁଜୁରାଟର ଭାବନଗର ଅଞ୍ଚଳରେ ଦେଖିବାକୁ…

ବିଜେଡ଼ି ଲିଗାଲ୍ ଫ୍ରଣ୍ଟ ପଦାଧିକାରୀ ତାଲିକାରେ ମୃତ ଆଇନଜୀବୀ

ବ୍ରହ୍ମପୁର: ବିଜୁ ଜନତା ଦଳ ଲିଗାଲ୍ ଫ୍ରଣ୍ଟର ପୁନର୍ଗଠିତ ହୋଇଛି । ଏଥିରେ ୫୧ଜଣ କର୍ମକର୍ତା ଅଛନ୍ତି । ଶନିବାର ଏନେଇ ଦଳ ତରଫରୁ ପଦାଧିକାରୀଙ୍କ ନାମ ଘୋଷଣା ହୋଇଥିଲା । ଏଥିରେ ୩୩ଟି ସାଂଗଠନିକ ଜିଲା ପାଇଁ ସଭାପତିଙ୍କ ନାମ ମଧ୍ୟ ରହିଛି । ତେବେ ତାଲିକାରେ ଜଣେ ମୃତ ଆଇନଜୀବୀଙ୍କ ନାମ…

କେନ୍ଦ୍ରମନ୍ତ୍ରୀଙ୍କ କାର୍କେଡ୍ ଉପରକୁ ଟେକା ପଥର ମାଡ; ଭାଙ୍ଗିଲା ମନ୍ତ୍ରୀଙ୍କ ଗାଡିର ଡୋର କାଚ

କୋଲକାତା: କେନ୍ଦ୍ର ଗୃହ, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତୀଶ ପ୍ରାମାଣିକଙ୍କ କାର୍କେଡ୍ ଉପରେ ଆକ୍ରମଣ। ଟେକାପଥର ମାଡ଼ରେ ଭାଙ୍ଗିଲା ମନ୍ତ୍ରୀଙ୍କ ଗାଡ଼ି ଡୋର କାଚ। ତୃଣମୁଳ କଂଗ୍ରେସର ସମର୍ଥନକାରୀ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶନିବାର ନୀତୀଶ ପଶ୍ଚିମବଙ୍ଗର…

ୟୁକ୍ରେନ ବିବାଦର ସମାଧାନ ପାଇଁ ଭାରତ ରାଜି; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ସହଯୋଗ କରିବାକୁ ରାଜି। ଶନିବାର  ଜର୍ମାନୀ ଚାନ୍‌ସେଲର ଓଲାଫ ସୋଲ୍‌ଜଙ୍କ ସହ ବୈଠକ ପରେ ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତ ଋଷ ବିରୋଧୀ ଭୋଟିଂରୁ ବିରତ…

ଆଶ୍ଚର୍ଯ୍ୟ ! ୧୩ ମାସରେ ୨ ଥର ଯମଜ ସନ୍ତାନ ଜନ୍ମ ଦେଲେ ମହିଳା

ୱାଶିଂଟନ: ଏ ପୃଥିବୀରେ ଏମିତି ଚମକ୍ତାର ଜିନିଷ ଘଟେ ଯାହା ଦେଖିଲେ ବିଶ୍ୱାସ କରି ହୁଏନି । ମଣିଷ କଥା ଛାଡ, ବିଜ୍ଞାନ ବି ଏଠି ଫେଲ ମାରେ । ଏମିିତି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବୁ । ଯୁକ୍ତରାଷ୍ଟ୍ର ଆମେରିକାରେ ଏମିତି ଏକ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଜଣେ…

ଅବିଶ୍ୱସନୀୟ ସ୍ମରଣ ଶକ୍ତି ପାଇଁ ଇଣ୍ଡିଆବୁକ୍ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଲେ ଅଢେଇ ବର୍ଷର ଶିଶୁ ପ୍ରିୟାଂଶୁ

ଭୁବନେଶ୍ୱର: ବୟସ ମାତ୍ର ୨ ବର୍ଷ ଚାରି ମାସ। ଅବିଶ୍ୱସନୀୟ ସ୍ମରଣ ଶକ୍ତି। ମନେ ରଖିଛନ୍ତି ଇଂରାଜୀର ଅକ୍ଷର, ୮ ପୂଜନୀୟ ସ୍ଥାନ, ମାନବଶରୀର ଅଙ୍ଗପ୍ରତ୍ୟଙ୍ଗ,  ପର୍ବପର୍ବାରଣୀ ପଶୁପକ୍ଷୀ ଏମିତି ଅନେ କଥା। ଏତେ କମ୍ ବୟସରେ ଏତେ ସବୁ ମନେ ରଖି ସମସ୍ତଙ୍କୁ ବିସ୍ମୟ କରିଥିବା ବାଳକ ପ୍ରିୟାଂଶୁ…

ନାଟକ, ସମାଜର ବାସ୍ତବ ଚିତ୍ର ବହନ କରେ : ଦ୍ଵାରିକାନାଥ ନାୟକ

ପୃଥିବୀର ସବୁ ଭାଷାର ସାହିତ୍ୟ ସହିତ ନାଟକ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଜୀବନ ସହିତ ସାହିତ୍ୟ ଯେମିତି ଯୋଡ଼ି ହୋଇ ରହିଛି, ସାହିତ୍ୟ ସହିତ ନାଟକ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ନାଟକ ଜୀବନର କଥା କହେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆ ନାଟକ ଜଗତରେ ଜଣେ ଅବିଶ୍ରାନ୍ତ…

ଉଠ ମା’… ତୁ ନ ଉଠିଲେ ମୋତେ କାନ୍ଦ ଲାଗୁଛି..

ମା’ ଉଠିଯା..ଏମିତି ରାସ୍ତା ଉପରେ କାହିିଁକି ଶୋଇଛୁ ? ଆଉ କେତେ ସମୟ ଶୋଇବୁ ମା’ ? ଉଠ ମା’... ତୁ ନ ଉଠିଲେ ମୋତେ କାନ୍ଦ ଲାଗୁଛି..ବୁଝି ନ ହେଲେ ବି ତାର ଭାବଭଙ୍ଗୀ ଠିକ ଏହା ହିଁ କହୁଥିଲା ଅନେକ ଲୋକ ତା ପାଖରେ ଛିଡା ହୋଇ ଦେଖୁଥିଲେ । ସମସ୍ତଙ୍କ ଆଖି ଓଦା ହୋଇ ଯାଉଥିଲା । ହେଲେ ଏ ୨ ମାସର…