ଲିଭ-ଇନ ରିଲେସନସିପକୁ ଭାରତୀୟ ସମାଜ ସ୍ୱୀକାର କରେ ନାହିଁ : ଆହ୍ଲାବାଦ କୋର୍ଟ
ଆହ୍ଲାବାଦ : ଲିଭ-ଇନ ରିଲେସନସିପକୁ ନେଇ ଆହ୍ଲାବାଦ୍ କୋର୍ଟଙ୍କ ବଡ଼ ରାୟ । ଲିଭ-ଇନ ରିଲେସନସିପକୁ ଭାରତୀୟ ସମାଜ ସ୍ୱୀକାର କରେ ନାହିଁ । ବ୍ରେକ୍ ଅପ୍ ପରେ ମହିଳାଙ୍କୁ ଏକା ରହିବା କଠିନ ହୋଇଥାଏ । ନିଜ ବିବାହିତ ଲିଭ-ଇନ ପାର୍ଟନରକୁ ଦୁଷ୍କର୍ମ କରିବା ମାମଲରେ ଜଣେ ବ୍ୟକ୍ତିକୁ ଜାମିନ…