‘ହେରା ଫେରି-୩’ରେ ଅକ୍ଷୟ ଇନ୍ କାର୍ତ୍ତିକ ଆଉଟ୍
ମୁମ୍ବାଇ: ଖୁବ ଶୀଘ୍ର ପରଦାକୁ ଆସିବ ଲୋକପ୍ରିୟ ଫିଲ୍ମ ‘ହେରା ଫେରି-୩’। ଏହି ଫିଲ୍ମରେ ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ବଦଳରେ ଅଭିନେତା କାର୍ତ୍ତିକ ଆରୟନ ନଜର ଆସିବେ। ହେଲେ ଏବେ ନିଷ୍ପତ୍ତି ବଦଳିଥିବା କୁହାଯାଉଛି। ‘ଭୁଲ ଭୁଲୈୟା-୨’ରେ ଅକ୍ଷୟଙ୍କ ସ୍ଥାନ ନେଇଥିଲେ କାର୍ତ୍ତିକ।…