ମୋଦିଙ୍କ ‘ ମୂର୍ଖଙ୍କ ସର୍ଦ୍ଦାର’ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଗେହଲଟ: କହିଲେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ଜୟପୁର:ପ୍ରଧାନମନ୍ତ୍ରୀଙ୍କ ‘ମୁର୍ଖଙ୍କ ସର୍ଦ୍ଦାର’ ବୟାନକୁ ନେଇ ତେଜିଛି ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୁର୍ଖଙ୍କ ସର୍ଦ୍ଦାର ବୋଲି ପ୍ରଧାନମନ୍ତ୍ରୀ ମୋଦି କରିଥିବା କଟାକ୍ଷକୁ ନେଇ ଜବାବ ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ପ୍ରଧାନମନ୍ତ୍ରୀଙ୍କର ଏପରି…