Latest Odisha News

BREAKING NEWS

Yearly Archives

2023

ମିସବାଙ୍କ ଖୁଲାସା: ରୁଦ୍ଧ ଦ୍ୱାର ବୈଠକରେ ମୋତେ ଅଣଦେଖା କରିଥିଲେ ବାବର, ଆର୍ଥର

ଲାହୋର: ପାକିସ୍ତାନର ପୂର୍ବ ଅଧିନାୟକ ମିସବା ଉଲ ହକ ବିଶ୍ୱକପ କ୍ରିକେଟରେ ଜାତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ମୁହଁ ଖୋଲିଛନ୍ତି । ବିଶ୍ୱକପ ପୂର୍ବରୁ ଆୟୋଜିତ ବୈଠକରେ ଅଧିନାୟକ ବାବର ଆଜମ ଓ କୋଚ ମିକି ଆର୍ଥର ମୋ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଥିଲେ । ପାକିସ୍ତାନ ଟିମର…

କଡାକଡି ହେବ ମଦୁଆ ଧରା ଅଭିଯାନ: ରାଜଧାନୀ ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ ପୋଲିସ

ଭୁବନେଶ୍ୱର : ସାବାଡ ହେବେ ମଦୁଆ  । ରାଜଧାନୀରେ କଡାକଡି ହେବ ମଦୁଆଧରା ଅଭିଯାନ  । ରାଜରାସ୍ତାରେ ଆଉ ମଦୁଆଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳିବନି  । ଏଥର ପୋଲିସମାନେ  ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ  ।  ମଦ ପିଇ ଉତ୍ପାତ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…

ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା

କଟକ : ଦୀପାବଳିରେ ଅଘଟଣ । ପୁଅକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ବାପା  । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି  କଟକ ଜିଲ୍ଲା ନରାଜର କୈବର୍ତ୍ତ ସାହି ଘାଟରେ ।  ସୂଚନା ଅନୁଯାୟୀ ଆଜି ସକାଳୁ ସରୋଜ ସାହୁ ନାମକ ଜଣେ ବ୍ୟକ୍ତି ପୁଅକୁ ନେଇ ନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ ।  ହେଲେ ଅସାବଧାନତା…

ଦୀପାବଳିରେ ଏକତ୍ର ହେଲେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଚଳିତ ବିଶ୍ୱକପରେ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛି । ଦଳ ଏବେ ନ୍ୟୁଜିଲାଣ୍ଡକୁ ସେମିରେ ଭେଟିବେ । ମୁମ୍ବାଇର ୱାଙ୍ଖେଡରେ ଏହି ମ୍ୟାଚ ଖେଳାଯିବ । ଶନିବାର ଦୀପାବଳୀ ନେଇ ଟିମ ଇଣ୍ଡିଆର ଖେଳାଳିମାନେ ଏକତ୍ର ହୋଇଥିଲେ । ସେମାନଙ୍କ ପତ୍ନୀ ଓ…

ରିଲିଜ ହେଲା ସଲ୍ଲୁ ଭାଇଙ୍କ ଟାଇଗର ୩, ଫାଷ୍ଟ ସୋ ରେ ଦର୍ଶକଙ୍କ ପ୍ରବଳ ଭିଡ..

ମୁମ୍ବାଇ: ଦୀପାବଳୀର ଖୁସିକୁ ଆହୁରୀ ଦ୍ୱିଗୁଣିତ କଲା ଭାଇଜାନଙ୍କ ଟାଇଗର ୩ । ଆଜି ବଡ ପରଦାରେ ରିଲିଜ ହେଲା ସଲମାନ-କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ଟାଇଗର ୩ । ଯାହାକୁ ଦେଖିବାକୁ ସକାଳୁ ସକାଳୁ ଫିଲ୍ମ ହଲରେ ଦେଖିବାକୁ ମିଳିଥିଲା ଫ୍ୟାନ୍ସ ମାନଙ୍କର ଖଚାଖଚ ଭିଡ । ଖାଲି ଗହଳି ନୁହେଁ…

୨୨ ଲକ୍ଷ ୨୩ ହଜାର ଦୀପର ଚିକମିକ ଆଲୁଅରେ ଝଲସିଲା ରାମ ନଗରୀ

ନୂଆଦିଲ୍ଲ: ନୂତନ ରେକର୍ଡ ସୃଷ୍ଟି କଲା ଅଯୋଧ୍ୟା ଦୀପୋତ୍ସବ ୨୦୨୩ । ଗତବର୍ଷ  ୧୮ ଲକ୍ଷ ୮୧ ହଜାର ଦୀପ ଜାଳି ରାମ ନଗରୀ ଯେଉଁ ରେକର୍ଡ ସୃଷ୍ଟି କରିଥିଲା ତାହା ଠାରୁ ଅଧିକ ଦୀପ ଚଳିତ ବର୍ଷ ପ୍ରଜ୍ଵଳିତ କରି ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି । ତେବେ ଚଳିତବର୍ଷ ଦୀପୋତ୍ସବ…

ବାଣ ଫୁଟାଇ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:  ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଦୀପାବଳିକୁ ନେଇ ସାରା ଦେଶ ଉତ୍ସବମୁଖର । ସବୁଠାରେ ଦୀପ ଜଳାଇ ଆଜି ସମସ୍ତେ ପାଳନ କରୁଛନ୍ତି ଦୀପାବଳି ପର୍ବ । ସାରାଦେଶରେ ଆଲୋକର ପର୍ବ ଦୀପାବଳି ଧୁମଧାମରେ ପାଳନ କରାଯାଉଥିବା ବେଳେ ସୀମାରେ…

ଦୀପାବଳିରେ ଅଘଟଣ : ବାଣ ଦୋକାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୪ ବ୍ୟକ୍ତି

ପାରାଦୀପ : ଆଜି ହେଉଛି ଆଲୋକର ପର୍ବ ଦୀପାବଳି ।  ସବୁଠି ବଡ ଧୂମଧାମ ସହକାରେ ଆନନ୍ଦ ଉହ୍ଲାସର ସହ ପର୍ବକୁ ପାଳନ କରାଯାଉଥିବାବେଳେ ଏକ ଅଘଟଣ ଘଟଣା ସାମ୍ନାକୁ ଆସିଛି । ପାରାଦୀପ ଲକ୍ ଥାନା ଅଧୀନସ୍ଥ ନୂଆଗଡ ଗାଁରେ ଅଭାବନୀୟ ଘଟଣା ଘଟିଛି । ଏକ ବାଣ ଦୋକାନରେ ନିଆଁ ଲାଗି ଯାଇଛି । ଫଳରେ  …

ଆଲୋକର ପର୍ବ ଦୀପାବଳି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଭାରତୀୟମାନଙ୍କର ଦୀପାବଳି ଏକ ଆଲୋକର ପର୍ବ । ଏହି ପର୍ବ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ହୋଇ ଥିବାରୁ ଘରକୁ ରଙ୍ଗିନ୍ ସାଜସଜ୍ଜା ସହ ମାଟି ନିର୍ମିତ ଦୀପ ଜାଳି କରି ଏହି ପର୍ବକୁ ପାଳନ…

ପବିତ୍ର ଦୀପାବଳିରେ ମା ଦକ୍ଷୀଣକାଳୀଙ୍କ ଓଲଟା ଚିତ୍ର ଆଙ୍କି ଶୁଭେଚ୍ଛା ଜଣାଇଲେ ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର

ପୁରୀ : ଆଜି ପବିତ୍ର ଦୀପାବଳି ଅମାବାସ୍ୟା ଓ କାଳୀପୂଜା। ଏହି ଉପଲକ୍ଷେ ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର ପୁରୀ ବିରଗୋବିନ୍ଦପୁରସ୍ଥିତ ମା ଦକ୍ଷୀଣକାଳୀଙ୍କ ଓଲଟା ଚିତ୍ର କରି ଦର୍ଶକଙ୍କୁ ନିଆରା ଭେଟି ପ୍ରଦାନ କରିଛନ୍ତି। ପ୍ରତ୍ୟେକ ପର୍ବପର୍ବାଣି ମାନଙ୍କରେ ଆୟୁଷ ଯେଉଁଭଳି ଭାବେ ଦୁଇହାତରେ…