Latest Odisha News

BREAKING NEWS

Yearly Archives

2023

କବିତା : ମନେଇବା ଦୀପାବଳି

ତରୁଣ କୁମାର ମିଶ୍ର ଶନିବାର ଆଜି ସ୍କୁଲ ଛୁଟିଥିଲା ନାତି ବସିଥିଲା ପାଶେ , କହେ ଜେଜେନନା ଦିଓ୍ବାଲୀ ପାଳିବା ବାଣ ନଫୁଟାଇ ମୋଟେ । ଦୀପ ବସାଇବା ଲିଚୁ ଲଗାଇବା ଜାଳିବା ମହମବତୀ , ବାଣ ଫୁଟାଇଲେ ଶବଦରେ କାନ ପରଦା ଯିବରେ ଫାଟି । ବାରୁଦ ଧୂଆଁରେ ନିଃଶ୍ବାସ ନେବାକୁ…

ଦୀପାବଳୀରେ କେଉଁ ସମୟରେ କରିବେ ମାଆ କାଳୀଙ୍କୁ ଆରାଧନା : କଣ ରହିଛି ପୂଜାବିଧି, ଶୁଭମୁହୁର୍ତ୍ତ

ନୂଆଦିଲ୍ଲୀ : ପ୍ରତ୍ୟେକ ଦେବାଦେବୀଙ୍କୁ ପୂଜା କରିବା ଲାଗି କିଛି ବିଶେଷ ସମୟ, ଦିନ ଏବଂ ତାରିଖ ରହିଛି । କୁହାଯାଏ  ଏହି ସମୟରେ ଭଗବାନଙ୍କୁ ପୂଜାର୍ଚ୍ଚନା କଲେ ଶୁଭ ଫଳ ମିଳିଥାଏ ।  ଆଜି ହେଉଛି ଆଲୋକର ପର୍ବ ଦୀପାବଳି  । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ମାଆ କାଳିଙ୍କୁ ପୂଜାର୍ଚ୍ଚନା…

ଗଳ୍ପ : ଅନ୍ତର୍ଦାହ

ଯାଜ୍ଞସେନୀ ହୋତା ଆଜି , ସବୁ ମଲ୍ଲିଫୁଲ ତୋଳା ହେବ। ତିନୋଟି ମାଳ ଯିବ ଜଗନ୍ନାଥ ମନ୍ଦିରକୁ ।  ଯତ୍ନରେ ତୋଳିବ, ଯେମିତି କଢ ଦେହରେ ହାତ ନ ବାଜେ। ମଲ୍ଲି ଫୁଲଗୁଡିକୁ ଅନେଇ ଧିରେ ଧିରେ ପାଦ ପକେଇ କହୁଥିଲେ ଜେଲ କର୍ତ୍ତୁପକ୍ଷ। କାନ୍ତା , ପାଛିଆ ଗୁଡା ଆଣି ସମସ୍ତ ଅନ୍ତେବାସିନୀଙ୍କୁ…

ଦୀପାବଳୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତିବିଶେଷ

ନୂଆଦିଲ୍ଲୀ : ଆଜି ହେଉଛି ଆନନ୍ଦ ଓ ଉହ୍ଲାସର ପର୍ବ ଦୀପାବଳି । ଦେଶବାସୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶବିଦେଶରେ ରହୁଥିବା ସବୁ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୀପାବଳିର ଶୁଭେଚ୍ଛା…

କବିତା : ଦୀପାବଳି

ସାଧନା ପଣ୍ଡା କାର୍ତ୍ତିକ ମାସେ ଏ ଅମାବାସ୍ୟେ ପଡଇ ଦୀପାବଳୀ ଝଲସି ଉଠେ ଦୀପ, ରୋଷଣି ଆସନ୍ତି ଶ୍ୟାମାକାଳୀ ।୧ ଶରତ ଶେଷେ ହେମନ୍ତ ଆସେ ସୁନ୍ଦର ଦିଶେ ଧରା ଆକାଶେ ଜହ୍ନ ଅମାବାସ୍ୟାରେ ଦିଅନ୍ତି ନାହିଁ ଧରା ।୨ ବର୍ଷକେ ଥରେ ଗୋଟିଏ ଦିନ ଖୁସି ପସରା ମେଲି ରଙ୍ଗ ବେରଙ୍ଗ…

ଭାଇ ହେଲା ଭଗାରୀ : ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଏସିଡ୍ ମାଡ କଲା ଭାଇ

ଭୁବନ: ଭାଇ ହେଲା ଭଗାରୀ  । ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଭାଇ ଏସିଡ୍ ମାଡ କରିଛି  । ଏମିତି କିଛି ଘଟଣା ଘଟିଛି  ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଗଡ଼ଗଁପୁର ଗାଁର ଲତାବିଲ ସାହିରେ  । ସୂଚନା ଅନୁସାରେ ଜମି ବାଡିକୁ କେନ୍ଦ୍ର କରି ଗଡଗହଁପୁର ଗାଁରେ ରହୁଥିବା ଭାଗିରଥୀ ନାୟକ ଏବଂ…

ଆଜି ଆଲୋକର ପର୍ବ ଦୀପାବଳି , ଉତ୍ସବମୂଖର ଗାଁଠୁ ସହର: ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ ସହ ବଡବଡୁଆ ଡାକିଲେ ଶ୍ରଦ୍ଧାଳୁ

ପୁରୀ : ଆଜି ଆଲୋକର ପର୍ବ ଦୀପାବଳୀ  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର  । ସବୁଠି ଭକ୍ତମୟ ପରିବେଶ  । ମାଆ କାଳୀଙ୍କ ଆବାହନ ଲାଗି ସବୁଠି ଚାଲିଛି ପ୍ରସ୍ତୁତି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘରଠୁ ଅଫିସ୍ । ଆଜି ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ବଡବଡୁଆଙ୍କ…

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ମହାପ୍ରଭୁଙ୍କ ଆରାଧନା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରସନ୍ନତା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂସାରର ଆସକ୍ତି ବା ମୋହ, ରାଗ,ତଥା ଆକର୍ଷଣ (ସାଂସାରିକ ବନ୍ଧନ )ରହିତ ହୋଇ ନିଜର ଶରୀର, ଇନ୍ଦ୍ରିୟ, ମନ ଓ ବାଣୀକୁ ସମର୍ପିତ…

ଦୀପାବଳିରେ ରହିଛି ବଡବଡୁଆ ଡାକର ପରମ୍ପରା, ଜାଣନ୍ତୁ ଏହାର ମହତ୍ଵ

ଭୁବନେଶ୍ଵର: ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ସାରା ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପାଳନ ହେଉଛି ଦୀପାବଳି । ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରିଛନ୍ତି । ଉତ୍ତର ଭାରତରେ…

ମଦ ପିଇଛନ୍ତି କି ନାହିଁ କହିବ ମୋବାଇଲ

ନୂଆଦିଲ୍ଲୀ: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ପ୍ରତ୍ୟେକ ମଦ ବୋତଲରେ ଲେଖାଯିବା ସହ ବିଭିନ୍ନ ପ୍ରକାର ବିଜ୍ଞାପନରେ ମଧ୍ୟ ଦର୍ଶାଯାଇଥାଏ । ଏସବୁ ପରେ ବି ଲୋକମାନେ ମଦ୍ୟପାନ କରନ୍ତି । କିନ୍ତୁ ଏବେ ଆପଣ ମଦ୍ୟପାନ କରିଛନ୍ତି କି ନାହିଁ ତାହା ଫୋନରେ କଥା ହେବାବେଳେ ଜଣାପଡିଯିବ ।…