Latest Odisha News

BREAKING NEWS

Yearly Archives

2023

ଭାଷା ଭାଗବତ : ପୁନରଭ୍ୟୁଦୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ସଂଖ୍ୟାରେ ଚଳେ ରାଜନୀତି ଶିକ୍ଷାରେ ଚଳଇ ସଂସ୍କୃତି ସଭିଏଁ ନୁହଂତି ସମାନ ଜଣେ ହିଁ କରେ ସମାଧାନ ତ୍ରୁଟ୍ୟାଦି କରିଲେ ଉପେକ୍ଷା ଭାଷାକୁ ମିଳେନି ସୁରକ୍ଷା ପରାନ୍ନଭୋଜୀ ହେଲେ ଲୋକ ଦିଶେନି ଶୁଦ୍ଧ ଜ୍ଞାନାଲୋକ ତ୍ରୁଟିମୁକ୍ତ…

ଦିଲ୍ଲୀରେ କିଆରାଙ୍କ ସହ ପ୍ରଥମ ଦୀପାବଳି ପାଳିବେ ସିଦ୍ଧାର୍ଥ

ମୁମ୍ବାଇ: ବିବାହ ପରେ ପ୍ରଥମ ଥର ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କ ସହ ଦୀପାବଳି ପାଳନ କରିବେ ସିଦ୍ଧାର୍ଥ ମାଲହୋତ୍ରା । ଚଳିତବର୍ଷ ଦୀପାବଳି ସବୁଠୁ ପ୍ରିୟ କପଲ ସିଦ୍ଧାର୍ଥ ଏବଂ କିଆରାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । କାରଣ ଏହି ବର୍ଷ ଏହି ଦମ୍ପତି ବିବାହ ପରେ ପ୍ରଥମ ଦୀପାବଳି ପାଳନ କରିବାକୁ…

ବାଘକୁ ଆଲିଙ୍ଗନ କରିବାରୁ ଯୁବକଙ୍କୁ ଦେଲା କାମୁଡ଼ି

ଆଜିକାଲି ଯୁବପିଢି ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ ବନାଉଛନ୍ତି । ନିକଟରେ ଜଣେ ଯୁବକ ବାଘକୁ ଆଲିଙ୍ଗନ କରିବା ମହଙ୍ଗା ପଡ଼ିଛି । ଏହି ଭିଡ଼ିଓ ଭାଇରାଲ ହେବା ଲୋକେ ଦେଖି ଆଶ୍ଚର୍ଯ୍ୟ…

ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଦୀପାବଳି ପାଳିଲେ ବଲିଉଡର ୩ ଷ୍ଟାର

ମୁମ୍ବାଇ: ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଦୀପାବଳି ପାଳିଲେ ବଲିଉଡ ୩ ଷ୍ଟାର । ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜ ସରକାରୀ ବାସଭବନରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହିନ୍ଦୁ ସମ୍ପ୍ରଦାୟର ଅନେକ ଲୋକ ଯୋଗ ଦେଇଥିବା ବେଳେ ବଲିଉଡ ଷ୍ଟାର…

କର୍କଟ ରୋଗର ଶିକାର ହେଲେ ଡ଼ଲି ସୋହି

ମୁମ୍ବାଇ: କର୍କଟ ରୋଗର ଶିକାର ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଡ଼ଲିି ସୋହି । ସେ ଧାରାବାହିକ ‘ଭାବି’ରେ କାମ କରି ଲୋକପ୍ରିୟ ହୋଇଛନ୍ତି । କିଛି ବର୍ଷର ବ୍ୟବଧାନ ପରେ ଧାରାବାହିକ ‘ପରିଣୀତି’ ସହିତ ଛୋଟ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଡଲି । କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା…

ସମାଧି ସ୍ଥଳରେ ବ୍ୟାୟାମ ଟ୍ରେନିଂ ଦିଅନ୍ତି ମଡ଼େଲ

ଲଣ୍ଡନ: ଆଜିକାଲି ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରିଥାନ୍ତି । କେହି ପାର୍କରେ ଚାଲୁଥିବା ବେଳେ ଆଉ କିଏ ଜିମ୍ ଯାଇଥାନ୍ତି । ହେଲେ ଏବେ ଜଣାଶୁଣା ଜଣେ ମଡେଲ ଜିମ୍ ଛାଡ଼ି ସମାଧିସ୍ଥଳରେ ବାୟାମ କରୁଥିବା ଜଣାପଡ଼ିଛି । ଲଣ୍ଡନରେ ରୁହନ୍ତି ବ୍ରାଜିଲ୍‌ର ଜଣେ…

ପରଲୋକରେ କମେଡିଆନ୍ ମଲ୍ଲମପଲ୍ଲୀ

ହାଇଦ୍ରାବାଦ: ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ତଥା କମେଡିଆନ୍ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଚନ୍ଦ୍ର ମୋହନ ଦୀର୍ଘଦିନ ଧରି ହୃଦ୍‌ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ହେଲେ ଦୀପାବଳିର ଗୋଟିଏ ଦିନ…

ଝିଅ ପ୍ରେମିକ ସହ ପଳାଇବାରୁ ପରିବାର ଲୋକେ ଶୁଦ୍ଧିକ୍ରିୟା କରିଦେଲେ

କଟକ: ଜୀବିତ ଝିଅ ପାୟଲ ମହାପାତ୍ରର  ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ତାଙ୍କ ପରିବାର। ପାୟଲ ତାଙ୍କ ଟ୍ୟୁସନ ଶିକ୍ଷକ ଆକାଶଙ୍କ ସହ ପଳାଇବା ପରେ ଅସନ୍ତୋଷ ପ୍ରକାଶ କରି ଏଭଳି ଚରମ ପଦକ୍ଷେପ ନେଇଛନ୍ତି ତାଙ୍କ ପରିବାର। କଟକ ଭଦ୍ରଶ୍ବେର ଥାନା ଅଞ୍ଚଳର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।…

କିଟ୍ ଓ କିସ୍‌ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କିଟ୍ ଓ କିସ ପକ୍ଷରୁ ଏହାର କର୍ମଚାରୀଙ୍କ ପିଲାମାନଙ୍କ ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ସେଫାଳୀ କ୍ରେଚ୍‌, କିଟ୍ ପବ୍ଲିକ ସ୍କୁଲ୍ ଏବଂ ସର୍ବସାଧାରଣଙ୍କ ନିମନ୍ତେ ଜୟନ୍ତ ମହାପାତ୍ର ପବ୍ଲିକ୍ ଲାଇବ୍ରେରୀ, ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର, କିଟ୍ ସୋଭିନିର…

ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର, ଅଭିଯୁକ୍ତ ଗିରଫ

ବାଲେଶ୍ବର: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତ ଗିରଫ । ଏଭଳି ଏକ ଲଜ୍ଜା ଜନକ ଖବର ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ। ଦୁଷ୍କର୍ମ ପୀଡ଼ିତା  ଦିବ୍ୟାଙ୍ଗ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ସୋର ପୋଲିସ । ପୋଲିସର ସୂଚନାନୂସାରେ,…