ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଓଏଚଆରସିର ନୋଟିସ୍, ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ
ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଶିକ୍ଷକଙ୍କ ଦୁଷ୍କର୍ମ ମାମଲାରେ ଓଏଚଆରସିଙ୍କ ପକ୍ଷରୁ ନୋଟିସ୍ କରାଯାଇଛି। ନବରଙ୍ଗପୁର ଜିଲ୍ଲାପାଳ, ଏସ୍ପି ଓ ସିଡିଏମ୍ଓଙ୍କୁ ନୋଟିସ୍ କରି ୪ ସପ୍ତାହ ମଧ୍ୟରେ ନୋଟିସ୍ର ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି। ଏଥିସହ ସରକାରୀ…