ଏଠାରେ ମାଆ କାଳୀଙ୍କୁ ଦିଆଯାଏନି ବଳୀ : ବୈଷ୍ଣବ ରୂପରେ ପୂଜା ପାଉଛନ୍ତି ମାଆ , ବଙ୍ଗୀୟ ସମ୍ପ୍ରଦାୟ ପରମ୍ପରାରେ…
ନୂଆଦିଲ୍ଲୀ : ଆସୁଛି ଆଲୋକର ପର୍ବ ଦୀପାବଳୀ । ଏହି ଦିନ ମାଆ କାଳୀଙ୍କୁ ପୂଜା କରାଯାଏ। ବିହାରର ପୁର୍ନିଆରେ ମା କାଳୀଙ୍କ ଏକ ଭବ୍ୟ ମନ୍ଦିର ରହିଛି । କୁହାଯାଏ ଏହି ମନ୍ଦିରଟି ପ୍ରାୟ ୬୩ ବର୍ଷ ପୁରୁଣା । ଏହି ମନ୍ଦିରଟି ଏକ ସର୍ବ ସାଧାରଣ ମନ୍ଦିର । ଏଠାରେ ମାଆଙ୍କର ବୈଷ୍ଣବ ରୂପ…